1
|
ଏହି ବାର୍ତ୍ତାଟି ଭବିଷ୍ଯଦ୍ବକ୍ତା ହବକ୍କୂକୁ ପ୍ରଦାନ କରାୟାଇଥିଲା। ହବକ୍କୂଙ୍କର ପରମେଶ୍ବରଙ୍କଠା ରେ ଅଭିଯୋଗ |
2
|
ହେ ସଦାପ୍ରଭୁ, କେତକୋଳ ପର୍ୟ୍ଯନ୍ତ ମୁଁ ସାହାୟ୍ଯ ପାଇଁ ତୁମ୍ଭକୁ ଡାକିବି? କେତବେେଳେ ତୁମ୍ଭେ ମାରେ ଡାକ ଶୁଣିବ? ଏବି ଗୋଳମାଳ ବିଷଯ ରେ ମୁଁ ତୁମ୍ଭକୁ ଆହ୍ବାନ କଲି କିନ୍ତୁ ତୁମ୍ଭେ କିଛି କଲନାହିଁ। |
3
|
ଲୋକମାନେ ଜିନିଷ ଧ୍ବଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। ସମାନେେ ୟୁକ୍ତି କରୁଛନ୍ତି ଓ ଲଢୁଛନ୍ତି। ଏହି ଅନ୍ଯାଯ ସବୁ ମୁଁ କାହିଁକି ଦେଖିବି? ଏହି ଖରାପ ଦ୍ରବ୍ଯ ମୁଁ କାହିଁକି ଦେଖିବି? |
4
|
ଏଠା ରେ ବ୍ଯବସ୍ଥା ଅତି କୋହଳ ଏବଂ ନ୍ଯାଯ ବିଗ୍ଭର କରାୟାଏ ନାହିଁ। ମନ୍ ଦଲୋକମାନେ ଭଲ ଲୋକଙ୍କ ଉପ ରେ ଜଯଲାଭ କରୁଛନ୍ତି। ତେଣୁ ନ୍ଯାଯ ହେଉ ନାହିଁ। |
5
|
ସଦାପ୍ରଭୁ ଉତ୍ତର ଦେଲେ, "ଅନ୍ୟ ଗୋଷ୍ଠୀଗୁଡିକୁ ଗ୍ଭହିଁ। ସମାନଙ୍କେୁ ଲକ୍ଷ୍ଯ କର ଏବଂ ତୁମ୍ଭେ ଆଶ୍ଚର୍ୟ୍ଯାନ୍ବିତ ହବେ। ତୁମ୍ଭର ଜୀବନ କାଳ ମଧିଅରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ୟ୍ଯାନ୍ବିତ କରିବ। ଯଦି କହେି ତୁମ୍ଭକୁ କ ହେ, କ'ଣ ହବୋକୁ ଯାଉଥିଲା, ତୁମ୍ଭେ କବେେ ବିଶ୍ବାସ କରି ନଥାନ୍ତ। |
6
|
ଆମ୍ଭେ ବାବିଲୋନୀଯମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀ ରେ ପରିଣତ କରିବା। ସହେି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର। ଯୋଦ୍ଧା। ସମାନେେ ସମଗ୍ର ପୃଥିବୀ ରେ ମାଡିଯିବେ। ସମାନେେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡିକୁ ଅଧିକାର କରିବେ। |
7
|
ବାବିଲୀଯମାନେ ଅନ୍ୟ ଲୋକମାନଙ୍କୁ ଭୟଭୀତ କରାଇବେ। ସମାନେେ ନିଜ ପାଇଁ ଆଇନ୍ ତିଆରି କରିବେ ଏବଂ ନିଜ ପାଇଁ ବ୍ଯବହାର କରିବେ। |
8
|
ସମାନଙ୍କେର ଘୋଡାଗୁଡିକ ଚିତାବାଘଠାରୁ ଦ୍ରୁତଗାମୀ ହବେେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳ ରେ ହବେେ। ସମାନଙ୍କେର ସୈନ୍ଯମାନେ ଘୋଡା ଚଢି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପ ରେ ଝାମ୍ପ ମାରିଲା ପରି ସମାନେେ ଦ୍ରୁତ ବଗେ ରେ ଶତୃଙ୍କୁ ଆକ୍ରମଣ କରିବେ। |
9
|
ସମାନେେ କବଳେ ୟୁଦ୍ଧ କରିବାକୁ ଗ୍ଭହାଁନ୍ତି। ସମାନଙ୍କେର ସୈନ୍ଯମାନେ ବନ୍ଦୀମାନଙ୍କୁ ବାଲିପରି ଆଣିବା ପାଇଁ ସଂକଳ୍ପର ସହିତ ଯାଉଛନ୍ତି। |
