Indian Language Bible Word Collections
Genesis 6:7
Genesis Chapters
Genesis 6 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Genesis Chapters
Genesis 6 Verses
1
|
ପୃଥିବୀ ରେ ମନୁଷ୍ଯମାନଙ୍କର ସଂଖ୍ଯା ବଢ଼ିବାକୁ ଲାଗିଲା। ମନୁଷ୍ଯମାନଙ୍କର ଅନକେ କନ୍ଯାଜାତ ହେଲ। |
2
|
ପରମେଶ୍ବରଙ୍କର ପୁତ୍ରଗଣ ଦେଖିଲେ, ସହେି କନ୍ଯାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ବରଙ୍କର ପୁତ୍ରଗଣ ସମାନଙ୍କେ ପସନ୍ଦ ଅନୁସାରେ ସମାନଙ୍କେୁ ବିବାହ କଲେ। |
5
|
ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଲୋକମାନେ ସର୍ବଦା କବଳେ ମନ୍ଦ ବିଷଯ ଚ଼ିନ୍ତା କରୁଛନ୍ତି। |
6
|
ମନୁଷ୍ଯମାନଙ୍କୁ ଜନ୍ମ ଦଇେଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦଯକୁ ୟନ୍ତ୍ରଣା ଦଲୋ। |
7
|
ତେଣୁ ସଦାପ୍ରଭୁ କହିଲେ, "ମୁଁ ସମସ୍ତ ମନୁଷ୍ଯକୁ ଧ୍ବଂସ କରି ଦବେି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ଯ , ପଶୁ ଏବଂ ପ୍ରେତ୍ୟକକ ଖେଚ଼ର ପ୍ରାଣୀମାନଙ୍କୁ ଧ୍ବଂସ କରି ଦବେି। ଏବଂ ଆକାଶର ସମସ୍ତ ପକ୍ଷୀ କୂଳକୁ ମଧ୍ଯ ଧ୍ବଂସ କରି ଦବେି। କାହିଁକି? କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।" |
8
|
କିନ୍ତୁ ନୋହ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ଥିଲେ। |
9
|
ଏହା ନୋହର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ବରଙ୍କୁ ଅନୁସରଣ କରୁଥିଲେ। |
10
|
ନୋହଙ୍କର ତିନୋଟି ପୁତ୍ର ଥିଲେ। ସମାନେେ ହେଲେ ଶମେ, ହାମ ଓ ଯଫେତ୍। |
11
|
ପରମେଶ୍ବର ପୃଥିବୀକୁ ନିରୀକ୍ଷଣ କଲେ ଓ ଦେଖିଲେ ଯେ, ପୃଥିବୀ ଭ୍ରଷ୍ଟାଚ଼ାରିତା ହାଇେଅଛି। ସମସ୍ତ ସ୍ଥାନ ରେ ଅତ୍ଯାଚ଼ାର ଥିଲା, ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହାଇେଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହାଇେଛି। |
13
|
ତେଣୁ ପରମେଶ୍ବର ନୋରକୁ କହିଲେ, " ସମସ୍ତ ଲୋକ ପୃଥିବୀକୁ କୋର୍ଧ ଓ ହିଂସା ରେ ଛାରଖାର କରି ଦେଲଣେି। ତେଣୁ ଆମ୍ଭେ ପୃଥିବୀ ସହିତ ସମାନଙ୍କେୁ ବିନଷ୍ଠ କରିବାା |
14
|
ତୁମ୍ଭେ ଗୋଫର କାଠର ଗୋଟିଏ ଜାହାଜ ନିର୍ମାଣ କର। ତା' ମଧିଅରେ ନାନା କଠାେରୀ ବନାଇ ତହିଁର ଭିତର ଓ ବାରାର ଝୁଣା ଦ୍ବାରା ଲପନେ କର। |
15
|
ସହେି ଜାରାଜଟିକୁ ଏହିପରି ନିର୍ମାଣ କର ଯେ, ଏହାର ଲମ୍ବ ଯେପରି 300 ହାତ, ପ୍ରସ୍ଥ ପଚ଼ାଶ ହାତ ଏବଂ ତାହାର ଉଚ୍ଚତା ତିରିଶ ହାତ ହବେ। |
16
|
ଉପରୁ ଏକ ହାତ ଛାଡ଼ି ଝରକା କରିବ। ସହେି ଜାରାଜର ପାଶର୍ବ ରେ ଗୋଟିଏ ଦ୍ବାର ରହିବ। ଆଉ ତହିଁର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଚଟାଣ ବନାଇବ। |
17
|
"ମୁଁ ଏକ ପ୍ରଳଯଙ୍କାରୀ ବନ୍ଯା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ବଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ। |
18
|
ମୁଁ ତୁମ୍ଭ ସହିତ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି କରିବି। ଏବଂ ତୁମ୍ଭେ ତୁମ୍ଭର ସ୍ତ୍ରୀ ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ। |
19
|
ପ୍ରାଣରକ୍ଷାର୍ଥେ ସର୍ବ ପ୍ରକାରର ଜୀବଜନ୍ତୁର ଏକ ଏକ ଦମ୍ପତ୍ତି ଆପଣା ସଂଗ ରେ ଧରି ଜାହାଜ ରେ ପ୍ରବେଶ କରିବ। |
20
|
ସବୁପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବ ପ୍ରକାର ଉ ରୋଗାମୀ ଜନ୍ତୁ ପ୍ରେତ୍ୟକକ ଜାତିରୁ ଗୋଟିଏ ଗୋଟିଏ ଦମ୍ପତ୍ତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ। |
21
|
ଆଉ ତୁମ୍ଭେ ଆପଣାର ଓ ସମାନଙ୍କେର ଆହାର ନିମନ୍ତେ ସବୁପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଂଚ଼ଯ କରିବ।" |
22
|
ତହିଁରେ ନୋହ ସହେିପରି କଲେ। ନୋହ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ। |