Indian Language Bible Word Collections
Lamentations 3:40
Lamentations Chapters
Lamentations 3 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Lamentations Chapters
Lamentations 3 Verses
1
|
ମୁଁ ସହେି ମନୁଷ୍ଯ, ଯେ କି ସଦାପ୍ରଭୁଙ୍କ କୋରଧରୂପ ପାଞ୍ଚଣ ଦ୍ବାରା ପ୍ରହୃତ ହାଇେଥିବା କ୍ଲେଶ ଦେଖିଅଛି। |
2
|
ସଦାପ୍ରଭୁ ମାେତେ ଆଲୋକରେ ନୁହେଁ, ଅନ୍ଧକାର ମଧିଅରେ ଚଳାଇ ଅଛନ୍ତି। |
3
|
ସଦାପ୍ରଭୁ ଦିନସାରା ମାେ ବିରୁଦ୍ଧ ରେ ଆପଣା ହସ୍ତ ପୁନଃ ପୁନଃ ଫରୋଇ ଅଛନ୍ତି। |
4
|
ମାରେମାଂସ ଓ ଚର୍ମକୁ ସେ ଶକ୍ତିହୀନ କରିଅଛନ୍ତି ଓ ସେ ମାରେ ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି। |
5
|
ସଦାପ୍ରଭୁ ମାରେ ଚତୁର୍ଦ୍ଦିଗ ରେ ତିକ୍ତତା ଓ କ୍ଲେଶ ଭରି ଦଇେଅଛନ୍ତି। |
6
|
ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନ ରେ ବାସ କରାଇ ଅଛନ୍ତି। |
7
|
ସଦାପ୍ରଭୁ ମାେତେ ଭାରି ଶୃଙ୍ଖଳ ରେ ବାନ୍ଧି ଭିତ ରେ ଅବରୁଦ୍ଧ କରିଅଛନ୍ତି, ଫଳ ରେ ମୁଁ ବାହାରି ୟାଇପାରିବି ନାହିଁ। |
8
|
ଏପରି କି ମୁଁ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମାେ ପ୍ରାର୍ଥନା ଶୁଣି ନାହାଁନ୍ତି। |
9
|
ସେ ପଥରଦ୍ବାରା ମାରେ ପଥ ଅବରୋଧ କରିଅଛନ୍ତି ଓ ମାରେ ପଥକୁ ଜଟିଳ କରିଅଛନ୍ତି। |
10
|
ସଦାପ୍ରଭୁ ମାେ' ପ୍ରତି ଗୋଟିଏ ଭାଲୁ ସଦୃଶ, ୟିଏ ସତର୍କ ରେ ୟାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁ ହେ, ସହେିପରି ଗୋଟିଏ ସିଂହ ସଦୃଶ ଅଟନ୍ତି। |
11
|
ସେ ମାରେ ପଥରୁ ମାେତେ ଟାଣି ନଇେ ଖଣ୍ଡ ଖଣ୍ଡ କରିଅଛନ୍ତି ଓ ମାେତେ ଅନାଥ କରିଅଛନ୍ତି। |
12
|
ସେ ତାଙ୍କର ଧନୁ ରେ ଗୁଣ ଦଇେ ମାେ' ପ୍ରତି ତାଙ୍କର ତୀରକୁ ଲକ୍ଷ୍ଯ କରିଅଛନ୍ତି। |
13
|
ସେ ମାରେ ଅନ୍ତର ମଧ୍ଯକୁ ଶର ନିକ୍ଷପେ କରିଅଛନ୍ତି। |
14
|
ମୁଁ ମାେ ନିଜ ଲୋକମାନଙ୍କର ଉପହାସର ପାତ୍ର ଓ ଦିନସାରା ତାତ୍ସଲ୍ଯ ସଂଗୀତର ଏକ ଉତ୍ସ ହାଇେଅଛି। |
15
|
ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି। |
16
|
ସଦାପ୍ରଭୁ ମାରେ ଦାନ୍ତସବୁ ପଥର ରେ ଭାଙ୍ଗିଛନ୍ତି ଏବଂ ଧୂଳି ରେ ମାେତେ ପଦାଘାତ କରିଅଛନ୍ତି। |
17
|
ମୁଁ ଆଉ କବେେ ଶାନ୍ତି ପାଇବି ନାହିଁ। ଉତ୍ତମବସ୍ତୁ ସବୁ ମୁଁ ଭୁଲି ୟାଇଛି। |
18
|
ଏଣୁ ମୁଁ କହିଲି, "ସଦାପ୍ରଭୁଙ୍କର ସାହାୟ୍ଯ ମୁଁ ଆଉ ପାଇବି ଏ ଆଶା ମାରେନାହିଁ।" |
19
|
ହେ ସଦାପ୍ରଭୁ, ମାରେ ଦୁଃଖ, ଦୁର୍ଗତି ସ୍ମରଣ କର। ତାହା ନାଗଦଅଣା ଓ ବିଷ ସ୍ବରୂପ। |
20
|
ମାରେ ସମସ୍ତ କ୍ଲେଶକୁ ସ୍ମରଣ କରି ମୁଁ ଅତି ଅବସନ୍ନ ହାଇେ ପଡ଼ୁଛି। |
21
|
ଏହା ମୁଁ ସ୍ମରଣ କରୁଛି, ଏଥିପାଇଁ ଏପର୍ୟ୍ଯନ୍ତ ମାରେଆଶା ଅଛି। |
22
|
ସଦାପ୍ରଭୁଙ୍କର ପ୍ ରମେ ଓ ଦୟା ଶଷେ ହୁଏ ନାହିଁ। |
23
|
ତାହା ପ୍ରତି ପ୍ରଭାତ ରେ ନୂତନ ହାଇେଥାଏ ଓ ସଦାପ୍ରଭୁଙ୍କର ବିଶ୍ବସ୍ତତା ମହାନ୍ ଅଟେ। |
24
|
ତେଣୁ ମାରେ ଅନ୍ତର କହୁଛି, "ସଦାପ୍ରଭୁ ମାରେ ପରମେଶ୍ବର ମୁଁ ତାଙ୍କଠା ରେ ବିଶ୍ବାସ ରଖିବି।" |
25
|
ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି। |
26
|
ସଦାପ୍ରଭୁଙ୍କ ଦ୍ବାରା ମୁକ୍ତି ପ୍ରାପ୍ତ ପାଇଁ ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି କଲ। |
27
|
ୟୌବନ କାଳରୁ ସଦାପ୍ରଭୁଙ୍କର ୟୁଆଳି ବହନ କରିବା ଉତ୍ତମ ଅଟେ। |
28
|
ସଦାପ୍ରଭୁ ଯାହାର କାନ୍ଧ ରେ ୟୁଆଳି ରଖନ୍ତି, ସେ ଏକାକୀ ନୀରବ ରେ ବସିରହୁ। |
29
|
ସେ ଭୂମିରେ ମୁଣ୍ଡ ରଖି ପ୍ରଭୁଙ୍କଠା ରେ ନତମସ୍ତକ ହେଉ, ଏବବେି ଆଶା ଅଛି। |
30
|
ସେ ତାହାକୁ ପ୍ରହାର ପାଇଁ ଆପଣା ଗାଲ ଦଖାଇେ ଦେଉ ଏବଂ ତାଙ୍କୁ ପୂର୍ଣ୍ଣ ସନ୍ତାଷେ ପାଇବା ପାଇଁ ଅନୁ ରୋଧ କରୁ। |
31
|
ସଦାପ୍ରଭୁ ଚିରକାଳ ପାଇଁ ତାକୁ ପରିତ୍ଯାଗ କରିବେ ନାହିଁ। |
32
|
ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ ରମେ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି। |
33
|
ଲୋକମାନଙ୍କୁ କଷ୍ଟ ଦଇେ କିମ୍ବା ଦଯନୀଯ କରି, |
34
|
