1
|
ସହେି ସମୟରେ ହିଜକିଯ ସାଂଘାତିକ ରୋଗ ରେ ପୀଡ଼ିତ ହେଲେ। ତେଣୁ ଆମାେସଙ୍କ ପୁତ୍ର ଭବିଷ୍ଯତ୍ ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, |
2
|
ଏଥି ରେ ହିଜକିଯ ମନ୍ଦିର ଆଡ଼େ ମୁହଁ ଫରୋଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, |
3
|
" ହେ ସଦାପ୍ରଭୁ, ମୁଁ ବିନଯ କରି କହୁଅଛି, ମୁଁ ବିଶ୍ବସ୍ତ ଭାବରେ ସର୍ବାନ୍ତଃକରଣ ରେ ତୁମ୍ଭର ଉପାସନା କରିଅଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମ କରିଅଛି, ତାହା ତୁମ୍ଭେ ସ୍ମରଣ କର।" ଏହା କହି ହିଜକିଯ ଅତିଶଯ ରୋଦନ କଲା। |
4
|
ସେତବେେଳେ ଯିଶାଇୟ ଏହି ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଲାଭ କଲେ। |
5
|
"ତୁମ୍ଭେ ହିଜକିଯ ନିକଟକୁ ୟାଅ ଓ ଏହିକଥା କୁହ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ବର ସଦାପ୍ରଭୁ ଏହିକଥା କୁହନ୍ତି, 'ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ତୁମ୍ଭର ଲୋତକ ଦେଖିଅଛୁ। ଆମ୍ଭେ ତୁମ୍ଭର ଆଯୁ ପନ୍ଦରବର୍ଷ ବଢ଼ାଇବା।' |
6
|
ମୁଁ ତୁମ୍ଭକୁ ଓ ତୁମ୍ଭର ନଗରକୁ ଅଶୂରୀଯ ରାଜା ହସ୍ତରୁ ରକ୍ଷା କରିବି ଓ ଏହି ନଗରର ସପକ୍ଷ ନବେି। |
7
|
ସଦାପ୍ରଭୁ ତାଙ୍କର ବାକ୍ଯ ସଫଳ କରିବେ ତୁମ୍ଭକୁ ତାଙ୍କଠାରୁ ଏହି ଚିହ୍ନ ହବେ। |
8
|
" ଦେଖ, ମୁଁ ଆହସର ସୂର୍ୟ୍ଯ ଘଟିକା ରେ ସୂର୍ୟ୍ଯର ଛାଯା ଯେତେ ଆଗକୁ ୟାଇଅଛି, ତାହାକୁ ଦିଗପାହୁଣ୍ଡ ପଛକୁ ଫରୋଇ ଆଣିବି।" |
9
|
ଯିହୁଦାର ରାଜା ହିଜକିଯ ପୀଡ଼ିତାବସ୍ଥାରୁ ସୁସ୍ଥ ହେଲାପ ରେ ଏହା ଲଖାଗେଲା। |
10
|
ମୁଁ ନିଜକୁ କହିଲି ମୁଁ ଆପଣା ଆଯୁର ମଧ୍ଯାହ୍ନ ସମୟରେ ପାତାଳପୁର ଦ୍ବାର ରେ ପ୍ରବେଶ କରିବି। ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହଲିେ। |
11
|
ତେଣୁ ମୁଁ କହିଲି, "ମୁଁ ସଦାପ୍ରଭୁଙ୍କୁ ଜୀବିତମାନଙ୍କ ଦେଶ ରେ ଦେଖିବି ନାହିଁ। ପୁଣି ଏ ଜଗତ ରେ ଜୀବିତମାନଙ୍କୁ ମଧ୍ଯ ଦେଖିବି ନାହିଁ। |
12
|
ମଷେପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମାରେ ଆଯୁକୁ ମାଠାରୁେ ଦୂରୀକୃତ କରାୟାଇଛି। ମାରେ ଜୀବନକୁ ତନ୍ତପରି ଗୁଡ଼ାଇ ଅଛି। ସେ ମାେତେ ତନ୍ତରୁ କାଟି ପକାଇବେ। ଏକ ଦିବାରାତ୍ର ସମୟ ମଧିଅରେ ମାରେ ଜୀବନ ନିଃଶଷେ କରି ଦବେ। |
13
|
