Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Books

Genesis Chapters

Genesis 40 Verses

1 କିଛି ଦିନପରେ ମିସ୍ରୀଯ ରାଜାଙ୍କର ପାନପତ୍ର ବାହକ ଓ ସୂପକାର ଆପଣାମାନଙ୍କର ମୂନିବ ମିଶ୍ରୀଯ ରାଜାଙ୍କୁ ଅସନ୍ତୁଷ୍ଟ କଲେ।
2 ତହିଁରେ ଫା ରେ ଏଇ ଦୁଇଟି ସବେକଙ୍କ ପ୍ରତି କୋର୍ଧିତ ଥିଲେ, ରାଜାଙ୍କର ମୂଖ୍ଯ ପାନପାତ୍ର ବାହାକ ଓ ମୁଖ୍ଯ ସୂପକାର।
3 ରକ୍ଷକ ସୈନ୍ଯାଧିପତିର ଯେଉଁ ବନ୍ଦୀ ଗୃହ ରେ ଯୋଷଫେ ବନ୍ଦୀ ଥିଲେ। ସହେିଠା ରେ ସମାନଙ୍କେୁ ବନ୍ଦୀ କରି ରଖିଲେ।
4 ଯେତବେେଳେ ପ୍ରହରୀମାନଙ୍କର ଅଧିନାଯକ ଯୋଷଫଙ୍କେୁ ତତ୍ତ୍ବାବଧାନ ରେ ରଖିଲେ, ଯୋଷଫେ ସମାନଙ୍କେର ତତ୍ତ୍ବାବଧାନ କଲେ ଓ ଯୋଗ ଦେଲେ। ଏହି ପ୍ରକା ରେ ସମାନେେ ବହୁଦିନ କାରାଗାର ରେ ରହିଲେ।
5 ଏକ ରାତି ରେ ଉଭୟ ବନ୍ଦୀ ଦୁଇଜଣ ସ୍ବପ୍ନ ଦେଖିଲେ। ସହେି ଦୁଇଜଣ ବନ୍ଦୀ ମିଶର ରେ ରାଜାଙ୍କର ପାନପାତ୍ର ବାହକ ଓ ସ୍ବପକାର। ପ୍ରେତ୍ୟକକ ଏକ ସ୍ବପ୍ନ ଦେଖିଲେ ଓ ପ୍ରେତ୍ୟକକ ସ୍ବପ୍ନର ଅର୍ଥ ଭିନ୍ନଥିଲା।
6 ଯୋଷଫେ ପ୍ରଭାତ ରେ ଦାଙ୍କ ନିକଟକୁ ଯାନ୍ତେ, ଯୋଷଫେ ଦେଖିଲେ ସହେି ଦୁଇ ବନ୍ଦୀ ଭାରି ବ୍ଯସ୍ତ ଅଛନ୍ତି।
7 ଯେଉଁମାନେ କାରାଗାର ରେ ଥିଲେ, ଯୋଷଫେ ଫାରୋଙ୍କର ସବେକମାନଙ୍କୁ ପଚାରିଲେ, "ତୁମ୍ଭମାନେେ କାହିଁକି ଆଜି ଭାରି ଚିନ୍ତିତ ଦଖାଯାେଉଛ?"
8 ସହେି ଦୁଇ ବନ୍ଦୀ ଉତ୍ତର ଦେଲେ, "ଆମ୍ଭେ କାଲି ରାତି ରେ ସ୍ବପ୍ନ ଦେଖିଲୁ। କିନ୍ତୁ ତାହା ବୁଝି ପାରୁନାହୁଁ। ସହେି ସ୍ବପ୍ନର ବ୍ଯାଖ୍ଯା କରିବାକୁ କହେି ନାହିଁ।"
9 ତେଣୁ ରାଜାଙ୍କର ମୁଖ୍ଯ ପାନପାତ୍ର ବାହକ ଯୋଷଫଙ୍କେୁ ତାଙ୍କର ସ୍ବପ୍ନ ବିଷଯ ରେ କହିଲା, " ଦେଖ ଗୋଟିଏ ଦ୍ରାକ୍ଷାଲତା ମାେ ସମ୍ମୁଖ ରେ ଥିଲା।
10 ସହେି ଦ୍ରୀକ୍ଷାଲତା ରେ ଦିନି ଶାଖା ଥିଲା। ତାହା ପଲ୍ଲବିତ ହେଲା ଓ ତହିଁରେ ଫୁଲ ଫୁଟିଲା। ଆଉ ତା'ର ପେଣ୍ଡା ରେ ପନ୍େଥା ପନ୍େଥା ଅଙ୍ଗୁର ପାଚିଲା।
11 ସେତବେେଳେ ମାେ ହସ୍ତ ରେ ଫାରୋଙ୍କର ପାନପାତ୍ର ଥିବାରୁ ସହେି ପାତ୍ର ରେ ମୁଁ ସହେି ଦ୍ରାକ୍ଷାଫଳ ଘନେି ଚିପୁଡ଼ି ଫାରୋଙ୍କର ହସ୍ତ ରେ ସହେି ପାତ୍ର ହଲିେ।"
12 ତହିଁରେ ଯୋଷଫେ ତାଙ୍କୁ କହିଲେ, "ଏହାର ଅର୍ଥ ଏହି, ସହେି ତିନି ଶାଖା ରେ ତିନିଦିନ ବୁଝାଏ।
