Indian Language Bible Word Collections
Proverbs 6
Proverbs Chapters
Proverbs 6 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Proverbs Chapters
Proverbs 6 Verses
1
|
ହେ ମାରେ ପୁତ୍ର, ଅନ୍ୟ ଲୋକର ଋଣ ରେ ତୁମ୍ଭେ ମଧ୍ଯସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶାଧେ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ ? |
2
|
ଯଦି ତୁମ୍ଭେ କର, ତବେେ ତୁମ୍ଭେ ଆପଣା ପ୍ରତିଜ୍ଞା ଦ୍ବାରା ଫାନ୍ଦ ରେ ପଡ଼ିଅଛ ଓ ଆପଣା କଥା ପାଇଁ ଧରାୟାଇ ଅଛ। |
3
|
ତୁମ୍ଭେ ଆପଣାକୁ ଏଥିରୁ ଉଦ୍ଧାର କର। ଯେ ହତେୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହାଇେଅଛ। ୟାଅ ଆପଣାକୁ ନମ୍ରକରି ତୁମ୍ଭ ପ୍ରତିବେଶୀକି ବାରମ୍ବାର ବୀନତି କର। ସେ ଋଣରୁ ତୁମ୍ଭକୁ ମୁକ୍ତ କରୁ। |
4
|
ତୁମ୍ଭେ ବିଶ୍ରାମ କର ନାହିଁ କିମ୍ବା ନିଦ୍ରା ୟାଅ ନାହିଁ। |
5
|
ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ଯାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ରହିୟାଆନ୍ତି। |
6
|
ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର। |
7
|
ପିମ୍ପୁଡ଼ିମାନଙ୍କର ନେତା କି ନିରୀକ୍ଷକ କିଅବା ଶାସକ କହେି ନ ଥାନ୍ତି। |
8
|
ସମାନେେ ଗ୍ରୀଷ୍ମକାଳ ରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳ ରେ ପ୍ରଚୁର ପରିମାଣ ରେ ସମାନେେ ଖାଦ୍ୟ ସଂଗୃହୀତ କରିଥାନ୍ତି। |
9
|
ହେ ଅଳସୁଆ ଲୋକମାନେ, କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ସଠାେ ରେ ପଡ଼ି ରହିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ ? |
10
|
ଅଳସୁଆମାନେ କହନ୍ତି, "ଆଉ ଟିକିଏ ଶାଇେବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ୟିବା ପାଇଁ ଭିଡ଼ିମାେଡ଼ି ହୁଏ।" |
11
|
କିନ୍ତୁ ସେ ଶାଇେ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହାଇୟୋଏ। ଖୁବ୍ଶୀଘ୍ର ତା'ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନବେ। |
12
|
ପାପାଧମ ବ୍ଯକ୍ତି, ଅପରାଧୀ ମନୁଷ୍ଯ ସର୍ବଦା ମିଥ୍ଯା କଥା କହନ୍ତି। |
13
|
ସେ ଆଖି ରେ ଠା ରେ, ସେ ଗୋଡ଼ ରେ ଓ ଅଙ୍ଗୁଳି ଦ୍ବାରା ସଙ୍କତେ କରେ। |
14
|
ତା'ର ହୃଦଯ ରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ୟୁକ୍ତିତର୍କ ଓ କଳି ଆରମ୍ଭ କରେ। |
15
|
କିନ୍ତୁ ତା'ର ବିପଦ ଶୀଘ୍ର ଉପସ୍ଥିତ ହବେ। ସେ ଆକସ୍ମିକ ଶୀଘ୍ର ବିନାଶ ହବେ। ଏବଂ ତାଙ୍କୁ କିଛି ଉପାଯ ମିଳିବ ନାହିଁ। |
16
|
ସଦାପ୍ରଭୁ ଏହି ଛଅ ଗୋଟି ବିଷଯକୁ ଘୃଣା କରନ୍ତି। ସପ୍ତବସ୍ତୁ ମଧ୍ଯ ତାଙ୍କର ଘୃଣା ଯୋଗ୍ଯ। |
17
|