ମୁଁ ସାହାୟ୍ଯ ପାଇଁ ପ୍ରଭାତ ପର୍ୟ୍ଯନ୍ତ କ୍ରନ୍ଦନ କଲି। ଯେପରି ସିଂହା ମାରେ ଅସ୍ଥିସବୁ ଚୂର୍ଣ୍ଣ କରୁଅଛି। ଏକ ଦିବାରାତ୍ର ସ୍ବଳ୍ପ ସମୟ ମଧିଅରେ ତୁମ୍ଭେ ମାେତେ ଶଷେ କରିବ। |
14
|
ମୁଁ କପୋତ, ଚାତକ ଓ ସାରସ ପକ୍ଷୀପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମାରଚେକ୍ଷୁ କ୍ଲାନ୍ତ ହାଇଗେଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମାେତେ ସାହାୟ୍ଯ କର।' |
15
|
ମୁଁ କ'ଣ କହିବି ? ଯେତବେେଳେ ସେ ମାେତେ କହି ଅଛନ୍ତି ଓ ତାହା ନିଜେ ସାଧନ କରିଛନ୍ତି। ମାରେ ଆତ୍ମା ତିକ୍ତତା ସକାେଶ ମୁଁ ବର୍ଷୟାକ ଧୀ ରେ ଧୀ ରେ ଚାଲିବି। |
16
|
ହେ ପ୍ରଭୋ, ଏହିସବୁ ଦ୍ବାରା ଲୋକେ ବଞ୍ଚନ୍ତି। ଆଉ ସେଥି ରେ ସମ୍ପୂର୍ଣ୍ଣରୂପେ ମାରେ ଆତ୍ମାର ଜୀବନ ଅଛି। ଏଣୁ ତୁମ୍ଭେ ମାେତେ ସୁସ୍ଥ କରି ପୁନଃର୍ଜୀବନ ଦିଅ। |
17
|
ଦେଖ, ମାରଦେୁଃଖ ଚାଲିୟାଇଛି, ବର୍ତ୍ତମାନ ମାରେଶାନ୍ତି ଆସିଛି। ମାତ୍ର ତୁମ୍ଭେ ମାେତେ ପ୍ ରମେ କରି ବିନାଶ କୂପରୁ ମାରେ ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମାେତେ କ୍ଷମା କରି ମାରେସମସ୍ତ ପାପକୁ ପଛକୁ ପକାଇ ଦଇେଛ। |
18
|
ପାତାଳ ତୁମ୍ଭକୁ ଧନ୍ଯବାଦ ଦଇେ ପାରିବ ନାହିଁ। ମୃତ୍ଯୁ ତୁମ୍ଭର ପ୍ରଶଂସାଗାନ କରିପାରିବ ନାହିଁ। ତେଣୁ ମର୍ତ୍ତଗାମୀମାନେ ତୁମ୍ଭର ବିଶ୍ବସ୍ତତା ଘୋଷଣା କରିବନେି। |
19
|
ମୁଁ ଯେପରି କରୁଅଛି ସହେିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା'ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ଯତା ଜ୍ଞାନ ବିଶ୍ବାସ କରାଇବେ। |
20
|
ତେଣୁ ମୁଁ କହିବି, "ସଦାପ୍ରଭୁ ମାେତେ ପରିତ୍ରାଣ କଲେ। ତେଣୁ ଆମ୍ଭମାନେେ ଜୀବନସାରା ସଦାପ୍ରଭୁଙ୍କ ମନ୍ଦିର ରେ ତାରୟୁକ୍ତ ୟନ୍ତ୍ର ସହିତ ସଙ୍ଗୀତ ଗାନ କରିବୁ।' |
21
|
ତା'ପ ରେ ଯିଶାଇୟ ହିଜକିଯଙ୍କୁ କହିଲେ, "ତୁମ୍ଭେ ଡ଼ିମ୍ବିରିକୁ ଏକତ୍ର ଛଚେ ଏବଂ ତୁମ୍ଭର କ୍ଷତ ରେ ଲଗାଅ। ତାହା ହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।' |
22
|
ମାତ୍ର ହିଜକିଯ ଯିଶାଇୟଙ୍କୁ ପ୍ରଶ୍ନ କଲେ, "ମୁଁ ଭଲ ହବେି ସଦାପ୍ରଭୁ କି ସଙ୍କତେ ଦ୍ବାରା ପ୍ରମାଣ କରିବେ। ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟିବି କେଉଁ ସଙ୍କତେ ଦ୍ବାରା ପ୍ରମାଣିତ ହବେ।' |
Isaiah 38:1 Urdu Language Bible Words basic statistical display
COMING SOON ...