1
|
ସଦେିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍ ଓ ଦୃଢ଼ ଖଡ୍ଗ ଦ୍ବାରା ଦ୍ରୁତଗାମୀ ସର୍ପ ଲିବିଯାଥନକୁ ଓ ବକ୍ରଗାମୀ ସର୍ପ ଲିବିଯାଥନକୁ ଶାସ୍ତି ଦବେେ ଓ ସମୁଦ୍ରସ୍ଥ ଦୀର୍ଘକାଯ ଜନ୍ତୁକୁ ସଂହାର କରିବେ। |
2
|
ସଦେିନ ଲୋକେ ଏକ ଦ୍ରାକ୍ଷାକ୍ଷେତ୍ର ଉଦ୍ଦେଶ୍ଯ ରେ ଗାନ କରିବେ। |
3
|
"ମୁଁ, ସଦାପ୍ରଭୁ ସହେି ଉଦ୍ୟାନକୁ ରକ୍ଷା କରିବି। ଯଥା ସମୟରେ ସେଥି ରେ ଜଳ ସଚେନ କରିବି। ଦିବାରାତ୍ର ତାକୁ ଜଗି ରହିବି ଯେପରି କହେି ତା'ର କିଛି କ୍ଷତି କରିବେ ନାହିଁ। |
4
|
ମାଠାେ ରେ କୋରଧ ନାହିଁ। ଯଦି ୟୁଦ୍ଧ ହୁଏ ଓ କହେି ଜଣେ କଣ୍ଟାକର ବାଡ଼ ଦିଏ, ଆମ୍ଭେ ଆକ୍ରମଣ କରିବୁ ଓ ପୋଡ଼ି ପକାଇବୁ। |
5
|
ମାତ୍ର ଯଦି କହେି ନିରାପତ୍ତା ପାଇଁ ମାେ ସହିତ ଶାନ୍ତି ସ୍ଥାପନ କରେ, ତବେେ ସେ ଶାନ୍ତି ସ୍ଥାପନ କରୁ। |
6
|
ଲୋକମାନେ ମାେ ନିକଟକୁ ଆସିବେ। ସମାନେେ ଯାକୁବକୁ ଶକ୍ତିଶାଳୀ କରିବେ ଯେପରି ତା'ର ଚୋର ବାନ୍ଧିବ। ଇଶ୍ରାୟେଲ ମୁକ୍ତ ଓ ପ୍ରଫୁଲ ହବେ। ଏ ପୃଥିବୀ ଫଳ ଫୁଲ ରେ ପରିପୂର୍ଣ୍ଣ ହବେ।' |
7
|
ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦବେେ। ଯେପରି ଲୋକମାନଙ୍କୁ ଅତୀତ ରେ ଶତ୍ରୁଗଣ ପ୍ରହାର କରନ୍ତି ସଦାପ୍ରଭୁ ସହେିପରି ପ୍ରହାର କରିବେ। ସମାନେେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସହେିପରି ସଦାପ୍ରଭୁ ନିହତ କରିବେ। |
8
|
ସଦାପ୍ରଭୁ ଇଶ୍ରାୟେଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀଯ ବାଯୁ ଦିନ ରେ ନିଜର ପ୍ରବଳ ବାଯୁଦ୍ବାରା ସ୍ଥାନାନ୍ତରିତ କରିବେ। |
9
|
ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହବେ ଓ ତାହାର ପାପ ଦୂରୀଭୂତ ହବେ। ସେ ୟଜ୍ଞବଦେୀର ପ୍ରସ୍ତର ସବୁ ଧୂଳିସାତ ହବେ ଓ ସହେି ଆଶରୋ ମୂର୍ତ୍ତି ଓ ସୂର୍ୟ୍ଯ ପ୍ରତିମା ସବୁ ବିନଷ୍ଟ ହବେେ। |
10
|
ସଦେିନ ସହେି ସୁଦୃଢ଼ ପ୍ରାନ୍ତର ତୁଲ୍ଯ ଜନଶୂନ୍ଯ ହବେ। ଏହା ଏକ ମରୁଭୂମିରେ ପରିଣତ ହବେ। ନିର୍ଜନ ଓ ପରିତ୍ଯକ୍ତ ବସତି ସ୍ଥାନ ହବେ। ସେ ସ୍ଥାନ ରେ ଗୋରୁପଲ ଚରିବେ ଓ ଶଯନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ। |
11
|
ଦ୍ରାକ୍ଷାଗଛ ରେ ଡ଼ାଳ ଶୁଷ୍କ ହେଲେ ଭଙ୍ଗାୟିବ। ସ୍ତ୍ରୀ ଲୋକମାନେ ତାକୁ ଜାଳଣେି ରୂପେ ବ୍ଯବହାର କରିବେ। |
12
|
ସଦେିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ୟ୍ଯନ୍ତ ସେ ଲୋକମାନଙ୍କୁ ଏକତ୍ରୀତ କରିବେ। |
13
|
ସଦେିନ ଗୋଟିଏ ବଡ଼ ମଷେର ଶିଙ୍କା ବାଜିବ। ଅଶୂର ଦେଶ ରେ ହଜି ୟାଇଥିବା ଲୋକ ଏବଂ ମିଶରକୁ ବିତାଡ଼ିତ ହାଇେଥିବା ଲୋକମାନେ ସଦେିନ ଆସିବେ। ୟିରୁଶାଲମର ପବିତ୍ର ପର୍ବତ ରେ ସମାନେେ ସଦାପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ଏକତ୍ରୀତ ହବେେ। |
Isaiah 27:1 Urdu Language Bible Words basic statistical display
COMING SOON ...