Indian Language Bible Word Collections
Nehemiah 6:7
Nehemiah Chapters
Nehemiah 6 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Nehemiah Chapters
Nehemiah 6 Verses
1
|
ଏହାପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀଯ ଗେଶମ ଓ ଆମ୍ଭମାନଙ୍କ ଶତୃମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀର ରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ। |
2
|
ସେତବେେଳେ ସନ୍ବଲ୍ଲଟ ଓ ଗେଶମ ମାେ ନିକଟକୁ ଲୋକ ପଠାଇ କହିଲେ, "ଆସ ଆମ୍ଭମାନେେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମ ରେ ସାକ୍ଷାତ କରିବା।" ମାତ୍ର ସମାନେେ ମାରେ ହିଂସା କରିବାକୁ ବିଗ୍ଭର କରିଥିଲେ। |
3
|
ଏଥି ରେ ମୁଁ ସମାନଙ୍କେ ନିକଟକୁ ଦୂତଗଣ ପଠାଇ କହିଲି, "ମୁଁ ଏକ ଗୁରୁତ୍ବପୂର୍ଣ୍ଣ କର୍ମ କରୁଅଛି। ଏଥିପାଇଁ ମୁଁ ଆସି ପାରିବି ନାହିଁ। ତୁମ୍ଭ ପାଖକୁ ଆସିବାକୁ ଓ ସାକ୍ଷାତ କରିବାକୁ ମୁଁ ସହେି କାର୍ୟ୍ଯ ବନ୍ଦ କରିପାରିବି ନାହିଁ।" |
4
|
ସମାନେେ ସହେି ସମବାର୍ତ୍ତା ମାେ ପାଖକୁ ଗ୍ଭରିଥର ପଠାଇଲେ। ମୁଁ ସମାନଙ୍କେୁ ସହେି ପ୍ରକାର ଉତ୍ତର ଦଲେି। |
5
|
ଏହାପରେ ସନ୍ବଲ୍ଲଟ୍ ଆପଣା ଦାସ ହାତ ରେ ଖଣ୍ଡେ ଚିଠିଦଇେ ପଞ୍ଚମ ଥର ସହେି ସମବାର୍ତ୍ତା ପଠାଇଲା। |
6
|
ସେଥି ରେ ଏହିପରି ଲଖାେ ୟାଇଥିଲା, " ଗୋଷ୍ଠୀଯମାନଙ୍କ ମଧିଅରେ ଏହି ଜନରବ ହାଇେଅଛି। ମଧ୍ଯ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ୟିହୁଦୀଯମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସମାନଙ୍କେର ରାଜା ହବୋକୁ ଇଚ୍ଛା କରୁଅଛ। |
7
|
'ଯିହୁଦା ରେ ଏକ ରାଜା ଅଛନ୍ତି!' ବୋଲି ଆପଣା ବିଷଯ ୟିରୁଶାଲମ ରେ ଘାଷେଣା କରିବା ପାଇଁ ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କୁ ନିୟୁକ୍ତି କରିଅଛ। |
8
|
ତେଣୁ ମୁଁ ତାହା ନିକଟକୁ କହି ପଠାଇଲି, "ତୁମ୍ଭେ ଯାହା କରୁଅଛ, ସପରେି କୌଣସି କାର୍ୟ୍ଯ କରାଯାଉ ନାହିଁ, ତୁମ୍ଭେ କବଳେ ଆପଣା ମନରୁ ତାହାସବୁ କଳ୍ପନା କରୁଅଛ।" |
9
|
ଏହି ଚିନ୍ତାକରି ସମାନେେ ଆମ୍ଭକୁ ଭୟଭୀତ କଲେ, ସମାନଙ୍କେ ହସ୍ତ ଦୁର୍ବଳ ହବେ ଓ "ପ୍ରାଚୀର କାର୍ୟ୍ଯ ଶଷେ ହବେ ନାହିଁ।" |
