Indian Language Bible Word Collections
Matthew 3:2
Matthew Chapters
Matthew 3 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Matthew Chapters
Matthew 3 Verses
1
|
ସହେି ସମୟରେ ବାପ୍ତିଜକ ଯୋହନ ଆସି ୟିହୂଦା ପ୍ରଦେଶର ପ୍ରାନ୍ତର ମଧିଅରେ ଘାଷେଣା କରି କହିବାକୁ ଲାଗିଲେ |
2
|
ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗ ରାଜ୍ଯ ଶୀଘ୍ର ଆସୁଅଛି।" |
3
|
ସହେି ଯୋହନଙ୍କ ବଷୟ ରେ ଭବିଷ୍ଯଦ୍ବକ୍ତା ୟିଶାଇୟ କହୁଥିଲେ,"ପ୍ରାନ୍ତର ରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ବର। 'ପ୍ରଭୁଙ୍କର ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର।" ୟିଶାଇୟ |
5
|
ସେ ସମୟରେ ୟିରୂଶାଲମ,ସମଗ୍ର ୟିହୂଦା ରାଜ୍ଯ ଓ ୟର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳ ରେ ଥିବା ଲୋକେ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ। |
6
|
ସମାନେେ ନିଜ ନିଜ ପାପ ସ୍ବୀକାର କଲେ। ଯୋହନ ୟର୍ଦ୍ଦନ ନଦୀ ରେ ସମାନଙ୍କେ ବାପ୍ତିସ୍ମ ଦେଲେ। |
7
|
ଅନକେ ଫାରୂଶୀ ଓ ସାଦ୍ଦୂକୀ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସମାନଙ୍କେୁ ଦେଖି ଯୋହନ କହିଲେ, " ହେ କାଳସର୍ପ ଗଣା ତୁମ୍ଭେ ପ୍ରଭୁଙ୍କ ଆଗାମୀ କୋର୍ଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚତାବେନୀ ଦଲୋ? |
8
|
ତୁମ୍ଭକୁ ନିଜର କାର୍ୟ୍ଯ ଦ୍ବାରା ପ୍ରକାଶ କରିବାକୁ ହବେ ଯେ, ତୁମ୍ଭେ ବାସ୍ତବ ରେ ମନପରିର୍ତ୍ତନ କରିଛ। |
9
|
ତୁମ୍ଭମାନେେ ନିଜକୁ ଅବ୍ରାହାମ ସନ୍ତାନ ବୋଲି କହି ଦେଲେ ଯେ ୟଥେଷ୍ଟ ହାଇଗେଲା, ସେ କଥା କବେେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରିବେ। |
10
|
ଗଛର ମୂଳ ଉପରେ କୁରାଢି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାଁନ୍ତି, ସଗେୁଡିକୁ କାଟି ନିଆଁ ରେ ପକଇେ ଦିଆୟିବ। |
11
|
"ତୁମ୍ଭମାନେେ ମନପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳ ରେ ବାପ୍ତିସ୍ମ ଦେଉଛି, କିନ୍ତୁ ମାେ ପରେ ଯେ ଆସୁଛନ୍ତି, ସେ ମାେ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତାବୋହି ନବୋକୁ ମଧ୍ଯ ୟୋଗ୍ଯ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନି ରେ ବାପ୍ତିସ୍ମ ଦବେେ। |
12
|
ତାହାଙ୍କ ହାତ ରେ କୁଲା ଅଛି। ସେଥି ରେ ସେ ଶସ୍ଯ ସବୁରୁ ଅଗାଡି ତକ ଅଲଗା କରି ଦବେେ। ସେ ତାହାଙ୍କ ଖଳାରୁ ପରିଷ୍କାର ହାଇେଥିବା ଶସ୍ଯତକ ଏକାଠି କରିନଇେ ଅମାର ଭତ ରେ ରଖି ଦବେେ ଓ ଅଗାଡି, କାଠ-କୁଟାତକ ନିଆଁ ରେ ପକଇେ ଦବେେ। ସେ ନିଆଁ କବେେ ହେଲେ ଲିଭିବ ନାହିଁ।" |
13
|
ସହେି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନବୋପାଇଁ ଯୀଶୁ ଗାଲିଲୀରୁ ୟର୍ଦ୍ଦନ ନଦୀ କୂଳକୁ ଆସିଲେ। |
14
|
କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠା ରେ ନବୋ ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, " ମାରେ ତୁମ୍ଭଠାରୁ ବାପ୍ତସ୍ମ ନବୋ ଦରକାର। ତୁମ୍ଭେ ମାେ ପାଖକୁ କାହିଁକି ଆସିଛ?" |
15
|
ଉତ୍ତର ରେ ଯୀଶୁ ତାହାଙ୍କୁ କହିଲେ, "ବହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ, ଯାହା ଉତ୍ତମ ଅଟେ।" ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦବୋପାଇଁ ରାଜି ହେଲେ। |
16
|
ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ ରେ ଆକାଶ ଖାଲିଗେଲା, ଏବଂ ସେ ପରମେଶ୍ବରଙ୍କ ଆତ୍ମାକୁ ଗୋଟିଏ କପୋତ ରୁପରେ ତଳକୁ ଓହ୍ଲଇେ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ। |
17
|
ସେତବେେଳେ ଆକାଶରୁ ଏହି ବାଣୀ ହେଲା: "ଏ ମାରେ ପ୍ରୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ ରମେ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।" |