Indian Language Bible Word Collections
Numbers 1:23
Numbers Chapters
Numbers 1 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Numbers Chapters
Numbers 1 Verses
1
|
ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ପ୍ରଥମ ଦିନ ରେ ଇଶ୍ରାୟେଲର ଲୋକମାନେ ମିଶର ଛାଡିଲାପରେ, ସଦାପ୍ରଭୁ ସୀନଯ ମରୁଭୂମିରେ ସମାଗମ ତମ୍ବୁ ମଧିଅରେ ମଶାଙ୍କେୁ କହିଲେ, |
2
|
"ତୁମ୍ଭମାନେେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରେତ୍ୟକକ ପୁରୁଷ ଲୋକର ନାମ ତାଲିକା କର। |
3
|
ଯେଉଁ ମାନେ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସହେି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ୟିଏ କି ସୈନ୍ଯମାନଙ୍କ ସହିତ ୟାଇ ପାରିବେ। ତୁମ୍ଭେ ଓ ହାରୋଣ ସମାନଙ୍କେର ବିଭାଗ ଅନୁସାରେ ସମାନଙ୍କେୁ ତାଲିକାଭୁକ୍ତ କର। |
4
|
ପ୍ରେତ୍ୟକକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହବେ। |
5
|
ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହବେ, ସମାନଙ୍କେର ନାମ ଏହି; |
6
|
ଶିମିଯୋନ ପରିବାରବର୍ଗର, ସୂରୀଶବ୍ଦଯର ପୁତ୍ର ଶଲୁମୀଯଲେ। |
7
|
ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନ ହଶାେନ। |
8
|
ଇଷାଖର ପରିବାରବର୍ଗର, ସୂଯାରର ପୁତ୍ର ନଥନଲେ। |
9
|
ସବୁଲୂନ ପରିବାରବର୍ଗର, ହେଲାନର ପୁତ୍ର ଇଲୀଯାବ। |
10
|
ଇଫ୍ରଯିମ ଗୋ୍ଟିର, ଅମ୍ମୀହୂଦର ପୁତ୍ର ଇଲୀଶାମା। |
11
|
ବିଦ୍ଯାମୀନ ପରିବାରବର୍ଗର, ଗିବିୟୋନର ପୁତ୍ର ଅବୀଦାନଣ। |
12
|
ଦାନ ପରିବାରବର୍ଗର ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେର। |
13
|
ଆଶର ପରିବାରବର୍ଗର, ଆକ୍ରଣର ପୁତ୍ର ପଗୀଯଲେ। |
14
|
ଗାଦ ପରିବାରବର୍ଗର, ଦ୍ଯୁଯଲରେ ପୁତ୍ର ଇଲୀଯାସଫ। |
15
|
ନପ୍ତାଲୀ ପରିବାରବର୍ଗର, ଐନରର ପୁତ୍ର ଅହୀର।" |
16
|
ଏମାନେ ହେଉଛନ୍ତି ସହେି ଲୋକ ସମାଜ ମଧ୍ଯରୁ ବଛା ୟାଇଛନ୍ତି। ସମାନେେ ସମାନଙ୍କେର ପିତାଙ୍କର ପରିବାରବର୍ଗର ନେତା ଆଉ ଇଶ୍ରାଯଲର ବିଭାଗର ନେତା ଥିଲେ। |
17
|
ଆଉ ଯେଉଁ ମାନେ ବଛା ୟାଇଥିଲେ, ମାଶାେ ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ। |
18
|
ମାଶାେ ଓ ହାରୋଣ ଦ୍ବିତୀୟ ମାସର ପ୍ରଥମ ଦିନ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କଲେ ଏବଂ ସମାନଙ୍କେର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଲେଖିଲେ। |
19
|
ଏହିରୂପେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସୀନଯର ମରୂଭୂମିରେ ସମାନଙ୍କେୁ ଗଣନା କଲେ। |
20
|
ରୂବନ୍େ ବଂଶଧର ଇଶ୍ରାୟେଲଙ୍କର ପ୍ରଥମ ଜାତ ସମାନଙ୍କେର କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଓ ସଂଖ୍ଯାଅନୁସାରେ ସୈନ୍ଯବାହୀନି ରେ ୟୋଗ ଦବୋ ପାଇଁ ଯୋଗ୍ଯ ତାଲିକା ଭୁକ୍ତକରାଗଲା। |
21
|
ରୁବନେ ଗୋ୍ଟିର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା46,500 |
22
|
ଶିମିୟୋନ ବଂଶର ସମାମେନଙ୍କର ପିତୃଗୃହ, ନାମ ଏବଂ ସଂଖ୍ଯା କୋଡିଏ ବର୍ଷ ଓ ତହିଁରୁ ଅଧିକ ପୁରୁଷ ସୈନ୍ଯ ବିଭାଗ ରେ ଦାଖଲ ହବୋକୁ ଯୋଗ୍ଯ। |
23
|
ଶିମିୟୋନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା59,300 |
24
|
ଗାଦର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା। |
25
|
ଗାଦ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା45,650 |
26
|
ଯିହୁଦା ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତକରାଗଲା। |
27
|
ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା74,600 |
28
|
