1
|
ତା'ପରେ ଗିଲିଯଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିଯଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ୟୋଶଫଙ୍କେର ପୁତ୍ର ଥିଲେ, ମାଶାଙ୍କେ ଓ ଇଶ୍ରାୟେଲ ଲୋକମାନଙ୍କର ଅଧିପତିମାନେ ସମାନଙ୍କେ ସମ୍ମୁଖ ରେ ପ୍ରାସ୍ତାବ କଲେ। |
2
|
ସମାନେେ କହିଲେ, "ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଗୁଳାବାଣ୍ଟ ଦ୍ବାରା ଦଶାଧେିକାର ଦବୋ ପାଇଁ ଆମ୍ଭମାନଙ୍କର ମୁନିବ ମାଶାଙ୍କେୁ ଆଜ୍ଞା ଦେଲେ। ଆମ୍ଭ ମୂନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ଯାମାନଙ୍କୁ ଦବୋ ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ। |
3
|
ଯଦି ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ କାହାରି ସଙ୍ଗେ ସମାନଙ୍କେର ବିବାହ ହୁଏ, ତବେେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସମାନଙ୍କେ ଅଧିକାର କଟାୟିବ। ସମାନଙ୍କେ ଅଧିକାର ସମାନଙ୍କେ ସ୍ବାମୀ ପରିବାରବର୍ଗ ରେ ୟୁକ୍ତ ହବେ। |
4
|
ଯେତବେେଳେ ମହୋଲ୍ଲାସ-ଉତ୍ସବ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ପାଳନ କରାୟିବ, ସମାନଙ୍କେର ସମ୍ପତ୍ତି ଅଧିକାର ସମାନେେ ବିବାହ କରିଥିବା ପରିବାରକୁ ଚାଲିୟିବ। ଏହି ପ୍ରକା ରେ ସମାନଙ୍କେର ସମ୍ପତ୍ତି ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆୟିବ।" |
5
|
ତହୁଁ ମାଶାେ ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ଆଜ୍ଞା ଦଇେ କହିଲେ, " ଯୋଷଫେ ପରିବାରବର୍ଗର ଏହି ଲୋକମାନେ ୟାଥାର୍ଥ କହୁ ଅଛନ୍ତି। |
6
|
ସଦାପ୍ରଭୁ ସଲଫାଦରଙ୍କ କନ୍ଯାମାନଙ୍କ ସମ୍ବନ୍ଧ ରେ ଏହି ନିଷ୍ପତ୍ତି ଦଇେ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କହେି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍। |
7
|
ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ୟିବା ଉଚିତ୍ ନୁହଁ। ଇଶ୍ରାୟେଲ ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧିଅରେ ରଖିବା ଉଚିତ୍। |
8
|
କୌଣସି ନାରୀ ୟିଏ ନିଜର ପିତୃ ଅଧିକାର ପାଇଛି, ତା'ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇଶ୍ରାୟେଲର ପ୍ରେତ୍ୟକକ ବ୍ଯକ୍ତି ଆପଣା ସମ୍ବନ୍ଧୀଯ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ। |
9
|
ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ୟିବ ଉଚିତ୍ ନାହିଁ। ଇଶ୍ରାୟେଲର ପ୍ରେତ୍ୟକକ ପରିବାରବର୍ଗ ସମାନଙ୍କେ ଅଧିକାର ମଧିଅରେ ରହିବେ।" |
10
|
ସଦାପ୍ରଭୁ ମାଶାଙ୍କେୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ଯାମାନେ ସହେି ଅନୁସାରେ କର୍ମ କଲେ। |
11
|
ଏଣୁ ସଲଫାଦରଙ୍କ କନ୍ଯାଗଣ ଯଥା: ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋଯା, ସମାନଙ୍କେ ପିତୃବ୍ଯ ପୁତ୍ରମାନଙ୍କୁ ବିବାହ କଲେ। |
12
|
ମନଃଶି ପରିବାରବର୍ଗ ମଧିଅରେ ସମାନେେ ବିବାହ କଲେ। ତେଣୁ ସମାନଙ୍କେର ଭୂମି ଅଧିକାର ସମାନଙ୍କେ ପିତୃ ସମ୍ବନ୍ଧୀଯ ପରିବାର ମଧିଅରେ ରହିଲା। |
13
|
ସଦାପ୍ରଭୁ ଯିରୀହାେ ନକଟସ୍ଥ ୟର୍ଦ୍ଦନ ସମୀପରେ ମାୟୋବ ପଦା ରେ ମାଶାଙ୍କେୁ ବ୍ଯବସ୍ଥା ଦେଲେ। ଇଶ୍ରାୟେଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦଇେଥିଲେ। |
Numbers 36:1 Urdu Language Bible Words basic statistical display
COMING SOON ...