10
|
"ବାବିଲ ସୈନ୍ଯମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସମାନଙ୍କେ ପାଇଁ ଉପହାସର ପାତ୍ର ହବେେ। ସମାନେେ ସୁଦୃଢ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସମାନେେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସହେିସବୁ ନଗରକୁ କରାଯତ କରିବେ। |
11
|
ତା'ପ ରେ ସମାନେେ ପବନ ପରି ଗତି ରେ ଯିବେ। ସମାନେେ ଦୋଷୀ ଅଟନ୍ତି ଯେ, ସମାନେେ ତାଙ୍କର ନିଜର ଶକ୍ତିକୁ ପୂଜା କରନ୍ତି।" |
12
|
ତା'ପ ରେ ହବକୂକ୍ କହିଲେ, " ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭ ଏକମାତ୍ର ପବିତ୍ର ଅଟ, ୟିଏ କବେେ ଅନ୍ତର୍ହିତ କରିବ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ବିଗ୍ଭର କରିବା ପାଇଁ ନିୟୁକ୍ତି କଲ କି? ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦବୋ ପାଇଁ ତୁମ୍ଭେ ସମାନଙ୍କେୁ ପଠାଇଲ କି? |
13
|
ତୁମ୍ଭର ଚକ୍ଷୁଗୁଡିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖିପାରିବ ନାହିଁ। ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ଯ କରିପାରିବ ନାହିଁ। ତେଣୁ କିପରି ସହେି ମନ୍ଦ ଲୋକମାନେ ଜଯ କରିବାର ତୁମ୍ଭେ ଦେଖିପାରିବ? କାହିଁକି ତୁମ୍ଭେ ପ୍ରତିକ୍ରିଯା କରୁନାହଁ, ଯେତବେେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ? |
14
|
"ତୁମ୍ଭେ ସମୁଦ୍ରର ମାଛ ସଦୃଶ ଲୋକମାନଙ୍କୁ ତିଆରି କରିଛ ସମାନେେ ବିନା ନେତା ରେ ସମୁଦ୍ରର େଛାଟ ପ୍ରାଣୀ ସଦୃଶ। |
15
|
ଶତୃ ଆଙ୍କୁଡି ଓ ଜାଲ ସାହାୟ୍ଯ ରେ ସମାନଙ୍କେୁ ଧ ରେ। ସମାନେେ ସମାନଙ୍କେୁ ଜାଲ ରେ ଧରି ଖୁସି ହୁଅନ୍ତି। |
16
|
ତା'ର ଜାଲ ତାକୁ ଧନୀଲୋକ ପରି ଚଳିବା ରେ ସାହାୟ୍ଯ କରେ ଏବଂ ଉତ୍ତମ ଖାଦ୍ୟ ଯୋଗଏ। ତେଣୁ ଶତୃ ତା'ର ଜାଲକୁ ପୂଜା କରେ। ସେ ତା'ର ଜାଲକୁ ସମ୍ମାନ ଦବୋକୁ ବଳିଦାନ ଓ ଧୂପ ଦିଏ। |
17
|
ଏ ନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ ଓ ସେ କ'ଣ ରାଜ୍ଯକୁ ଦୟା ନ ଦଖାଇେ ଧ୍ବଂସ ସାଧନ କରି ଗ୍ଭଲିଥିବ? |
Habakkuk 1:2 Oriya Language Bible Words basic statistical display
COMING SOON ...