Indian Language Bible Word Collections
Hosea 2:11
Hosea Chapters
Hosea 2 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Hosea Chapters
Hosea 2 Verses
1
|
"ତା'ପ ରେ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ କହିବ, 'ତୁମ୍ଭମାନେେ ଆମ୍ଭର ଲୋକ।' ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କହିବ, ' ସେ ତୁମ୍ଭମାନଙ୍କୁ ଦୟା ଦଖାଇେଛନ୍ତି।"' |
2
|
"ମା'ଙ୍କ ସହିତ ୟୁକ୍ତି କର। କାରଣ ସେ ଆମ୍ଭର ସ୍ତ୍ରୀ ନୁହେଁ କି ଆମ୍ଭେ ତା'ର ସ୍ବାମୀ ନୁହଁ। ବେଶ୍ଯା ପରି ନ ହବୋକୁ ତାଙ୍କୁ କୁହ। ତାଙ୍କୁ କୁହ ଯେଉଁ ପ୍ ରମେିକମାନଙ୍କୁ ହୃଦଯ ରେ ସ୍ଥାନ ଦଇେଛନ୍ତି ସମାନଙ୍କେୁ ଦୂ ରଇେ ଦିଅନ୍ତୁ। |
3
|
ଯଦି ସେ ତା'ର ବ୍ଯଭିଗ୍ଭରିତା ବନ୍ଦ ନକରେ, ତବେେ ଆମ୍ଭେ ତାକୁ ଉଲଗ୍ନ କରିବା, ସେ ଯେପରି ଜନ୍ମ ହେଲା ସମୟରେ ନମ୍ର ଥିଲା। ଆମ୍ଭେ ତା'ର ସମସ୍ତ ଲୋକମାନଙ୍କୁ ନଇୟିବୋ ଏବଂ ସେ ମରୁଭୂମି ପରି ଶୂନ୍ଯ ହାଇଯେିବ। ଆମ୍ଭେ ତାକୁ ଶୋଷ ରେ ମାରିବା। |
4
|
ତା'ର ପିଲାମାନଙ୍କ ଉପ ରେ ଆମ୍ଭର ଦୟା ନାହିଁ କାରଣ ସମାନେେ ଜାରଜ ସନ୍ତାନ। |
5
|
ସମାନଙ୍କେର ମାଆ ବେଶ୍ଯାପରି କାମ କରିଅଛି। ସୋମାନଙ୍କର ମାଆଙ୍କ କୃତକର୍ମ ପାଇଁ ଲଜ୍ଜିତ ହବୋ ଉଚିତ। ସେ କହିଲା, 'ମୁଁ ମାରେପ୍ ରମେିକମାନଙ୍କ ପାଖକୁ ୟିବି। ମାରେପ୍ ରମେିକମାନେ ମାେତେ ଖାଦ୍ୟ ଓ ପାଣି ଦବେେ। ସମାନେେ ମାେତେ ପଶମ ଓ ଲାଇଲନ୍ ଦବେେ। ସମାନେେ ମାେତେ ଦ୍ରାକ୍ଷାରସ ଓ ଅଲିଭ୍ ତଲେ ଦବେେ।' |
6
|
" ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ବାରା ଅବ ରୋଧ କରିବା। ତା'ର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳ ରେ ସେ ଆଉ ପଥ ପାଇବ ନାହିଁ। |
7
|
ସେ ତା'ର ପ୍ରିଯ ପ୍ ରମେିକ ପଛ ରେ ଧାଇଁବ, କିନ୍ତୁ ସେ ସମାନଙ୍କେୁ ମଧ୍ଯ ଧରିପାରିବ ନାହିଁ। ସେ ସମାନଙ୍କେୁ ବହୁ ଖାଜେିବ କିନ୍ତୁ ପାଇପାରିବ ନାହିଁ। ତା'ପ ରେ ସେ କହିବ, 'ମୁଁ ମାରେ ପ୍ରଥମ ପ୍ ରମେିକ, ପରମେଶ୍ବରଙ୍କ ନିକଟକୁ ଫରେିୟିବି। ତାଙ୍କ ପାଖ ରେ ଥିଲା ବେଳେ ମାରେ ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।' |
8
|
" ସେ ଜାଣି ନ ଥିଲା ଆମ୍ଭେ ୟିଏକି ତା'କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା ରୂପା ତାକୁ ଦଇେ ଗ୍ଭଲିଥିଲୁ। କିନ୍ତୁ ଇଶ୍ରାୟେଲୀୟମାନେ ସହେି ସୁନା ଓ ରୂପାକୁ ବାଲ୍ଙ୍କ ମୂର୍ତ୍ତି ତିଆରି ରେ ବ୍ଯବହାର କଲେ। |
9
|
ତେଣୁ ଆମ୍ଭେ ଫରେି ଆସିବା। ଆମ୍ଭେ ଆମ୍ଭର ସହେି ସମୟରେ ଅମଳ ହେଉଥିବା ଶସ୍ଯ ଫରୋଇ ନବୋ। ଅଙ୍ଗୁର ଦ୍ରାକ୍ଷାରସ ପାଇଁ ପ୍ରସ୍ତୁତ ଥିଲା ବେଳେ ଆମ୍ଭେ ତାକୁ ଫରୋଇ ନବୋ। ଆମ୍ଭର ପଶମ ଓ କାର୍ପାସ ବସ୍ତ୍ର ଫରୋଇ ନବୋ। ଆମ୍ଭେ ସଗେୁଡିକୁ ତା'ର ଶରୀର ଆବୃତ କରିବାକୁ ଦଇେଥିଲୁ। |
