1
|
ବନ୍ଯାପରେ ପୃଥିବୀ ରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ଯବହାର କରୁଥିଲେ। |
2
|
ଲୋକମାନେ ପୂର୍ବ ଦିଗ ରେ ଭ୍ରମଣ କରୁ କରୁ ସମାନେେ ଶିନିଯର ଦେଶ ରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସଠାେରେ ବସତି ଆରମ୍ଭ କଲେ। |
3
|
ଲୋକମାନେ କହିଲେ, "ଆସ ଆମେ ଇଟା ପୋଡ଼ି ଟାଣ କରିବା।" ତେଣୁ ଲୋକମାନେ ପଥର ବ୍ଯବହାର ନ କରି ଇଟାକୁ ଘର କରିବା ପାଇଁ ବ୍ଯବହାର କଲେ। ଏବଂ ସମାନେେ ମାଟିଆ ତଲକେୁ ଚୂନ ସ୍ବରୂପ ବ୍ଯବହାର କଲେ। |
4
|
ଏହାପରେ ଲୋକମାନେ କହିଲେ, "ଆସ ଆମ୍ଭ ପାଇଁ ଏକ ନଗର ଓ ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରିବା ଆମ୍ଭମାନେେ ଅତି ଜଣାଶୁଣା ହବୋ। ତା ହେଲେ ଆମ୍ଭମାନେେ ପୃଥିବୀର ଚ଼ାରିଆଡ଼େ ବିକ୍ଷିପ୍ତ ହବୋ ନାହିଁ।" |
5
|
ସଦାପ୍ରଭୁ ଲୋକମାନଙ୍କ ଦ୍ବାରା ଦିଆରି ହେଉଥିବା ନଗର ଏବଂ ଦୂର୍ଗ ଦେଖିବାପାଇଁ ଓହ୍ଲାଇ ଆସିଲେ। |
6
|
ସଦାପ୍ରଭୁ କହିଲେ, "ଏହି ସମସ୍ତ ଲୋକ ଏକ ଓ ସମାନଙ୍କେର ଭାଷା ଏକ, ସମାନେେ ଏହି କାମ କରିବାକୁ ଏକତ୍ରିତ ହାଇେଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସମାନେେ ଯେତବେେଳେ ଯାହା ଚ଼ାହିଁବେ ତାହା କରିବେ। |
7
|
ତେଣୁ ଆସ ତଳକୁ ୟିବା ଏବଂ ସମାନଙ୍କେ ମଧିଅରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସମାନେେ ପରସ୍ପର ଭାଷା ବୁଝିପାରିବେ ନାହିଁ।" |
8
|
ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସହେି ଲୋକମାନେ ନଗର ନିର୍ମାଣ ଶଷେ କରିପାରିଲେ ନାହିଁ। |
9
|
ସହେି ସ୍ଥାନର ନାମ ବାବିଲ୍ ହେଲା। ଯେ ହତେୁ ସତାପ୍ରଭୁ ସେସ୍ଥାନ ରେ ସମସ୍ତ ପୃଥିବୀର ଭାଷା ରେ ଭଦେ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ। |
10
|
ଏହା ହେଉଛି ଶମେ ପରିବାରର ବିବରଣୀ, ଯେ ତବେଳେ ଶମେକୁ ଏକଶହ ବର୍ଷ ହାଇେଥିଲା ଏବଂ ବନ୍ଯାର ଦୁଇବର୍ଷ ପରେ ସେ ଅର୍ଫକଷଦର ପିତା ହେଲ। |
11
|
ଏହାପରେ ଅର୍ଫକଷଦର ଜନ୍ମ ପରେ ଶମେ 500 ବର୍ଷ ବଞ୍ଚିଲେ ଓ ପୁତ୍ର ଏବଂ କନ୍ଯାଗଣର ପିତା ହେଲ। |
12
|
ଆର୍ଫକଷଦ ପଞ୍ଚତିରିଶ ବର୍ଷ ବଯସ ରେ ଶଲହରେ ପିତା ହେଲ। |
13
|
ଶଲହରେ ପିତା ହେଲାପରେ, ଆର୍ଫକ୍ଷଦ 403 ବର୍ଷ ବଞ୍ଚିଲେ ଏବଂ ପୁତ୍ର ଓ କନ୍ଯାଗଣ ଲାଭ କଲେ। |
14
|
ଶଲହକେୁ ତିରିଶ ବର୍ଷ ବଯସ ରେ ସେ ଏବରର ପିତା ହେଲ। |
15
|