10
|
ଦିନେ ମୁଁ ମ ହଟେବଲରେ ପୁତ୍ର ଦଲାଯ, ଦଲାଯର ପୁତ୍ର ଶମଯିଯ ନିକଟକୁ ଗଲି। ମାତ୍ର ତାକୁ ତା'ର ଗୃହ ରେ ବନ୍ଦ କରାୟାଇ ଥିଲା। ମୁଁ ତାହା ଗୃହକୁ ଗଲି ସେ କହିଲା, |
11
|
କିନ୍ତୁ ଶମଯିଯଙ୍କୁ କହିଲି, "ମାେ ପରି ଲୋକ କ'ଣ ଦୌଡି ପଳାଇବ? ମାେ ପରି ଲୋକ ପ୍ରାଣ ବଞ୍ଚାଇବ ପାଇଁ ଯେ ମନ୍ଦିର ଭିତରକୁ ୟିବା ଉଚିତ୍ କି? ତେଣୁ ମୁଁ ପବିତ୍ର ମନ୍ଦିର ଭିତରକୁ ୟିବି ନାହିଁ।" |
12
|
ମାତ୍ର ମୁଁ ଜାଣିଲି ଶମଯିଯଙ୍କୁ ପରମେଶ୍ବର ପଠାଇ ନ ଥିଲେ। ତଥାପି ସେ ମାେ' ପ୍ରତି କୂଳ ରେ ଏହି ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲା। ଆଉ ଟୋବିୟ ଓ ସନ୍ବଲ୍ଲଟ କାହାକୁ ବତନେ ଦଇେଥିଲ। |
13
|
ଏହି ଉଦ୍ଦେଶ୍ଯ ପାଇଁ ତାକୁ ଭଡା ରେ ଅଣା ୟାଇଥିଲା, ଯାହା ଫଳ ରେ ମୁଁ ଭୟ ରେ ଏହା କରି ପାପ କରିବି ଏବଂ ତାପରେ ସମାନେେ ମାରେ ନାମକୁ ଦୁର୍ନାମ କରିବା ପାଇଁ ଓ ପରିହାସ କରିବା ପାଇଁ କାରଣ ପାଇବେ। |
14
|
ହେ ପରମେଶ୍ବର, ଟୋବିୟ ଓ ସନ୍ବଲ୍ଲଟର ଯାହା କରିଛନ୍ତି ମନେ ପକାଅ, ନାରୀ ଭବିଷ୍ଯଦ୍ବକ୍ତା ନୋଯଦିଯା ସହିତ ଅନ୍ୟ ଯାଜକମାନେ ମାେତେ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲେ। |
15
|
ତେଣୁ 52 ଦିନ ମଧିଅରେ ଇଲୂଲ୍ ମାସର ପଞ୍ଚବିଂଶ ଦିନ ରେ ପ୍ରାଚୀର ସମାପ୍ତ ହେଲା। |
16
|
ପୁଣି ଆମ୍ଭମାନଙ୍କର ଶତୃ ସମସ୍ତେ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀଯ ସମସ୍ତେ ଏହା ଶୁଣି ଭୟ କଲେ ଓ ସମାନଙ୍କେର ବିଶ୍ବାସ ହରାଇଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ବରଙ୍କ ସାହାୟ୍ଯ ରେ ହେଲା, ଏହା ସମାନେେ ବୁଝିଲେ। |
17
|
ଆହୁରି ସହେି ସମୟରେ ଯିହୁଦାର କୁଳିନମାନେ ଟୋବିୟ ନିକଟକୁ ଅନକେ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସମାନଙ୍କେ ନିକଟକୁ ଆସିଲା। |
18
|
କାରଣ ସେ ଆରାଃର ପୁତ୍ର ଶଖନିଯର ଜ୍ବାଇଁ ହବୋରୁ ଓ ତାହାର ପୁତ୍ର ଯିହାହୋନନ୍ ବରେିଖିଯର ପୁତ୍ର ମଶୁଲ୍ଲମର କନ୍ଯାକୁ ବିବାହ କରିଥିବାରୁ ଯିହୁଦାର ଅନକେ ଲୋକ ତା ନିକଟରେ ଶପଥ କରିଥିଲେ। |
19
|
ସମାନେେ ମାେତେ ତା'ର ଉତ୍ତମ କାର୍ୟ୍ଯ ବିଷଯ ରେ କହିଲେ ଓ ମାେ କଥା ତାଙ୍କୁ ସବୁ ଜଣାଇଲେ। ଆଉ ମାେତେ ଭୟଗ୍ରସ୍ଥ କରିବା ପାଇଁ ଟୋବିୟ ନାନାପତ୍ର ପଠାଇଲା। |