Indian Language Bible Word Collections
Zechariah 8:16
Zechariah Chapters
Zechariah 8 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Zechariah Chapters
Zechariah 8 Verses
1
|
ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ। |
2
|
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, "ଆମ୍ଭେ ସିୟୋନ ପାଇଁ ଅତ୍ଯାସକ୍ତ ଏବଂ ପ୍ରଗାଢ ଅନୁରାଗ ସହିତ ଆମ୍ଭେ ତା' ପାଇଁ କୋରଧାନ୍ବିତ।" |
3
|
ସଦାପ୍ରଭୁ ପୁଣି କୁହନ୍ତି, "ଆମ୍ଭେ ସିୟୋନକୁ ଫରେି ଆସିଛୁ ଏବଂ ୟିରୁଶାଲମ ମଧିଅରେ ବାସ କରିବା। ୟିରୁଶାଲମ 'ସତ୍ଯର ନଗରୀ' ବୋଲି କୁହାୟିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାୟିବ।" |
4
|
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ବୃଦ୍ଧ ଓ ବୃଦ୍ଧାମାନେ ପୁନର୍ବାର ୟିରୁଶାଲମର ଖାେଲା ସ୍ଥାନ ରେ ବସ। ପ୍ରେତ୍ୟକକଙ୍କ ହାତ ରେ ଏକ ଆଶାବାଡି ରହିବ କାରଣ ସମାନଙ୍କେର ବୃଦ୍ଧାବସ୍ଥା ପାଇଁ। |
5
|
ଆଉ ମଧ୍ଯ ନଗରର ଖାେଲାସ୍ଥାନ କ୍ରୀଡାରତ ପୁଅ ଓ ଝିଅଙ୍କ ଦ୍ବାରା ପରିପୂର୍ଣ୍ଣ ହବେ। |
6
|
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଯଦିଓ ଏହି ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ କଷ୍ଟ କର ଡଣାପଡେ, ଏହା ସମାନଙ୍କେ ପ୍ରତି ମଧ୍ଯ ବିସ୍ମଯଜନକ ହବେ।" |
7
|
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, " ଦେଖ, ଆମ୍ଭେ ପୂର୍ବ ଓ ପଶ୍ଚିମ ଦେଶରୁ ଆମ୍ଭର ଲୋକମାନଙ୍କୁ ମୁକ୍ତ କରିବା। |
8
|
ଆମ୍ଭେ ସମାନଙ୍କେୁ ଏଠାକୁ ଫରୋଇ ଆଣିବା ଏବଂ ସମାନେେ ୟିରୁଶାଲମ ମଧିଅରେ ବାସ କରିବେ। ସମାନେେ ଆମ୍ଭର ଲୋକ ହବେେ ଏବଂ ଆମ୍ଭେ ସମାନଙ୍କେର ବିଶ୍ବସ୍ଥ ଏବଂ ନ୍ଯାଯବାନ୍ ପରମେଶ୍ବର ହବୋ।" |
9
|
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ଶକ୍ତିଶାଳୀ ହୁଅ! ତୁମ୍ଭମାନଙ୍କୁ ମଧ୍ଯ ଏହି ଦିନଗୁଡିକରେ ସହେି ବାକ୍ଯଗୁଡିକ ଭବିଷ୍ଯତ୍ବକ୍ତାମାଙ୍କଠାରୁ ଶୁଣୁଅଛ। ଯେତବେେଳେ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହାଇେଥିଲା, ୟାବାପାଇଁ ମନ୍ଦିର ନିର୍ମାଣ ହାଇେ ପାରିଥିଲା। |
10
|
ସହେିଦିନ ପୂର୍ବରୁ ମନୁଷ୍ଯ ପାଇଁ ବତନେ ନଥିଲା, ପଶୁ ପାଇଁ ଆଯ ନଥିଲା, ବାହାରକୁ ୟିବା ଓ ଭିତରକୁ ଆସିବା ଲୋକମାନଙ୍କ ପାଇଁ ଶତୃମାନଙ୍କଠାରୁ କୌଣସି ନିରାପତ୍ତା ନଥିଲା, କାରଣ ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ତାଙ୍କ ପଡ଼ୋଶୀଙ୍କ ବିପକ୍ଷ କରାଇଥିଲୁ। |
11
|
ଆମ୍ଭେ ପୁର୍ବରୁ ଯେପରି କରୁଥିଲୁ ସହେି ଅବଶିଷ୍ଟାଂଶଙ୍କ ସହିତ ସପରେି ବ୍ଯବହାର କରିବା ନାହିଁ।" ଏହା ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି। |
12
|
