Indian Language Bible Word Collections
Psalms 3:5
Psalms Chapters
Psalms 3 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Psalms Chapters
Psalms 3 Verses
1
|
" ହେ ସଦାପ୍ରଭୁ, ମାରେ ବହୁତ ଶତ୍ରୁ ଅଛନ୍ତି। ବହୁତ ଲୋକ ମାେ ବିରୁଦ୍ଧରେ ଲାଗିଛନ୍ତି। |
2
|
ବହୁତ ଲୋକ ମାେ ବିରୁଦ୍ଧରେ କଥା ହେଉଛନ୍ତି। ସହେି ଲୋକମାନେ କହୁଛନ୍ତି, "ପରମେଶ୍ବର ତାକୁ ରକ୍ଷା କରିପାରିବେ ନାହିଁ।" |
3
|
କିନ୍ତୁ ହେ ସଦାପ୍ରଭୁ, ଏହା କବଳେ ତୁମ୍ଭେ ୟିଏକି ମାରେ ଢ଼ାଲ ସ୍ବରୂପ। ତୁମ୍ଭେ ମାରେ ମହିମା। ତୁମ୍ଭେ ହିଁ ମାେତେ ପ୍ରାଧାନ୍ଯ ଦଇେଛ। |
4
|
ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଏବଂ ସେ ତାଙ୍କର ପବିତ୍ର ପର୍ବତରୁ ମାେତେ ଉତ୍ତର ଦବେେ। |
5
|
ମୁଁ ଶାଇେଲି ଓ ବିଶ୍ରାମ ନଲେି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହବେି କାହିଁକି ? କାରଣ ସଦାପ୍ରଭୁ ମାେତେ ସର୍ବଦା ରକ୍ଷା କରନ୍ତି। |
6
|
ହଜାର ହଜାର ସୈନ୍ଯମାନେ ମାେ ଚାରିକଡ଼ରେ ଘରେି ରହିଲେ ସୁଦ୍ଧା ମୁଁ ସହେି ଶତ୍ରୁମାନଙ୍କୁ କବେେ ଭୟ କରିବି ନାହିଁ। |
7
|
ହେ ସଦାପ୍ରଭୁ, ତୁମ୍ଭେ ଉଠ! ହେ ପରମେଶ୍ବର ତୁମ୍ଭେ ଆସ ଓ ମାେତେ ରକ୍ଷା କର। ତୁମ୍ଭେ ଅତି ବଳଶାଳୀ ଅଟ। ୟଦି ତୁମ୍ଭେ ମାରେ ଶତ୍ରୁମାନଙ୍କ ଗାଲରେ ମାରିଥାନ୍ତ, ତୁମ୍ଭେ ସହେି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦଇେଥାନ୍ତ। |
8
|
ହେ ସଦାପ୍ରଭୁ ଶଷେରେ ତୁମ୍ଭର ହିଁ ବିଜଯ ହବେ। ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର। |