ପୃଥିବୀସ୍ଥ ସକଳ ବନ୍ଦୀମାନଙ୍କୁ ପାଦଦଳିତ କରି, |
35
|
ସର୍ବୋପରିସ୍ଥ ପରମେଶ୍ବରଙ୍କ ସମ୍ମୁଖ ରେ ନ୍ଯାଯକୁ ବଦଳ କରି, |
36
|
ଏକ ବ୍ଯକ୍ତିକୁ ନ ଦେଖି ତା'ର ମକଦ୍ଦମା ରେ ନିରାଶ କରି, ସଦାପ୍ରଭୁ ଆନନ୍ଦିତ ହୁଅନ୍ତି ନାହିଁ। |
37
|
ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ। |
38
|
ପରମେଶ୍ବର ସମସ୍ତ ମଙ୍ଗଳ ଓ ଅମଙ୍ଗଳର ସର୍ବୋପରିସ୍ଥ ଆଜ୍ଞାଦାତା। |
39
|
ଯେ ପର୍ୟ୍ଯନ୍ତ ସେ ବଞ୍ଚିଛି ତା'ର ପାପର ଦଣ୍ଡ ବିଧାନ ପାଇଁ କାହିଁକି ଆପତ୍ତି କରିବ? |
40
|
ଆମ୍ଭମାନେେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ ଫରେିବା। |
41
|
ଆମ୍ଭମାନେେ ସ୍ବର୍ଗଧିନାଯକ ପରମେଶ୍ବରଙ୍କ ଆଡ଼େ ଆପଣା ହୃଦଯ ଏବଂ ହସ୍ତ ଉଠାଇବା। |
42
|
ଆଉ ଆସ କହିବା, "ଆମ୍ଭମାନେେ ଆଜ୍ଞା ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ, ତୁମ୍ଭେ କ୍ଷମା କରିନାହଁ। |
43
|
ତୁମ୍ଭେ ନିଜେ କୋରଧ ରେ ଆଚ୍ଛାଦିତ ହାଇେଛ ଏବଂ ତୁମ୍ଭେ ଆମ୍ଭ ପଛ ରେ ଗୋଡ଼ାଇଛ ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦଯ ଭାବରେ ବଧ କରିଛ। |
44
|
ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭଦକରେି ତୁମ୍ଭ ନିକଟକୁ ୟାଇ ନ ପାରିବ, ସେଥିପାଇଁ ତୁମ୍ଭେ ନିଜକୁ ମେଘ ରେ ଆଚ୍ଛନ୍ନ କରିଅଛ। |
45
|
ତୁମ୍ଭେ ଗୋଷ୍ଠୀଗଣ ମଧିଅରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ଯ ବସ୍ତୁତୁଲ୍ଯ କରିଅଛ। |
46
|
ଆମ୍ଭମାନଙ୍କର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କରୁଛନ୍ତି। |
47
|
ଆମ୍ଭମାନେେ ଭୟଭୀତ ହାଇେଅଛୁ, ଆମ୍ଭମାନେେ ଖାତ ରେ ପଡ଼ିଅଛୁ ଓ ଆମ୍ଭମାନେେ ଆହତ ଓ ବିନଷ୍ଟ ହାଇେଅଛୁ।" |
48
|
ମାରେ ଲୋକମାନଙ୍କର ବିନାଶ ଦେଖି ମାରେ ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି। |
49
|
ମାରେ ବିଳାପ ହତେୁ ଅବିରତ ଲୋତକ ଧାରା ବହିବ, |
50
|
ଯେ ପର୍ୟ୍ଯନ୍ତ ସଦାପ୍ରଭୁ, ସ୍ବର୍ଗରୁ ନିରୀକ୍ଷଣ ଓ ଦେଖି ନାହାଁନ୍ତି। |
51
|