"ଏହି ଲୋକମାନେ ଶାନ୍ତି ରେ ବୃକ୍ଷ ରୋପଣ କରିବେ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ଯ ପ୍ରଦାନ କରିବ ଓ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷଯ ଆମ୍ଭେ ଅବଶିଷ୍ଟ ଲୋକଙ୍କୁ ପ୍ରଦାନ କରିବା। ଯେପରି ତୁମ୍ଭମାନେେ ଦେଶସବୁ ସମ୍ମୁଖ ରେ ଅଭିଶପ୍ତ ଥିଲ। |
13
|
ହେ ଯିହୁଦା ଓ ଇଶ୍ରାୟେଲ, ଠିକ୍ ଯେପରି ତୁମ୍ଭମାନେେ ଦେଶ ମଧିଅରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ଯ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।" |
14
|
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର କୋରଧାନ୍ବିତ କରିଥିଲେ। ତେଣୁ କରି ଆମ୍ଭେ ସଂକଳ୍ପ ସହିତ ତୁମ୍ଭମାନଙ୍କୁ ଦଣ୍ତ ଦବୋକୁ ନିଷ୍ପତ୍ତି ନଇେଥିଲୁ।" ଏହା ସର୍ବଶକ୍ତିମାନ ମଦାପ୍ରଭୁ କହିଲେ। |
15
|
"କିନ୍ତୁ ଏହି ଦିନଗୁଡିକରେ, ଆମ୍ଭେ ଆପଣା ମନକୁ ପରିବର୍ତ୍ତନ କରିଅଛୁ। ଆମ୍ଭେ ସ୍ଥିର କରିଛୁ ୟିରୁଶାଲମ ଓ ୟିଦୁଦାର ଲୋକଙ୍କର ମଙ୍ଗଳ କରିବା। ସେଥିପାଇଁ ଭୟ କର ନାହିଁ। |
16
|
ତୁମ୍ଭମାନେେ ଏହିସବୁ ନିଶ୍ଚଯ କରିବ, "ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ଯ କୁହ। ତୁମ୍ଭମାନେେ ତୁମ୍ଭମାନଙ୍କର ନଗରମାନଙ୍କ ରେ ସତ୍ଯତା ଏବଂ ନ୍ଯାଯପୂର୍ଣ୍ଣ ବିଗ୍ଭର କର। |
17
|
ତୁମ୍ଭର ପ୍ରତିବେଶୀର କ୍ଷତି କରିବାକୁ ତୁମ୍ଭ ହୃଦଯ ରେ କୌଣସି ମନ୍ତ୍ରଣା କର ନାହିଁ। ମିଥ୍ଯା ଶପଥ କରିବାକୁ ଭଲ ପାଅ ନାହିଁ। କାରଣ ଆମ୍ଭେ ସହେି ସବୁକୁ ଘୃଣା କରୁ।" ସଦାପ୍ରଭୁ ଏହିସବୁ କହିଲେ। |
18
|
ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି ବାର୍ତ୍ତା ମାେ ନିକଟକୁ ପଠାଇଲେ। |
19
|
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ ହବେ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହବେ। ସେଥିପାଇଁ ତୁମ୍ଭମାନେେ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ ରମେ କରିବ।" |
20
|
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ଭବିଷ୍ଯତ ରେ ଅନକେ ସହର ରେ ବାସ କରୁଥିବା ଲୋକମାନେ ଆସିବେ। |
21
|
ଗୋଟିଏ ନଗରର ଲୋକମାନେ ଆଉ ଗୋଟିଏ ନଗରକୁ ଯିବେ ଏବଂ କହିବେ, 'ଆସ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରିବା।' ଆସ ୟିବା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଉପାସନା କରିବା। 'ମୁଁ ନିଜେ ମଧ୍ଯ ଯାଉଛି।"' |
22
|
ବହୁଲୋକ ଓ ଶକ୍ତିଶାଳୀ ଗୋଷ୍ଠୀ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଅନୁସରଣ କରିବା ପାଇଁ ଏବଂ ତାଙ୍କ ଅନୁଗ୍ରହ ପାଇବା ପାଇଁ ୟିରୁଶାଲମକୁ ଆସିବେ। |
23
|
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, " ସହେି ଦିନମାନଙ୍କ ରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ଯରୁ ଦଶଜଣ ଲୋକ, ଜଣେ ୟିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, 'ତୁମ୍ଭ ସହିତ ଆମ୍ଭେ ୟିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି।"' |