Indian Language Bible Word Collections
Nahum 2:3
Nahum Chapters
Nahum 2 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Nahum Chapters
Nahum 2 Verses
1
|
କହେି ଜଣେ ତୁମ୍ଭମାନଙ୍କୁ ଛିନ୍ନଛତ୍ର କରିବାକୁ ଆସୁଛି। ତେଣୁ ତୁମ୍ଭ ସୁଦୃଢ ସ୍ଥାନଗୁଡିକୁ ଜଗ। ରାସ୍ତାଗୁଡିକ ଉପ ରେ ଦୃଷ୍ଟି ରଖ। ୟୁଦ୍ଧ ପାଇଁ ସଜ ହୁଅ ଏବଂ ନିଜର ପାରୁ ପର୍ୟ୍ଯନ୍ତ ନିଜକୁ ସଜାଗ ରଖ। |
2
|
ସଦାପ୍ରଭୁ ଯାକୁବର ଶାେଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି, ଯାହାକି ଇଶ୍ରାୟେଲର ଶାେଭା ସଦୃଶ। ଶତୃ ସମାନଙ୍କେୁ ଧ୍ବଂସ କଲେ ଓ ସମାନଙ୍କେର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ। |
3
|
ସହେି ସୈନ୍ଯମାନଙ୍କର ମାହେରଗୁଡିକ ଲାଲ। ସମାନଙ୍କେର ପୋଷାକ ଅତି ଲାଲ। ସମାନଙ୍କେର ରଥଗୁଡିକ ୟୁଦ୍ଧ ପାଇଁ ଧାଡି ରେ ପ୍ରସ୍ତୁତ ହାଇେ ରହିଛି, ସଗେୁଡିକ ଅଗ୍ନିଶିଖା ପରି ଉଜ୍ଜ୍ବଳ ଦଖାେ ଯାଉଛି। ସମାନଙ୍କେର ବର୍ଚ୍ଛାସବୁ ଉେତ୍ତାଳିତ। |
4
|
ଅଶ୍ବଗ୍ଭଳିତ ରଥଗୁଡିକ ରାସ୍ତା ରେ ଧାଉଁଛନ୍ତି। ସମାନେେ ଖାେଲାଛକରେ ଏଣତେଣେେ ଭିଡ କରୁଛନ୍ତି। ସଗେୁଡିକ ମଶାଲପରି ଓ ବିଜୁଳି ପରି ଦଖାଯାେଉଛି। |
5
|
ସେ ତାଙ୍କର ଅଧିକାରୀମାନଙ୍କୁ ଆଦେଶ ଦିଅନ୍ତି। ଯେତବେେଳେ ସମାନେେ ଆଗକୁ ଗତି କରନ୍ତି, ସମାନେେ ଝୁଣ୍ଟି ପଡନ୍ତି। ସମାନେେ କାନ୍ଥ ନିକଟକୁ ୟାଆନ୍ତି ଏବଂ ସମାନଙ୍କେର ଢାଲଗୁଡିକ ଠିକ୍ କରନ୍ତି। |
6
|
ନଦୀର ଫାଟକଗୁଡିକ ଖାେଲା ଅଛି ଏବଂ ରାଜପ୍ରାସାଦ ଭାସି ଯାଉଛି, |
7
|
ରାଣୀ ଶତୃମାନଙ୍କ ଦ୍ବାରା ଧରା ପଡିଛନ୍ତି ଓ ଦୂରକୁ ନିଆ ହାଇେଛନ୍ତି। ଏବଂ ତାଙ୍କର ଦାସୀମାନେ ଦୁଃଖ ରେ କପୋତ ପରି କ୍ରନ୍ଦନ କରୁଛନ୍ତି। ସମାନେେ ସମାନଙ୍କେର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି। |
8
|
ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି। ଲୋକମାନେ, "ଦୌଡୁଛନ୍ତି ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି!" କିନ୍ତୁ କହେି ମଧ୍ଯ ସମାନଙ୍କେର କ୍ରନ୍ଦନକୁ ଧ୍ଯାନ ଦେଉ ନାହାନ୍ତି। |
9
|
ତାଙ୍କ ପାଖ ରେ ବହୁ ଧନସମ୍ପତ୍ତି ନବୋକୁ ଅଛି। ତାଙ୍କର ରୂପା ଓ ସୁନା ନିଅ। |
10
|
ବର୍ତ୍ତମାନ ନୀନିବୀ ଶୂନ୍ଯ ହାଇେ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇେଛି। ଲୋକମାନେ ସମାନଙ୍କେର ସାହସ ହରାଇଛନ୍ତି। ସମାନଙ୍କେର ହୃଦଯ ଭୟ ରେ ବିଚଳିତ। ସମାନଙ୍କେର ଆଣ୍ଠୁ ଓ ଶରୀର ଥରୁଛି। ସମାନଙ୍କେର ମୁଖମଣ୍ତଳ ଭୟ ରେ ମଳିନ ହାଇୟୋଇଛି। |
11
|
ସହେି ସିଂହଗୁମ୍ଫା ନୀନିବୀ କେଉଁଠି? ସିଂହ ଏବଂ ସିଂହୀ ସଠାେ ରେ ବାସ କରୁଥିଲେ। ସମାନଙ୍କେର ସିଂହ ଶାବକଗୁଡିକୁ ସଠାେ ରେ ଖାଉଥିଲେ ଏବଂ ଭୟଭୀତ ନଥିଲେ। |
12
|
ସିଂହ ନୀନିବୀର ରାଜା ତା'ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା ଏବଂ ସିଂହୀ ପାଇଁ ଶିକାର କଲା। ସେ ତା'ର ନୀନିବୀ ଗୁମ୍ଫାକୁ ଶିକାର ରେ ପରିପୂର୍ଣ୍ଣ କଲା! ସେ ତା'ର ଗୁମ୍ଫାକୁ ମାଂସ ରେ ପୂର୍ଣ୍ଣ କଲା। |
13
|
ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ବର କୁହନ୍ତି, "ନୀନିବୀ ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଅଛୁ। ଆମ୍ଭେ ତୁମ୍ଭର ରଥକୁ ଜାଳିଦବୋ ଓ ତୁମ୍ଭର 'ୟୁବକ ସିଂହମାନଙ୍କୁ' ଖଣ୍ତା ରେ ହତ୍ଯା କରିବା। ଆମ୍ଭେ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ ଲୋପ କରିଦବୋ। ଲୋକମାନେ ଆଉ କବେେ ମନ୍ଦ ଖବର ତୁମ୍ଭ ଦୂତଠାରୁ ଶୁଣିବେ ନାହିଁ।" |