ଅହଙ୍କାର ଦୃଷ୍ଟି, ମିଥ୍ଯାବାଦୀ ଜିହ୍ବା, ନିର୍ଦ୍ ଦୋଷର ରକ୍ତପାତକାରୀ ହସ୍ତ। |
18
|
ହୃଦଯ କୁକର୍ମ କରିବା ପାଇଁ ଯୋଜନା କରେ, କୁକର୍ମ କରିବାକୁ ବଗଗୋମୀ ଚରଣ। |
19
|
ମିଥ୍ଯା ସାକ୍ଷୀ, ଯେ ମିଥ୍ଯା କହି ଭାଇମାନଙ୍କ ମଧିଅରେ କଳିର ବୀଜ ବୁଣେ। |
20
|
ହେ ମାରେ ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ। |
21
|
ସମାନଙ୍କେର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେ ରଖ। ତାହାକୁ ତୁମ୍ଭ ହୃଦଯ ରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ। |
22
|
ଯେତବେେଳେ ତୁମ୍ଭେ ଚାଲିବ, ସମାନଙ୍କେର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦଖାଇବେେ। ଯେତବେେଳେ ତୁମ୍ଭେ ଶଯନ କରିବାକୁ ୟିବ ସମାନେେ ତୁମ୍ଭର ପ୍ରହରୀ ହବେ। ଯେତବେେଳେ ତୁମ୍ଭେ ଜାଗ୍ରତ ହବେ, ସମାନେେ ତୁମ୍ଭ ସହ ଆଳାପ କରିବେ। |
23
|
ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଳାଇ ନବେ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଳାଇ ନବେ। |
24
|
ସମାନଙ୍କେର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଚାଟୁବାକ୍ଯଠାରୁ ଦୂ ରଇେ ରଖୁ। |
25
|
ତୁମ୍ଭ ହୃଦଯ ରେ ସହେି ସୁନ୍ଦର ସ୍ତ୍ରୀର ସୌନ୍ଦର୍ୟ୍ଯକୁ ଲୋଭ କର ନାହିଁ। ତା'ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ। |
26
|
ବ୍ଯଭିଚାରିଣୀକୁ ପାଉଁରୋଟୀର ଦାମ ଦବୋକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦବୋକୁ ପଡ଼ିବ। |
27
|
ଯଦି କହେି ଲୋକ ତା'ର ବକ୍ଷ ଦେଶ ରେ ନିଆଁ ରଖିବ, ତବେେ ତାହା ପୋଡ଼ି ୟିବ। |
28
|
ଯଦି କହେି ଲୋକ ଜ୍ବଳନ୍ତା ଅଙ୍ଗାର ଉପ ରେ ଚାଲେ, ତବେେ ତା'ର ପାଦ ପୋଡ଼ିୟିବ। |
29
|
ଏହା ଠିକ୍ ସହେିପରି ହବେ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶଯନ କରିବ। ଯେକହେି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ୟାଇପାରିବ ନାହିଁ। |
30
|
ଭୋକିଲା ୟୋଗୁ ଯଦି ଚୋରି କରେ। ତବେେ ଲୋକେ ତାକୁ ଘୃଣା କରିବେ। |
31
|
ମାତ୍ର ଯଦି ଧରାପଡ଼େ, ତବେେ ତାକୁ ସାତଗୁଣ ଫରୋଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ବ ତାକୁ ଦବୋକୁ ହବେ। |
32
|
ଜଣେ ବ୍ଯଭୀଚାରୀ ଲୋକ ନିର୍ବୋଧ ଅଟେ। ସେ ତା'ର ନିଜର ବିନାଶ ଆଣିବ। |
33
|
ଲୋକମାନେ ଏଥିପାଇଁ ନିଜର ସମସ୍ତ ସମ୍ମାନ ହରନ୍ତି। ତା'ର କଳଙ୍କ ମାର୍ଜିତ ହବେ ନାହିଁ। |
34
|
ସହେି ସ୍ତ୍ରୀର ସ୍ବାମୀ ନିତ୍ଯାନ୍ତ ଇର୍ଷାପରାଯଣ ହବେ। ତା'ର ସ୍ବାମୀ ନିତ୍ଯାନ୍ତ କୋରଧତ ହବେ। ପ୍ରତିହିଂସା କରିବା ବେଳେ ସେ କିଛି ମାନିବ ନାହିଁ। |
35
|
ଯେ କୌଣସି ମୂଲ୍ଯ ତା'ର କୋର୍ଧକୁ ଶାନ୍ତ କରିପାରିବ ନାହିଁ। ଯେତେ ଅର୍ଥ ଦେଲେ ବି ତା'ର କୋରଧ ଶାନ୍ତ ହବେ ନାହିଁ। |