ଇଷାଖର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ |
29
|
ଇଷାଖର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା54,400 |
30
|
ସବୂଲୂନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା। |
31
|
ସବୂଲୂନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା57,400 |
32
|
ଇଫ୍ରଯିମଙ୍କର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା। |
33
|
ଇଫ୍ରିଯିମ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା40,500 |
34
|
ମନଃଶି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା। |
35
|
ମନଃଶି ଗୋଷ୍ଠୀର ପୁରୁଷ ଲୋକନଙ୍କର ମାଟେ ସଂଖ୍ଯା32,200 |
36
|
ବିନ୍ଯାମୀନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା। |
37
|
ବିଦ୍ଯାମୀନ ଗୋ୍ଟୀର ପୁରୁଷ ଲୋକମାନଙ୍କର ମାଟେ ସଂଖ୍ଯା35,400 |
38
|
ଦାନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା। |
39
|
ଦାନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା62,700 |
40
|
ଆଶରେ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା। |
41
|
ଆଶରେ ଗୋଷ୍ଠୀର ପୁରୁଷ ଲୋକ ମାନଙ୍କ ମାଟେ ସଂଖ୍ଯା41,500 |
42
|
ନପ୍ତାଲି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା। |
43
|
ନପ୍ତାଲି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା53,400 |
44
|
ମାଶାେ, ହାରୋଣ ଓ ଇଶ୍ରାୟେଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରେତ୍ୟକକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସମାନଙ୍କେୁ ଗଣନା କଲେ। |
45
|
ଏହିରୂପେ ଇଶ୍ରାୟେଲର ସମସ୍ତ ଲୋକ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସନ୍ତାନଗଣ ପିତୃଗୃହ ଅନୁସାରେ ଇଶ୍ରାୟେଲ ମଧ୍ଯରୁ ୟୁଦ୍ଧକୁ ୟିବା ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା। |
46
|
ଗଣନା ଅନୁସାରେ ସମସ୍ତ ମନୁଷ୍ଯଙ୍କ ସଂଖ୍ଯା6,03,550 ହୋଲା। |
47
|
ମାତ୍ର ଲବେୀୟ-ମାନେ ସମାନଙ୍କେର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାୟାଇ ନ ଥିଲେ। |
48
|
କାରଣ ସଦାପ୍ରଭୁ ମାଶାଙ୍କେୁ କହିଥିଲେ। |
49
|
" ଲବେୀୟମାନଙ୍କୁ ଇଶ୍ରାୟେଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ। |
50
|
ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ଯ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା' ଉପରେ ଲବେୀୟମାନଙ୍କୁ ନିୟୁକ୍ତି କରିବ; ସମାନେେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ଯ ବୋହିବେ ଓ ସମାନେେ ତହିଁର ସବୋ କରିବେ ଓ ତମ୍ବୁର ଚାରିଆଡେ ଛାଉଣୀ କରି ରହିବେ। |
51
|
ଯେତବେେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାୟିବ, ଲବେୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣିଥରେ ସ୍ଥାପନ କରିବା ଉଚିତ୍। ଲବେୀୟ ବ୍ଯତୀତ, ଅନ୍ୟ ଯେକହେି ସଠାେକୁ ୟାଏ, ତାକୁ ହତ୍ଯା କରାୟିବ। |
52
|
ଇଶ୍ରାୟେଲୀୟ ଲୋକମାନେ ସମାନଙ୍କେର ଶିବିର ଅଲଗା ଅଲଗା ଦଳ ରେ ବିଭକ୍ତ କଲେ। ପ୍ରେତ୍ୟକକର ନିଜ ଧ୍ବଜା ରହିବା ଉଚିତ୍। |
53
|
କିନ୍ତୁ ଲବେୀୟମାନେ ନିଯମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେଓ ସମାନେେ ନିଯମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ବରଙ୍କର କୋରଧ, ଇଶ୍ରାୟେଲର ଲୋକମାନଙ୍କ ଉପରେ ବ୍ଯାପିବ ନାହିଁ।" |
54
|
ସଦାପ୍ରଭୁ ମାଶାଙ୍କେୁ ଯେଉଁସବୁ ଆଜ୍ଞା ଦଇେଥିଲେ, ଇଶ୍ରାୟେଲୀୟ ମାନେ ସହେିରୂପେ ମାନି କାର୍ୟ୍ଯ କଲେ। |