Indian Language Bible Word Collections
Proverbs 5:22
Proverbs Chapters
Proverbs 5 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Proverbs Chapters
Proverbs 5 Verses
1
|
ହେ ମାରେ ପୁତ୍ର, ମାେ' ଜ୍ଞାନ ରେ ମନ ଦିଅ। ମାରେ ବୁଦ୍ଧି ପାଇଁ କାନ ଡ଼ରେ। |
2
|
ତବେେ ତୁମ୍ଭେ ଚତୁର ହବେ ଓ ତୁମ୍ଭ ଓଷ୍ଠାଧର ଜ୍ଞାନ କଥା କହିବ। |
3
|
ପର ସ୍ତ୍ରୀ ସୁନ୍ଦର ହାଇପୋ ରେ, ତା'ର ମୁଖରୁ ମଧୁର ବାକ୍ଯ ଶୁଣାୟାଏ। |
4
|
କିନ୍ତୁ ଶଷେ ରେ ସେ ତିକ୍ତତା ଓ ୟନ୍ତ୍ରଣା ଆଣିବ। ୟନ୍ତ୍ରଣା ଯାହା ବିଷତୁଲ୍ଯ ଓ ତୀକ୍ଷ୍ମ ଖଣ୍ଡାତୁଲ୍ଯ ଆଘାତ କରେ। |
5
|
ସେ ହେଉଛି ମୃତ୍ଯୁର ପଥ, ସେ ତୁମ୍ଭକୁ ସିଧା କବର ପାଖକୁ ନଇୟିବେ। |
6
|
ତା'ର ପଥ ଅନୁସରଣ କର ନାହିଁ। କାରଣ ସେ ଜାଣେ ନାହିଁ ଯେ ସେ ନିଜେ ପଥ ହରାଉଛି। ସାବଧାନ ! ତୁମ୍ଭେ ଜୀବନର ପଥକୁ ଅନୁସରଣ କର। |
7
|
ବର୍ତ୍ତମାନ ପୁତ୍ରମାନେ, ମାରେ ବାକ୍ଯ ଶ୍ରବଣ କର। ମାରେ ବାକ୍ଯ ପାଶୋର ନାହିଁ। |
8
|
ସହେି ସ୍ତ୍ରୀଠାରୁ ତୁମ୍ଭେ ଦୂ ରଇେ ରୁହ। ଏପରିକି ତା'ର ଗୃହର ଦ୍ବାର ନିକଟକୁ ମଧ୍ଯ ୟାଅ ନାହିଁ। |
9
|
ଯଦି ତୁମ୍ଭେ ତାହା କର, ତବେେ ତୁମ୍ଭେ ପାଇବା ସମ୍ମାନ ଅନ୍ୟମାନେ ପାଇବେ। ଏବଂ ନିର୍ଦ୍ଦଯ ଲୋକମାନେ ସବୁକିଛି ନଇେଯିବେ, ଯାହା ତୁମ୍ଭେ ବର୍ଷ ସାରା କାର୍ୟ୍ଯ କରି ସଂଗ୍ରହ କରିଥିବ। |
10
|
ଅପରିଚିତ ଲୋକମାନେ ତୁମ୍ଭ ବଳ ରେ ବଳୀଯାନ ହବେେ। ତୁମ୍ଭ ଶ୍ରମର ଫଳ ଅନ୍ୟମାନେ ଭୋଗ କରିବେ। |
11
|
ଜୀବନର ଶଷେ ଭାଗ ରେ ତୁମ୍ଭର ମାଂସ ଓ ଶରୀର କ୍ଷଯ ପାଇବ। ତୁମ୍ଭେ ସେତବେେଳେ ବିଳାପ କରିବ। |
12
|
ସେତବେେଳେ ତୁମ୍ଭେ କହିବ, "କାହିଁକି ମୁଁ ମାରେପିତାଙ୍କ କଥା ଶୁଣିଲି ନାହିଁ। ମୁଁ କାହିଁକି ମାରେ ଶିକ୍ଷକମାନଙ୍କର କଥା ଶୁଣିଲି ନାହିଁ, ମୁଁ ଶାସନାଧୀନ ହବୋକୁ ମନା କଲି, ମୁଁ ନିଜକୁ ସଂଶୋଧିତ କରିବା ପାଇଁ ମନା କଲି। |
14
|
ଶୀଘ୍ର ମୁଁ ସବୁପ୍ରକାର ଅସୁବିଧା, ଅପମାନ, ୟନ୍ତ୍ରଣା ଜନସମାବେଶ ଆଗ ରେ ପଡ଼ିଲି।" |
15
|
ତୁମ୍ଭ ନିଜ କୂଅରୁ ଜଳପାନ କର। ତୁମ୍ଭର ଶାରୀରିକ ସମ୍ପର୍କ ତୁମ୍ଭର ସ୍ତ୍ରୀ ସହିତ ରଖ। |
16
|
ଯଦି ନାହିଁ, ତୁମ୍ଭର ଝରଣା ରାସ୍ତା ବାହାରକୁ ବହିୟିବ। ଅନ୍ୟମାନେ ତୁମ୍ଭର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବେ। |
17
|
ତୁମ୍ଭର ଝରଣା ତୁମ୍ଭର ହେଉ, ଏବଂ ଅନ୍ୟମାନଙ୍କ ସହ ଭାଗ କର ନାହିଁ। |
18
|
ତୁମ୍ଭର ନିର୍ଝର ଆଶୀର୍ବାଦ ରେ ପ୍ରାପ୍ତ ହେଉ। ତୁମ୍ଭେ ସହେି ସ୍ତ୍ରୀକୁ ଉପଭୋଗ କର ଯାହାକୁ ୟୌବନକାଳ ରେ ବିବାହ କରିଥିଲ। |
19
|
ସେ ପ୍ ରମେିକା ହରିଣୀ ଓ ରୂପବତୀ ବାଉଟି ପରି ତା'ର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ। ଆଉ ତା'ର ପ୍ ରମେ ରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। |
20
|
ହେ ମାେ ପୁତ୍ର ପରକୀଯା ସ୍ତ୍ରୀ ଠା ରେ ପାଗଳ ହୁଅ ନାହିଁ। ବ୍ଯଭିଚାରିଣୀର ଘନିଷ୍ଠତାକୁ ଆଲିଙ୍ଗନ କର ନାହିଁ। |
21
|
ସଦାପ୍ରଭୁ ମନୁଷ୍ଯର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ ପଥକୁ ସମାନ କରନ୍ତି। |
22
|
ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ି ରେ ବନ୍ଧା ହବେ। |
23
|
ସେ ତା'ର ନିର୍ବୋଧତା ଦ୍ବାରା ବିପଥଗାମୀ ହବେ। ସେ ଶୃଙ୍ଖଳାର ଅଭାବ ୟୋଗୁ ମୃତ୍ଯୁବରଣ କରିବ। |