Indian Language Bible Word Collections
Revelation 7:6
Revelation Chapters
Revelation 7 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Revelation Chapters
Revelation 7 Verses
1
|
ଏହି ସବୁ ଘଟିବା ପରେ ମୁଁ ପୃଥିବୀର ଚାରକୋଣ ରେ ଚାରିଜଣ ସ୍ବର୍ଗଦୂତଙ୍କୁ ଠିଆ ହବୋର ଦେଖିଲି। ସହେି ଦୂତମାନେ ପୃଥିବୀର ଚାରି ବାଯୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛ ରେ ପବନ ନ ବ ହେ। |
2
|
ତା'ପରେ ମୁଁ ଅନ୍ୟ ଜଣେ ସ୍ବର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖ ରେ ଜୀବିତ ପରମେଶ୍ବରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ବର ରେ ଚାରିଜଣ ସ୍ବର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ବର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦଇେଥିଲେ। |
3
|
ସେ ଚାରି ଦୂତଙ୍କୁ କହିଲେ, "ଆମ୍ଭମାନେେ ଆମ୍ଭର ପରମେଶ୍ବରଙ୍କର ଲୋକମାନଙ୍କର କପାଳ ରେ ମୁଦ୍ରାଙ୍କିତ ନ କରିବା ପର୍ୟ୍ଯନ୍ତ ତୁମ୍ଭମାନେେ ପୃଥବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।" |
4
|
ଏହିପରି ମୁଦ୍ରାଙ୍କିତ ହବୋ ଲୋକମାନଙ୍କର ସଂଖ୍ଯା ମୁଁ ଶୁଣିଲି। ସମାନେେ 14 4,000 ଜଣ ଥିଲେ। ସମାନେେ ଇସ୍ରାଯଲରେ ପ୍ରତି ପରିବାର ବର୍ଗ ମଧ୍ଯରୁ ଥିଲେ। |
5
|
ୟିହୁଦୀ ପରିବାରବର୍ଗରୁ 12 ,000 |
6
|
ଆଶରେ ପରିବାରବର୍ଗରୁ 12 ,000 |
7
|
ଶିମିୟୋନ ପରିବାରବର୍ଗରୁ 12 ,000 |
8
|
ସବଲୂନ୍ ପରିବାରବର୍ଗରୁ 12 ,000 |
9
|
ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠ ରେ ଏତେଲୋକ ଥିଲେ ଯେ, କହେି ସମାନଙ୍କେୁ ଗଣିପାରିବ ନାହିଁ। ସମାନେେ ପ୍ରେତ୍ୟକକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସହେି ଲୋକମାନେ ସିଂହାସନ ଓ ମଷେଶାବକଙ୍କ ସାମନା ରେ ଠିଆ ହାଇେଥିଲେ। ସମାନେେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସମାନଙ୍କେର ହାତ ରେ ଖଜୁରିବାହୁଙ୍ଗା ଥିଲା। |
10
|
ସମାନେେ ଉଚ୍ଚ ସ୍ବର ରେ ପାଟିକରି କହୁଥିଲେ, "ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ବର ଓ ମଷେଶାବକଙ୍କର।" |
11
|
ପ୍ରାଚୀନମାନେ ଓ ଚାରି ଜଣ ପ୍ରାଣୀ ସଠାେରେ ଥିଲେ। ସବୁ ଦୂତମାନେ ସମାନଙ୍କେର ଓ ସିଂହାସନର ଚାରିପାଖ ରେ ଘରେି ଠିଆ ହାଇେଥିଲେ। ସମାନେେ ସିଂହାସନ ସମ୍ମୁଖ ରେ ପ୍ରଣାମ କରି ପରମେଶ୍ବରଙ୍କ ଉପାସନା କଲେ। |
12
|
ସମାନେେ କହିଲେ, "ଆମେନ୍ ! ପ୍ରଶଂସା, ମହିମା, ଧନ୍ଯବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ବରଙ୍କର ଅଟେ। ଆମେନ୍ !" |
13
|
ତା'ପରେ ଜଣେ ପ୍ରାଚୀନ ମାେତେ କହିଲେ, "ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ ? ସମାନେେ କେଉଁଠାରୁ ଆସିଅଛନ୍ତି ?" |
14
|
ମୁଁ ଉତ୍ତର ଦଲେି, "ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ। |
15
|
ତେଣୁ ଏହି ଲୋକମାନେ ପରମେଶ୍ବରଙ୍କର ସିଂହାସନ ସମ୍ମୁଖ ରେ ଅଛନ୍ତି। ସମାନେେ ଦିନରାତି ପରମେଶ୍ବରଙ୍କର ମନ୍ଦିର ରେ ତାହାଙ୍କର ଉପାସନା କରନ୍ତି। ସିଂହାସନ ରେ ବସିଥିବା ଜଣେ ବ୍ଯକ୍ତି ସମାନଙ୍କେୁ ସୁରକ୍ଷା ପ୍ରଦାନ କରିବେ। |
16
|
ସହେି ଲୋକମାନେ ଆଉ କବେେ କ୍ଷୁଧିତ ହବେେ ନାହିଁ। ସମାନେେ କଦାପି ତୃଷାର୍ତ୍ତ ହବେେ ନାହିଁ। ସୂର୍ୟ୍ଯ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସମାନଙ୍କେୁ ଡ଼ାକିପାରିବ ନାହିଁ। |
17
|
ସିଂହାସନର ମଧିଅରେ ଥିବା ' ମଷେଶାବକ' ସମାନଙ୍କେର ମଷେପାଳକ ହବେେ। ସେ ସମାନଙ୍କେୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼ଇେ ନଇେଯିବେ। ପରମେଶ୍ବର ସମାନଙ୍କେର ଆଖିରୁ ସବୁ ଲୁହ ପୋଛି ଦବେେ। |