Indian Language Bible Word Collections
Genesis 5:24
Genesis Chapters
Genesis 5 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Genesis Chapters
Genesis 5 Verses
1
|
ଏହା ହେଉଛି ଆଦମଙ୍କର ବଂଶାବଳୀର ଇତିହାସ। ପରମେଶ୍ବର ତାଙ୍କ ସାଦୃଶ୍ଯ ରେ ମନୁଷ୍ଯକୁ ସୃଷ୍ଟି କଲେ। |
2
|
ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସହେିଦିନ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ ଦେଲେ ଏବଂ ସମାନଙ୍କେର ନାମ "ମନୁଷ୍ଯ " ଦେଲେ। |
3
|
ଆଦମକୁ 130 ବର୍ଷ ପହଞ୍ଚିବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ସେ ଠିକ୍ ଆଦମଙ୍କର ପରି ଦେଖିବାକୁ ଥିଲା। ଆଦମ ତାଙ୍କର ନାମ ଦଇେଥିଲେ ଶେଥ। |
4
|
ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲେ। ସହେି ସମୟରେ ଆଉ ପୁତ୍ର କନ୍ଯାମାନଙ୍କୁ ଜନ୍ମ କଲେ। |
5
|
ଏହିପରି ଆଦମ ମାଟେ 930 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ। |
6
|
ଶେଥ 105 ବର୍ଷ ସମୟରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ। |
7
|
ଈନୋଶର ଜନ୍ମ ପରେ ଶେଥ 807 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ଶେଥଙ୍କର ଅନ୍ୟପୁତ୍ର ଓ କନ୍ଯାମାନେ ଜନ୍ମ ହେଲ। |
8
|
ଏହାପରେ ଶେଥ ମାଟେ ରେ 912 ବର୍ଷ ବଞ୍ଚିବା ପରେ ମୃତ୍ଯୁବରଣ କଲେ। |
9
|
ଈନୋଶକୁ ନବେ ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମି୍ମଥିଲା। ତାଙ୍କର ନାମ ଥିଲା କଯିନାନ୍। |
10
|
କଯିନାନ୍ର ଜନ୍ମପରେ ଈନୋଶ 815 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ପୁତ୍ରକନ୍ଯାମାନ ଜନ୍ମ ହେଲ। |
11
|
ଏହିପରି ଈନୋଶ ମାଟେ 905 ବର୍ଷ ବଞ୍ଚିଲାପରେ ମୃତ୍ଯୁବରଣ କଲେ। |
12
|
କଯିନାନ ସତୁରି ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ତାହାର ନାମ ମହଲଲଲେ। |
13
|
ମହଲଲଲେ ଜନ୍ମ ନବୋପରେ କଯିନାନ 840 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ କଯିନାନଙ୍କର ଅନ୍ୟ ପୁତ୍ର ଓ କନ୍ଯାଗଣ ଜନ୍ମ ହେଲ। |
14
|
ଏହିପରି ଭାବରେ କଯିନାନ୍ 910 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ। |
15
|
ମହଲଲଲେ ପଞ୍ଚଷଠି ବର୍ଷ ବଯସ ରେ ଯରଦେ ନାମକ ଏକ ପୁତ୍ର ସନ୍ତାନ ଜନ୍ମ କଲେ। |
16
|
ଯରଦେ ଜନ୍ମ ହେଲାପରେ ମହଲଲଲେ 830 ବର୍ଷ ବଞ୍ଚିଲେ ଏବଂ ସହେି ସମୟରେ ସେ ଅନ୍ୟ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କଲେ। |
17
|
ଏହିପରି ଭାବରେ ମହଲଲଲେ 895 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ। |
18
|
ଯରଦେକୁ ଯେତବେେଳେ 162 ବର୍ଷ ବଯସ ହାଇେଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲ, ତାହାର ନାମ ହନୋକ। |
19
|
ହନୋକ ଜନ୍ମ ହେଲା ପରେ, ଯରଦେ ଯରହେ 800 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ସେ ଅନ୍ୟ ପୁତ୍ର ଏବଂ କନ୍ଯାମାନଙ୍କୁ ଜନ୍ମ କଲେ। |
20
|
ଏହିପରି ଭାବରେ ଯରଦେ 962 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ। |
21
|
ହନୋକ 65 ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ମଥୂଶଲହେ। |
22
|
ମଥୂଶଲହେ ଜନ୍ମ ନବୋ ପରେ ହନୋକ 300 ବର୍ଷ ପର୍ୟ୍ଯନ୍ତ ପରମେଶ୍ବରଙ୍କୁ ଅନୁସରଣ କଲେ। ଆହୁରି ମଧ୍ଯ ଅନ୍ୟ ପୁତ୍ର ଏବଂ କନ୍ଯାଗଣ ତାଙ୍କଠାରୁ ଜନ୍ମ ନେଲେ। |
23
|
ଏହିପରି ଭାବରେ ହନୋକ 365 ବର୍ଷ ବଞ୍ଚିଲେ। |
24
|
ଦିନେ, ଯେ ତବେଳେ ହନୋକ ପରମେଶ୍ବରଙ୍କୁ ଅନୁସରଣ କରିଥିଲେ, ସେ ଅନ୍ତର୍ଧ୍ଯାନ ହେଲ, ଯେ ହତେୁ ତାଙ୍କୁ ପରମେଶ୍ବର ନଇଗେଲେ। |
25
|
ମଥୁଶଲହେ 187 ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ। ତାହାର ନାମ ଲମେକ। |
26
|
ଲମେକର ଜନ୍ମ ପରେ ମଥୂଶଲହେ 782 ବର୍ଷ ବଞ୍ଚିଲେ ଏବଂ ସେ ଆହୁରି ଅନକେ ପୁତ୍ର କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ। |
27
|
ମଥୁଶଲହେ ମାଟେ 969 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ। |
28
|
ଯେତବେେଳେ ଲମେକକୁ 182 ବର୍ଷ ବଯସ ହାଇେଥିଲା, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା। |
29
|
ଲମେକ ତା'ର ନାମ ରଖିଲେ ନୋହ। ସେ କହିଲେ, "ପରମେଶ୍ବରଙ୍କ ଦ୍ବାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ବନା ଦବେ।" |
30
|
ନୋହ ଜନ୍ମ ହବୋପରେ ଲମେକ 595 ବର୍ଷ ବଞ୍ଚିଲେ ଏବଂ ଅନ୍ୟ ପୁତ୍ର ଏବଂ କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ। |
31
|
ସେ ମାଟେ 777 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ। |
32
|
ଏହାପରେ ନୋହଙ୍କୁ ଯେତବେେଳେ 500 ବର୍ଷ ବଯସ ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେଲେ। ତାଙ୍କର ନାମ ଥିଲା ଶମେ, ହାମ ଓ ଯଫେତ୍। |