Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Books

Jeremiah Chapters

Jeremiah 15 Verses

1 ଅନନ୍ତର ସଦାପ୍ରଭୁ ମାେତେ କହିଲେ, " ହେ ଯିରିମିୟ, ଯଦିଓ ମାଶାେ ଓ ଶାମୁଯଲେ ଆମ୍ଭ ସମ୍ମୁଖ ରେ ଠିଆ ହାଇେ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସମାନଙ୍କେୁ ଆମ୍ଭ ଦୃଷ୍ଟିରୁ ଦୂର କର। ସମାନଙ୍କେୁ ବାହାରି ୟିବାକୁ କୁହ।
2 ପୁଣି ଯବେେ ସମାନେେ ତୁମ୍ଭକୁ ପଚାରନ୍ତି, 'ଆମ୍ଭମାନେେ କେଉଁଠାକୁ ୟିବା ?' ତବେେ ତୁମ୍ଭେ ସମାନଙ୍କେୁ ଏହା କହିବ, ସଦାପ୍ରଭୁ ଏହି କଥା କହିଲେ,
3 ସଦାପ୍ରଭୁ କହନ୍ତି, ଆମ୍ଭେ ଚାରି ପ୍ରକାର ରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା।' 'ଆମ୍ଭେ ବଧ କରିବା ନିମନ୍ତେ ଯୋଦ୍ଧା, ବିଦୀର୍ଣ୍ଣ କରିବା ନିମନ୍ତେ କୁକୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖଚେର ପକ୍ଷୀଗଣ ଓ ଭୂତର ପଶୁଗଣ ତୁମ୍ଭମାନଙ୍କ ଉପ ରେ ନିୟୁକ୍ତ କରିବା।
4 କାରଣ ଯିହୁଦାର ରାଜା ହିଜକିଯଙ୍କର ପୁତ୍ର ମନଃଶି ୟିରୁଶାଲମ ରେ ଦୁଷ୍କର୍ମ କଲା, ଆମ୍ଭେ ସମାନଙ୍କେୁ ଯାହା କରିବା ସମଗ୍ର ପୃଥିବୀର ଲୋକେ ଭୟଭୀତ ହାଇଯେିବେ।'
5 "କାରଣ ହେ ୟିରୁଶାଲମ, କିଏ ତୁମ୍ଭକୁ ଦୟା କରିବ ? କିଏ ତୁମଲାଗି କାନ୍ଦିବ ? ତୁମ୍ଭର କୁଶଳତା ବିଷଯ ପଚାରିବା ପାଇଁ କିଏ ତୁମ୍ଭ ପାଖକୁ ଆସିବ ?"
6 ସଦାପ୍ରଭୁ କହନ୍ତି, " ହେ ୟିରୁଶାଲମ, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ଯ କରିଅଛ, ତୁମ୍ଭେ ପଛକୁ ହଟି ୟାଇଅଛ। ଏ ନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ। ଆମ୍ଭେ କ୍ଷମା କରି କ୍ଲାନ୍ତ ହାଇେଅଛୁ।
7 ଆମ୍ଭେ ସମାନଙ୍କେୁ ଦେଶର ପୁରଦ୍ବାର ସମୂହ ରେ କୁଲା ରେ ପାଛୁଡ଼ି ଅଛୁ। ଆମ୍ଭେ ସମାନଙ୍କେୁ ସନ୍ତାନ ସନ୍ତତି ବିହୀନ କରିଅଛୁ। ଆମ୍ଭେ ସମାନଙ୍କେୁ ବିନାଶ କରିଅଛୁ। ସମାନେେ ଆପଣା ଆପଣା ପଥରୁ ଫରେି ନାହାଁନ୍ତି।
8 ମାେ ଉପସ୍ଥିତି ରେ ସମାନଙ୍କେର ବିଧବାମାନେ ସମୁଦ୍ରର ବାଲି ପରି ବହୁ ସଂଖ୍ଯକ ହବେେ। ମୁଁ ୟୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ଯାହ୍ନ ରେ ଏକ ବିନାଶକ ଆଣିବି, ସମାନେେ ହଠାତ୍ ଭୟ ଓ ଆତଙ୍କିତ ହବେେ।
9 ସମାନେେ ଖଡ୍ଗ ରେ ଲୋକମାନଙ୍କୁ ବିନାଶ କରିବେ। ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ ଶତ୍ରୁଗଣଙ୍କ ଖଡ୍ଗ ରେ ସମର୍ପଣ କରିବା, ଏହା ସଦାପ୍ରଭୁ କହନ୍ତି। ସାତ ସନ୍ତାନ ବିଶିଷ୍ଟ ରମଣୀର ସମସ୍ତେ ପ୍ରାଣତ୍ଯାଗ କରିବେ। ସେ ସ୍ତ୍ରୀ କାନ୍ଦି କାନ୍ଦି କ୍ଷୀଣା ହାଇଯେିବ। ଦିନ ଥାଉ ଥାଉ ତାହାର ସୂର୍ୟ୍ଯ ଅସ୍ତ ହାଇଯେିବ। ସେ ଲଜ୍ଜିତା ଓ ଆଶାଶୂନ୍ଯ ହବେ।"
10 ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମାେ ପରି ଏକ ୟୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦଇେଛ। ମୁଁ କାହାରିକୁ ଧାର ଦଇେ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରେତ୍ୟକକ ମାେତେ ଅଭିଶାପ ଦିଅନ୍ତି।