ମାରେ ସମସ୍ତ କନ୍ଯାଙ୍କର ଦୁର୍ଦ୍ଦଶା ଦେଖି ମାରେ ଚକ୍ଷୁ ମାରେ ପ୍ରାଣକୁ ଦୁଃଖ ଦିଏ। |
52
|
ବିନା କାରଣ ରେ ସମାନେେ ମାରେ ଶତ୍ରୁ ହାଇେଛନ୍ତି ଓ ପକ୍ଷୀ ପରି ମାେତେ ଶିକାର କରିଛନ୍ତି। |
53
|
ସମାନେେ ମାେତେ କୂପ ରେ ନିକ୍ଷପେ କରିଛନ୍ତି ଓ ମାେତେ ସଂହାର କରିବାକୁ ମାେ ଉପ ରେ ପ୍ରସ୍ତର ପକାଇ ଅଛନ୍ତି। |
54
|
ମାେ ମସ୍ତକ ଉପ ରେ ଜଳ ବହିଗଲା ଓ ମୁଁ କହିଲି, "ମୁଁ ଶଷେ ହଲିେ।" |
55
|
ହେ ସଦାପ୍ରଭୁ ମୁଁ ଗଭୀରତମ କୂପ ମଧ୍ଯରୁ ତୁମ୍ଭ ନାମ ରେ ପ୍ରାର୍ଥନା କଲି। |
56
|
ତୁମ୍ଭେ ମାରେ ଆତୁର କ୍ରନ୍ଦନ ଶୁଣିଲ, କିନ୍ତୁ ମାରେ ଆର୍ତ୍ତନାଦ ପ୍ରତି ଆପଣ କର୍ଣ୍ଣ ଲୁଚାଅ ନାହିଁ। |
57
|
ଯେଉଁଦିନ ମୁଁ ତୁମ୍ଭ ଛାମୁ ରେ ପ୍ରାର୍ଥନା କଲି, ସଦେିନ ତୁମ୍ଭେ ନିକଟବର୍ତ୍ତୀ ହେଲ ଓ କହିଲ, "ଭୟ କର ନାହିଁ।" |
58
|
ହେ ସଦାପ୍ରଭୁ, ତୁମ୍ଭେ ମାେ' ପ୍ରାଣର ସପକ୍ଷ ରେ ପ୍ରତିବାଦ କରିଅଛ, ତୁମ୍ଭେ ମାହେର ଜୀବନ ମୁକ୍ତ କରିଅଛ। |
59
|
ହେ ସଦାପ୍ରଭୁ, ମାେ' ପ୍ରତି ହାଇେଥିବା ଅନ୍ଯାଯ ତୁମ୍ଭେ ଦେଖିଅଛ, ତୁମ୍ଭେ ତାହାର ବିଚାର କର। |
60
|
ତୁମ୍ଭେ ମାରେ ଶତ୍ରୁମାନଙ୍କର ମାେ' ପ୍ରତି ହାଇେଥିବା ପ୍ରତି ଶାଧେ ଦେଖିଅଛ ଓ ମାେ ବିରୁଦ୍ଧ ରେ ହାଇେଥିବା ସଂକଳ୍ପ ଦେଖିଅଛ। |
61
|
ହେ ସଦାପ୍ରଭୁ, ମାେ' ପ୍ରତି ହାଇେଥିବା ତିରସ୍କାର ଓ ମାେ ବିରୁଦ୍ଧ ରେ ହାଇେଥିବା ସମାନଙ୍କେର ସଂକଳ୍ପ ତୁମ୍ଭେ ଶୁଣିଅଛ। |
62
|
ମାରେ ଶତ୍ରୁମାନେ ମାେ ବିରୁଦ୍ଧ ରେ ଦିନସାରା କଥାବାର୍ତ୍ତା ଓ ଚିନ୍ତାଧାରା ସବୁ କରନ୍ତି। |
63
|
ତୁମ୍ଭେ ସମାନଙ୍କେର ବସିବାର ଓ ଠିଆ ହବୋର ନିରୀକ୍ଷଣ କରିଛ। ଆଉ ଦେଖ, ସମାନେେ କିପରି ମାେତେ କରୁଛନ୍ତି। |
64
|
ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ସମାନଙ୍କେର କର୍ମାନୁସା ରେ ପ୍ରତିଫଳ ଦିଅ। |
65
|
ସମାନଙ୍କେୁ ଅଭିଶାପ ଦବୋପାଇଁ ମନକୁ ଶକ୍ତ କର। |
66
|
କୋର୍ଧ ରେ ସମାନଙ୍କେ ପେଛ ପେଛ ଗୋଡ଼ାଅ। ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସମାନଙ୍କେୁ ଉଚ୍ଛିନ୍ନ କରିବ। |