ଏବର ଜନ୍ମ ହବୋପରେ ଶଲହେ 403 ବର୍ଷ ବଞ୍ଚିଲା। ସହେି ସମୟ ମଧିଅରେ ସେ ପୁତ୍ର କନ୍ଯାଙ୍କୁ ଜନ୍ମ ଦେଲେ। |
16
|
ଏବରକୁ 34 ବର୍ଷପରେ ତାଙ୍କର ଏକ ପୁତ୍ର ଜନ୍ମିଲା ଯାହାର ନାମ ପଲଗେ। |
17
|
ପଲଗରେ ଜନ୍ମପରେ, ଏବର 430 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ସନ୍ତାନ ସନ୍ତତିମାନେ ଜନ୍ମ ନେଲେ। |
18
|
ପଲଗକେୁ ତିରିଶ ବର୍ଷ ବଯସ ରେ ରିଯୁ ନାମକ ଏକ ପୁତ୍ରକୁ ଜନ୍ମ ଦେଲେ। |
19
|
ରିଯର ଜନ୍ମପରେ ପଲଗେ 209 ବର୍ଷ ପଞ୍ଚିଲେ। ସହେି ସମୟରେ ତାଙ୍କର ଅନ୍ୟ ପୁତ୍ର ଓ କନ୍ଯାମାନ ଜନ୍ମ ନେଲେ। |
20
|
ରିଯକୁ ବତିଶ ବର୍ଷ ବଯସ ରେ ତାଙ୍କ ଠାରୁ ସରୁଗ ଜନ୍ମ କଲେ। |
21
|
ସରୁଗର ଜନ୍ମ ପରେ ରିଯୁ 207 ବର୍ଷ ବଞ୍ଚିଲା। ସହେି ସମୟ ମଧିଅରେ ତାଙ୍କଠାରୁ ଆହୁରି ପୁତ୍ର ଓ କନ୍ଯାଗଣ ଜନ୍ମ ନଇେଥିଲେ। |
22
|
ସରୁଗ ତିରିଶ ବର୍ଷ ବଯସ ରେ ନାହାରରେ ପିତା ହେଲ। |
23
|
ନାହାରରେ ଜନ୍ମ ପରେ ସରୁଗ 200 ବର୍ଷ ଅଧିକ ବଞ୍ଚିଲେ। ସହେି ସମୟରେ ମଧିଅରେ ତାଙ୍କଠାରୁ ଅନ୍ୟ ପୁତ ୍ରକନ୍ଯାମାନ ଜନ୍ମ ନେଲେ। |
24
|
ନାହାରକେୁ ଅଣତିରିଶ ବର୍ଷ ବଯସ ରେ ତରହକେୁ ଜନ୍ମ ଦେଲେ। |
25
|
ତରହରେ ଜନ୍ମ ପରେ ନାହାରେ 119 ବର୍ଷ ବଞ୍ଚିଲେ। ସହେି ସମୟରେ ତାଙ୍କଠାରୁ ଅନ୍ୟ ପୁତ୍ରମାନେ ଜନ୍ମ କଲେ। |
26
|
ତରହକେୁ ସତୁରି ବର୍ଷ ବଯସ ରେ ତାଙ୍କର ପୁତ୍ର ଅବ୍ରାମ, ନାହାରେ ଓ ହାରଣ ଜନ୍ମ କଲେ। |
27
|
ଏହା ଅଟେ ତରହରେ ବଂଶାବଳୀ। ତରହେ ଥିଲେ ଅବ୍ରାମ, ନାହାରେ ଓ ହାରୋଣର ପିତା। ହାରୋଣ ଲୋଟକୁ ଜନ୍ମ କଲା। |
28
|
ହାରୋଣ ଆପଣା ପିତା ତରହରେ ସାକ୍ଷା ସାକ୍ଷାତ ରେ କଲଦୀଯମାନଙ୍କ ଊର୍ ନାମକ ଆପଣା ଜନ୍ମ ଦେଶ ରେ ମଲା। |
29
|
ଏହାପରେ ଅବ୍ରାମ ଓ ନାହାରେ ଉଭୟ ବିବାହ କଲେ। ଅବ୍ରାମ ସ୍ତ୍ରୀର ନାମ ସାରୀ ଏବଂ ନାହାରରେ ସ୍ତ୍ରୀ ମିଲ୍କା, ହାରୋଣର କନ୍ଯା। ହାରୋଣର ଅନ୍ୟ ଝିଅର ନାମ ୟିସ୍କା। |
30
|
ସାରୀ ବନ୍ଧ୍ଯା ଥିଲେ। ତାଙ୍କର କୌଣସି ସନ୍ତାନ ନଥିଲେ। |
31
|
ତରହେ ଆପଣା ପୁତ୍ର ଅବ୍ରାମକୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଂଗ ରେ ନଲୋ। ଏବଂ ସେ ସମସ୍ତ କଲଦୀଯମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ଯ ରେ ୟାତ୍ରା କରି ହାରଣ ନଗର ରେ ବସତି ସ୍ଥାପନ କଲେ। |
32
|
ତରହେ ହାରଣ ନଗର ରେ ଥାଇ 205 ବର୍ଷ ରେ ମଲେ। |
Genesis 11:30 Oriya Language Bible Words basic statistical display
COMING SOON ...