13 ଦିନିଦିନ ମଧିଅରେ ଫାରୋ ତୁମ୍ଭର ସମ୍ତକ ଉଠାଇ ତୁମ୍ଭକୁ ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ ଦବେେ। ତହି ରେ ତୁମ୍ଭେ ପୂର୍ବପରି ପାନପାତ୍ର ବାହକ ହାଇେ ପୁନ୍ନର୍ବର ଫାରୋଙ୍କ ହସ୍ତ ରେ ପାନପାତ୍ର ଦବେ।
14 କିନ୍ତୁ ତୁମ୍ଭର ମଙ୍ଗଳ ହେଲେ ମାେତେ ସ୍ମରଣ କରିବ। ପୁଣି ମାେ ପ୍ରତି ଦୟାକରି ଫାରୋଙ୍କ ଛାମୁ ରେ ମାେ ବିଷଯ କହି ମାେତେ ଏହି କାରାଗାରରୁ ମୁକ୍ତ କରିବ।
15 କାରଣ ଏବ୍ରୀଯମାନଙ୍କ ଦେଶରୁ ଲୋକମାନେ ମାେତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନ ରେ ମଧ୍ଯ ମୁଁ କିଛି କରିନାହିଁ। ତଥାପି ସମାନେେ ମାେତେ ଏହି ଗହ୍ବର ରେ ପକାଇଲେ।"
16 ପ୍ରଧାନ ରୋଟୀ ବନଇବୋ ବ୍ଯକ୍ତି ଦେଖିଲା ଅନ୍ୟ ଭୃତ୍ଯର ସ୍ବପ୍ନର ଉତ୍ତର ଅର୍ଥ ଥିଲା। ତେଣୁ ସୂପକାର ଯୋଷଫେକୁ କହିଲା, "ମୁଁ ମଧ୍ଯ ଏକ ସ୍ବପ୍ନ ଦେଖିଲି। ମାରେ ସ୍ବପ୍ନ ରେ ମାେ ମସ୍ତକ ଉପରେ ତିନୋଟି ଶୀଷା ଡ଼ାଲା ଥିଲା।
17 ସ୍ବର୍ଗ ଉପରେ ଡ଼ାଲା ରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ସକୋ ହବୋ ଜିନିଷ ଥିଲା। ଆଉ ପକ୍ଷୀଗଣ ଆସି ମାେ ମସ୍ତକର ଡ଼ାଲାରୁ ତାହା ଖାଇଲେ।"
18 ଯୋଷଫେ ଉତ୍ତର କଲେ, "ଏହି ତିନି ଡ଼ାଲାର ଅର୍ଥ ତିନିଦିନ।
19 ତିନିଦିନ ମଧିଅରେ ଫାରୋ ତୁମ୍ଭ ଗାତ୍ରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ। ପୁଣି ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।"
20 ଏହାପରେ ତୃତୀୟ ଦିନ ରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହବୋରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତ ରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ।
21 ଠିକ୍ ସହେିପରି ଯୋଷଫେ ତା'ର ସ୍ବପ୍ନର ଅର୍ଥ ବିଷଯ ରେ ଫାରୋ ମୂଖ୍ଯ ପାନପାତ୍ର ବାହକକୁ ତାହାର ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ କଲେ। ତହିଁରେ ସେ ଫାରୋଙ୍କର ହସ୍ତ ରେ ପାନପାତ୍ର ଦବୋକୁ ଲାଗିଲେ।
22 ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷ ରେ ଟଙ୍ଗାଇଲେ।
23 ତଥାପି ପ୍ରଧାନ ପାନପାତ୍ର ବାହକ ଯୋଷଫଙ୍କେୁ ସ୍ମରଣ କଲା ନାହିଁ। ସେ ଯୋଷଫଙ୍କେ କଥା ଭୁଲି ୟାଇଥିଲା।
×

Alert

×