Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Books

Psalms Chapters

Psalms 126 Verses

1 ଯେତବେେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି। ଏହା ଏକ ସ୍ବପ୍ନ ତୁଲ୍ଯ ଥିଲା।
2 ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, "ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।"
3 ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ, ତହିଁରେ ଆମ୍ଭମାନେେ ଖୁସି ଅଟୁ।
4 ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର, ୟପରେି ମରୁଭୂମିରେ ଝରଣାରୁ ଜଳଷୋର୍ତ ବ ହେ।
5 ଜଣେ ଲୋକ ବିହନ ବୁଣିବା ସମଯରେ ଦୁଃଖ ପାଇଥାଏ, କିନ୍ତୁ ସେ ଅମଳ ସମଯରେ ବହୁତ ଖୁସି ହୁଏ।
6 ୟଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷତକେୁ ନଇୟୋଏ, ତଥାପି ସେ ଅମଳ ଘରକୁ ଆଣିବା ସମଯରେ ଖୁସି ହୁଏ।
×

Alert

×