10
|
ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦବୋ। ତା'ର ଉଲଗ୍ନ ଶରୀର ତା'ର ପ୍ ରମେିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତା'କୁ କହେି ରକ୍ଷା କରିପାରିବେ ନାହିଁ। |
11
|
ଆମ୍ଭେ ସଦାପ୍ରଭୁ ତା'ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ଯା, ବିଶ୍ରାମଦିନ ସମସ୍ତ ଭୋଜିକୁ ବନ୍ଦ କରିଦବୋ। |
12
|
ଆମ୍ଭେ ତା'ର ଦ୍ରାକ୍ଷାଲତାଗୁଡିକୁ ଓ ଡିମିରି ଗଛଗୁଡିକୁ ନଷ୍ଟ କରିଦବୋ। ସେ କହିଲା, 'ମରେ ପ୍ ରମେିକମାନେ ମାେତେ ଏସବୁ ଜିନିଷ ଦଇେଥିଲେ।' କିନ୍ତୁ ଆମ୍ଭେ ତା'ର ବଗିଗ୍ଭକୁ ବଦଳାଇ ଅନାବନା ଗଛ ରେ ଜଙ୍ଗଲ କରିଦବୋ। ବନ୍ଯପଶୁମାନେ ଆସି ସହେି ଗଛରୁ ଖାଇବେ। |
13
|
" ସେ ବାଲ୍ଙ୍କୁ ସବୋ କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦବୋ। ସେ ବାଲଙ୍କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା'ର ଅଳଙ୍କାର, ନାକରେ ଗହଣା ପିନ୍ଧି ସହେି ମିଥ୍ଯା ପ୍ ରମେିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିୟାଇଥିଲା।" ସଦାପ୍ରଭୁ ଏହା କହିଲେ। |
14
|
" ତେଣୁ ଆମ୍ଭେ ତାକୁ ପ୍ ରମବୋଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନଇେ କୋମଳ କଥା କହିବା। |
15
|
ସଠାେ ରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦବୋ। ଆମ୍ଭେ ତାକୁ ଆଶାର ଦ୍ବାର ସ୍ବରୂପ ଆଖୋର ଉପତ୍ୟକା ଦବୋ। ତା'ପ ରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।" |
17
|
ଆମ୍ଭେ ତା'ର ମୁଖରୁ ବାଲ୍ ଡାକ କାଢିଦବୋ। ତା'ପ ରେ ଲୋକେ ବାଲ୍ଙ୍କ ନାମ ଆଉ ପୁନର୍ବାର ବ୍ଯବହାର କରିବେ ନାହିଁ। |
18
|
" ସେତବେେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ୟୁଦ୍ଧ ଅସ୍ତ୍ରଗୁଡିକୁ ଭାଙ୍ଗି ଦବୋ ଏବଂ ଆମ୍ଭେ ସମାନଙ୍କେୁ ନିରାପଦ ରେ ଶଯନ କରିବାକୁ ଦବୋ। |
19
|
ଏବଂ ଆମ୍ଭେ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍ଭେ ତୁମ୍ଭକୁ ପ୍ ରମେ, ସାଧୁତା, ନ୍ଯାଯ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା। |
20
|
ତୁମ୍ଭକୁ ଆମ୍ଭର ବିଶ୍ବସ୍ତ ପତ୍ନୀ କରିବା। ସେତବେେଳେ ତୁମ୍ଭେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣିବ। |
21
|
ସେତବେେଳେ ଆମ୍ଭେ ଉତ୍ତର ଦବୋ।" ସଦାପ୍ରଭୁ ଏହା କହିନ୍ତି। |
22
|
ପୃଥିବୀ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ ଏବଂ ସେ ସବୁ ୟିଷ୍ରିଯଲରେ ଗ୍ଭହିଦା ପୂରଣ କରିବ। |
23
|
ଆମ୍ଭେ ଇଶ୍ରାୟେଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, 'ତୁମ୍ଭେ ଆମ୍ଭ ଲୋକ' ଏବଂ ସମାନେେ ମାେତେ କହିବେ, 'ତୁମ୍ଭେ ଆମ୍ଭର ପରମେଶ୍ବର।"' |