11 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣ ରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।
12 " ହେ ଯିରିମିୟ, ତୁମ୍ଭେ ଜାଣ ଯେ, ଲୁହା ଭାଙ୍ଗିବା ଅସମ୍ଭବ। ନିର୍ଦ୍ଦିଷ୍ଟ ଭାବରେ ଉତ୍ତର ଦେଶୀଯ ଲୌହ ଓ ପିତ୍ତଳକୁ।
13 ଯିହୁଦାର ଲୋକମାନଙ୍କର ବହୁ ଧନଭଣ୍ଡାର ଅଛି। ଆମ୍ଭେ ସମାନଙ୍କେର ଧନ ସତ୍ତି ଓ ଭଣ୍ଡାରଗୁଡ଼ିକୁ ବିନା ମୂଲ୍ଯ ରେ ଲୁଣ୍ଠିତ ହବୋକୁ ଦବୋ। କାରଣ ସମାନେେ ସମାନଙ୍କେର ପାପ ସମୂହର ଫଳ ଭୋଗ କରିବେ।
14 ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁଗଣର ଅଜ୍ଞାତ ଏକ ଦେଶକୁ କ୍ରୀତଦାସ କରି ନଇୟିବୋ। କାରଣ କ୍ରୋଧାଗ୍ନି ପ୍ରଜ୍ଜ୍ବଳିତ ହାଇେଅଛି। ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।"
15 ହେ ସଦାପ୍ରଭୁ, ତୁମ୍ଭେ ମାେତେ ଜାଣୁଛ ; ମାେତେ ସ୍ମରଣ କର ଓ ମାରେ ତତ୍ତ୍ବ ନିଅ। ଆଉ ମାରେ ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ। ତୁମ୍ଭେ ଅତ୍ଯନ୍ତ ର୍ଧୈୟ୍ଯଶୀଳ ଓ ସହିଷ୍ଣୁ। ତେଣୁ ମାେତେ ସଂହାର କର ନାହିଁ। ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ।
16 ତୁମ୍ଭର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି। ଆଉ ତୁମ୍ଭର ବାକ୍ଯ ଦ୍ବାରା ମାରେ ପ୍ରାଣ ଉଲ୍ଲସିତ ହେଲା। କାରଣ ହେ ସୈନ୍ଯାଧିପତି ସଦାପ୍ରଭୁ ପରମେଶ୍ବର, ମୁଁ ତୁମ୍ଭ ନାମ ରେ ଖ୍ଯାତ ଅଟେ।
17 ମୁଁ ଆମାଦେ ପ୍ରମାଦେକାରୀମାନଙ୍କ ସଭା ରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମାେତେ ମାରେ ଚତୁପାଶର୍‌ବସ୍ଥ ମନ୍ଦ ଯୋଗୁଁ କୋର୍ଧ ରେ ପୂର୍ଣ୍ଣ କରିଅଛ।
18 ମାରେ ବଦନୋ ଚିରନ୍ତନ, ମାରେ କ୍ଷତ ଦୁରା ରୋଗ୍ଯ। ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି ଅତ୍ଯନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାଯୀ ନଦୀ ତୁଲ୍ଯ ହାଇେଅଛ।
19 ଏହାପ ରେ ସଦାପ୍ରଭୁ କହିଲେ, " ହେ ଯିରିମିୟ, ତୁମ୍ଭେ ଯଦି ଫରେିବ ଓ ଆମ୍ଭର ସବୋ କରିବ, ତବେେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫରୋଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ଯହୀନ କଥା ନ କହି ମୂଲ୍ଯବାନ୍ କଥା କହିବ, ତବେେ ତୁମ୍ଭେ ଆମ୍ଭର ମୁଖ ସ୍ବରୂପ ହବେ। ସମାନେେ ତୁମ୍ଭ ପାଖକୁ ଫରେିଆସିବେ। ମାତ୍ର ତୁମ୍ଭେ ସମାନଙ୍କେ ପାଖକୁ ଫରେିୟିବ ନାହିଁ।
20 ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ବରୂପ କରିବା। ସମାନେେ ତୁମ୍ଭ ସହ ୟୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜଯ କରିପାରିବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ସାହାୟ୍ଯ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।"
21 "ପୁଣି ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।"
×

Alert

×