Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Books

Numbers Chapters

Numbers 25 Verses

1 ଅନନ୍ତର ଇଶ୍ରାୟେଲର ଲୋକମାନେ ଶିଟୀମ ରେ ବାସ କଲେ। ସେତବେେଳେ ସମାନେେ ମାୟୋବର କନ୍ଯାମାନଙ୍କ ପ୍ରତି ବ୍ଯଭିଚାର ପାପରେ ମାତି ରହିଲେ।
2 ସମାନଙ୍କେର ଭଣ୍ତ ଦବେତାଙ୍କୁ ବଳିଦବୋ ନିମନ୍ତେ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲେ। ସମାନେେ ବଳିଦାନ ଭୋଜନ କଲେ ଓ ସମାନଙ୍କେ ଭଣ୍ତ ଦବେତାଗଣଙ୍କୁ ପୂଜା କଲେ।
3 ଇଶ୍ରାୟେଲ ନିଜକୁ ବାଲପଯୋରଙ୍କ ସହିତ ଯୋଗ ଦଇେଥିଲେ। ଏଣୁ ସଦାପ୍ରଭୁ ଇଶ୍ରାୟେଲ ସହିତ ବହୁତ କୋରଧ କଲେ।
4 ସଦାପ୍ରଭୁ ମାଶାଙ୍କେୁ କହିଲେ, "ଲୋକମାନଙ୍କର ସମସ୍ତ ନତେୃବର୍ଗଙ୍କୁ ହତ୍ଯା କର ଏବଂ ସର୍ବସାଧାରଣ ସମ୍ମୁଖ ରେ ସମାନଙ୍କେୁ ଖରା ରେ ଟାଙ୍ଗି ଦିଅ। ତବେେ ସଦାପ୍ରଭୁଙ୍କର କୋରଧ ଇଶ୍ରାୟେଲମାନଙ୍କଠାରୁ ଦୂ ରଇେ ୟିବ।"
5 ତେଣୁ ମାଶାେ ଇଶ୍ରାୟେଲର ନତେୃବର୍ଗମାନଙ୍କୁ କହିଲେ, "ପ୍ରେତ୍ୟକକ ପରିବାର ବାଲପିୟୋର ସହିତ ଯୋଗ ଦଇେଥିବା ଲୋକମାନଙ୍କୁ ବାହାର କର ଓ ସମାନଙ୍କେୁ ହତ୍ଯା କର।"
6 ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ ଜଣେ ମାଶାଙ୍କେର ସମ୍ମୁଖ ରେ ଓ ଇଶ୍ରାୟେଲ ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତ ରେ ଜ୍ଞାତୀମାନଙ୍କ ନିକଟକୁ ଏକ ମିଦିଯମୀଯା ସ୍ତ୍ରୀ କି ଆଣିଲା। ସେତବେେଳେ ଲୋକମାନେ ସମାଗମ ତମ୍ବୁ ନିକଟରେ ବିଳାପ କରୁଥିଲେ।
7 ତେଣୁ ହାରୋଣ ଯାଜକର ପୌତ୍ର, ଇଲିଯାସରର ପୁତ୍ର ପୀନହସ ତାହା ଦେଖି ମଣ୍ତଳୀ ମଧ୍ଯରୁ ଉଠି ହାତ ରେ ଏକ ବର୍ଚ୍ଛା ନଲୋ।
8 ତା'ପରେ ସେ ତମ୍ବୁ ଭିତ ରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପଟେକୁ ବର୍ଚ୍ଛା ରେ ବିଦିର୍ଣ୍ଣ କଲା, ଫଳ ରେ ଇଶ୍ରାୟେଲ ମଧିଅରେ ମହାମାରୀ ବନ୍ଦ ହାଇେ ଗଲା।
9 ତଥାପି ଏହି ମହାମାରୀ ରେ 24 ,000 ଲୋକ ମରିଥିଲେ।
10 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
11 "ପୀନହସ ଯାଜକ ହାରୋଣର ନାତି ଏବଂ ଇଲିଯାସରର ପୁତ୍ର ଇଶ୍ରାୟେଲର ଲୋକମାନଙ୍କ ଉପରେ କୋର୍ଧ ଦଖାଇବୋ ପାଇଁ ମାେତେ ଅଟକାଇଲେ। ମାେତେ କୋରଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ ସେଥି ରେ ବ୍ଯତିବ୍ଯସ୍ତ ହାଇଗେଲେ। ତେଣୁ ମୁଁ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ହତ୍ଯା କଲି ନାହିଁ।
12 ପୀନହସଙ୍କୁ କୁହ ଯେ, ମୁଁ ତାଙ୍କ ନିକଟରେ ବିଶଷେ ପ୍ରତିଜ୍ଞା କରୁଛି।
13 ତହୁଁ ତାପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ବର ନିଯମ ରହିବ। କାରଣ ସେ ଆପଣା ପରମେଶ୍ବରଙ୍କ ପକ୍ଷ ରେ କୋର୍ଧଭାବ ପ୍ରକାଶ କଲା ଓ ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ପ୍ରାଯଶ୍ଚିତ କଲା।"
14 ଇଶ୍ରାୟେଲର ଯେଉଁ ପୁରୁଷ ମିଦିଯନୀଯ ସ୍ତ୍ରୀ ସହିତ ନିହିତ ହାଇେଥିଲା, ତାହାର ନାମ ସିମ୍ରି ଓ ସେ ସାଲୂର ପୁତ୍ର ଏବଂଶିମିଯୋନ ପରିବାରବର୍ଗର ନତେୃବର୍ଗ ଥିଲେ।
15 ପୁଣି ସହେି ମିଦିଯନୀଯା ସ୍ତ୍ରୀଲୋକ ୟିଏ ଇଶ୍ରାୟେଲ ପୁତ୍ର କସବୀ ସହିତ ହତ ହାଇେଥିଲା। ସେ ସୂରର କନ୍ଯା ଥିଲା। ସୂର ମିଦିଯନୀଯ ପରିବାରବର୍ଗର ଏକ ମୁଖ୍ଯ ଥିଲା।
16 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
17 "ମିଦିଯନୀଯ ଲୋକମାନେ ତୁମ୍ଭର ଶତୃ ତୁମ୍ଭେ ସମାନଙ୍କେୁ ବଧ କର।
18 ସମାନେେ ପିୟୋର ରେ ତୁମ୍ଭକୁ ଠକି ଦେଲେ। ସମାନେେ ମିଦିଯନୀଯ ନେତାର କନ୍ଯା କସବୀ ସହିତ ତୁମ୍ଭକୁ ଠକି ଦଇେଛନ୍ତି। ସହେି ସ୍ତ୍ରୀ ଲୋକଟି ମହାମାରୀ ରେ ନହିତ ହେଲା। ଯାହା ଶିଯୋର ରେ ଘଟିଥିଲା, ତାହା ମହାମାରୀର କାରଣ ଥିଲା।"
×

Alert

×