1
|
ନୋହର ପୁତ୍ରମାନେ ଥିଲେ, ଶମେ, ହାମ ଏବଂ ଯଫେତ୍। ବନ୍ଯାପରେ ଏହି ତିନିଜଣ ସମାନଙ୍କେର ସନ୍ତାନ ସନ୍ତତି ଜନ୍ମ ନଇେଥିଲେ। |
2
|
ଯଫେତ୍ଙ୍କର ପୁତ୍ରମାନେ ହେଲ, ଗୋମର, ମାଗୋଗ୍, ମାଦଯ, ତୁବଲ, ୟବନ, ମେଶକ ଓ ତିରସ। |
3
|
ଅସ୍ମିନସ୍, ରୀଫତ୍ ଓ ତୋଗର୍ମ ଏମାନେ ଥିଲେ ଗୋମର ସନ୍ତାନ। |
4
|
ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ୟବନର ସନ୍ତାନ ଥିଲେ। |
5
|
ଏମାନଙ୍କଠାରୁ ଅନ୍ୟଦେଶୀଯମାନଙ୍କର ଦ୍ବୀପ ନିବାସୀଗଣ ଆପଣାମାନଙ୍କ ପାଇଁ ଦେଶ ବିଦେଶ ରେ ନିଜ ନିଜ ଭାଷାନୁୟାଯୀ ବ୍ଯାପ୍ତ ହାଇେ ନିଜ ନିଜ ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲ! |
6
|
ହାମର ସନ୍ତାନଗଣ ଥିଲେ। କୂଶ୍, ମିଶର, ପୂଟ୍ ଓ କିଣାନ। |
7
|
ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରଯମାର ସନ୍ତାନ। |
8
|
ନିମ୍ରୋଜ୍ କୂଶର ପୁତ୍ର। ସେ ପୃଥିବୀ ମଧିଅରେ ପରାକ୍ରମି ହବୋକୁ ଲାଗିଲା। |
9
|
ସେ ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ହେଲା। ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ନିମ୍ରୋଜ ତୁଲ୍ଯ ଥିଲେ ବୋଲି ଲୋକମାନେ କହୁଥିଲେ, " ସେ ବ୍ଯକ୍ତି ନିମ୍ରୋଜ ସଦୃଶ ସଦାପ୍ରଭୁଙ୍କ ସମ୍ମୁଖ ରେ ଗୋଟିଏ ପରାକ୍ରାନ୍ତ ବ୍ଯାଧ।" |
10
|
ଶନିଯର ଦେଶ ରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ଯ ହେଲା। |
11
|
ସହେି ଦେଶରୁ ଅଗ୍ରିଯା ବାହାରି ନୀନିବୀ ରହୋବୋଚ୍ ପୁରୀ ଓ କଲହେ |
12
|
ଏବଂ ନୀନିବୀ ଓ କଲହରେ ମଧ୍ଯସ୍ଥିତ ରଷେନ ନଗର ସ୍ଥାପଲ କଲା। ( ରଷେନ ଏକ ପ୍ରଧାନ ନଗର ଥିଲା)। |
13
|
ମିଶରୀଯମ ଲୂଦୀଯ, ଅନାମୀଯ, ଲହାବୀଯ ଓ ନପ୍ତୁହୀଯ ଲୋକମାନଙ୍କର ପିତା ଥିଲେ। |
14
|
ପଥ୍ରୋଷୀଯ, କସ୍ଲୁହୀଯ ଓ କପ୍ତୋରିଯ (ଏହି ପଲେଷ୍ଟୀୟ ଲୋକମାନେ କସ୍ଲୁହୀଯରୁ ଆସିଲେ।) |
15
|
ସୀଜୋନର ପିତା ଥିଲେ କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ଯ ହେତ୍ର ପିତାଥିଲେ। ହେତ୍ ହେଲେ ହିଟାତୀଯମାନଙ୍କର ପିତା। |
16
|
କିଣାନ ମଧ୍ଯ ୟିବୁଷୀଯ, ଇମାରେୀୟ ଓ ଗିର୍ଗାଶୀଯ ପିତା ଥିଲେ। |
17
|
ହିଦ୍ଦୀଯ, ଅର୍କୀଯ ଓ ସୀନିଯ |
18
|
ଅର୍ବଦୀଯ, ସାମରୀଯ ଓ ହମାତୀଯ, ଏହିପରି କିଣାନିଯମାନଙ୍କର ବଂଶ ବ୍ଯାପିଲା। |
19
|
ତହିଁରେ ସୀଦୋନଠାରୁ ଗରା ରେ ଦିଗକୁ ହସା ପ୍ରର୍ୟ୍ଯନ୍ତ ପୁଣି ସଦୋମ୍, ହ ମାରୋ ଓ ଅଦ୍ମା, ସବୋଯୀମ ଦିଗ ରେ ଲୋଶା ପର୍ୟ୍ଯନ୍ତ କିଣାନୀଯମାନଙ୍କ ବସତିର ସୀମା ଥିଲା। |
20
|
ନିଜ ନିଜ ଦେଶ ଓ ଗୋଷ୍ଠୀ ରେ ସମାନଙ୍କେ ବଂଶ ଓ ଭାଷାନୁସା ରେ ଓ ସମସ୍ତ ହାମର ସନ୍ତାନ। |
21
|
ଯଫେତର ବଡ଼ଭାଇ ଶମଙ୍କେର ମଧ୍ଯ ସନ୍ତାନ ସନ୍ତତି ଥିଲେ, ସହେି ଏବର ଯଫେତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲେ। |
22
|
ଶମରେ ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ୍ ଓ ଅରାମ୍। |
23
|
ଏହି ଅରାମର ସନ୍ତାନ ଊଷ୍, ହୂଲ, ଗେଥର ଓ ମଶ୍। |
24
|
ଏବଂ ଅର୍ଫକ୍ଷଦର ସନ୍ତାନ ଶଲହେ ଓ ଶଲହରେ ସନ୍ତାନ ଏବର। |
25
|
ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପଲେଗ୍ କାରଣ ସହେି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ୟକ୍ତନ୍। |
26
|
ଏବଂ ୟକ୍ତନର ପୁତ୍ର ଅଲମାଦେଦ୍ ଓ ଶଲେପ୍, ହତସର୍ମାବତ ଓ ଯରହେ। |
28
|
ଓବଲ ଓ ଅବୀମାଯେଲ୍ ଓ ଶବା। |
29
|
ଓଫୀର, ହବୀଲା ଓ ୟୋବବ୍, ଏହି ସମସ୍ତ ୟକ୍ତଲର ସନ୍ତାନ। |
30
|
ମଷୋ ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ୟ୍ଯନ୍ତ ସମାନଙ୍କେର ବସତି ଥିଲା। |
31
|
ଆପଣା ଦେଶ ରେ ସମାନଙ୍କେର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏ ସମସ୍ତେ ଶମରେ ସନ୍ତାନ। |
32
|
ନିଜ ନିଜ ଗୋଷ୍ଠୀ ରେ ସମାନଙ୍କେ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଲାବନ ପରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀ ରେ ବିଭକ୍ତ ହେଲେ। |
Genesis 10:31 Oriya Language Bible Words basic statistical display
COMING SOON ...