Indian Language Bible Word Collections
Proverbs 9:13
Proverbs Chapters
Proverbs 9 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Proverbs Chapters
Proverbs 9 Verses
1
|
ଜ୍ଞାନ ତା'ର ଗୃହ ନିର୍ମାଣ କରିଅଛି। ସେ ତା'ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି। |
2
|
ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମଜେ ରେ ଖାଦ୍ୟ ସଜାଇ ଅଛି। |
3
|
ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡ଼ାକି କ ହେ, |
4
|
" ଯେଉଁ ଲୋକର ଅଭିଜ୍ଞତା ନାହିଁ ମାେ ପାଖକୁ ଆସୁ, ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କ ହେ।" |
5
|
ଆସ ମାରେ ଖାଦ୍ୟକୁ ଭକ୍ଷଣ କର ଏବଂ ମାରେଦ୍ରାକ୍ଷାରସ ପାନ କର। |
6
|
ଅ ବୋଧ ଲୋକମାନଙ୍କର ସାଙ୍ଗ ପରିତ୍ଯାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବଚେନାର ପଥରେ ଚାଲ।" |
7
|
ଜଣେ ୟିଏ ଗୋଟିଏ ମନୁଷ୍ଯକୁ ଭତ୍ସନା କରେ, ୟିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ। |
8
|
ନିନ୍ଦକକୁ ଅନୁ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଘୃଣା କରିବ। ଜ୍ଞାନୀକୁ ଅନୁୟୋଗ କର, ତହିଁରେ ସେ ତୁମ୍ଭକୁ ପ୍ ରମେ କରିବ। |
9
|
ଯଦି ଜ୍ଞାନୀକୁ ଉପଦେଶ ଦବେ ସେ ଆହୁରି ଜ୍ଞାନବାନ ହବେ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ଯକ୍ତିକୁ ଶିକ୍ଷା ଦବେ, ତା'ର ପାଣ୍ଡିତ୍ଯ ବୃଦ୍ଧି ପାଇବ। |
10
|
ସଦାପ୍ରଭୁ ବିଷଯକ ଭୟ ଜ୍ଞାନର ଆରମ୍ଭ ଏବଂ ପବିତ୍ର ସ୍ବରୂପଙ୍କ ବିଷଯକ ଜ୍ଞାନର ସୁବିବଚେନା ଅଟେ। |
11
|
କାରଣ ମାେଦ୍ବାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବି ହବେ। |
12
|
ଯଦି ତୁମ୍ଭେ ଜ୍ଞାନୀ ଅଟ, ତବେେ ନିଜକୁ ନିଜେ ତୁମ୍ଭେ ଲାଭବାନ ହବେ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ। |
13
|
ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ବର ରେ ନିର୍ବୋଧ ବିଷଯ ରେ କ ହେ। ସେ କିଛି ବୁଝିପା ରେ ନାହିଁ। |
14
|
ସେ ଆପଣା ଗୃହଦ୍ବାର ନିକଟରେ ଓ ନଗର ରେ ଉଚ୍ଚ ସ୍ଥାନ ରେ ଆସନ ପାରି ବସିବ। |
15
|
ଯେତବେେଳେ ଲକମାନେେ ନିଜ ନିଜ ପଥରେ ସଳଖ କରିୟା'ନ୍ତି, ସହେି ପଥିକମାନଙ୍କୁ ଡ଼ାକି କ ହେ, |
16
|
" ଯେ ଅବୋଧ ସେ ଏଠାକୁ ଆସୁ," ସେ ମୂର୍ଖ ଲୋକକୁ ଏହି କଥା କ ହେ। |
17
|
କିନ୍ତୁ ସେ କ ହେ, "ଯଦି ତୁମ୍ଭେ ଜଳ ଚୋରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଚୋରି କର, ତାହା ତୁମ୍ଭ ନିଜ ଦ୍ବାରା ପ୍ରସ୍ତୁତ ରୋଟୀଠାରୁ ସ୍ବାଦିଷ୍ଟ।" |
18
|
ସହେି ମୂର୍ଖ ଲୋକମାନେ ଜାଣନ୍ତି ନାହିଁ ଯେ ମୃତ ପ୍ ରତାେତ୍ମା ତା'ର ଗୃହ ରେ ଅଛି ବୋଲି, ଏବଂ ତା'ର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନ ରେ ଅଛନ୍ତି ବୋଲି। |