Indian Language Bible Word Collections
Ezra 8:3
Ezra Chapters
Ezra 8 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Ezra Chapters
Ezra 8 Verses
1
|
ଏହି ନାମଗୁଡିକ ହେଉଛି ପିତୃବଂଶର ମୁଖ୍ଯମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନରୁ ୟିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ୟିରୁଶାଲମକୁ ଆସିଥିଲୁ। ଏହିଠା ରେ ସମାନଙ୍କେର ଚିଠା ଦିଆଗଲା। |
2
|
ପୀନହସର ବଂଶଧରମାନଙ୍କ ମଧ୍ଯରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ଯରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ଯରୁ ହଟୂଶ୍। |
3
|
ଶଖନିଯର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ, ପରିଯୋଶର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହାଇେଥିଲେ। |
4
|
ପହତ୍ ମାୟୋବର ବଂଶଧରମାନଙ୍କ ମଧ୍ଯରୁ ସରହିଯର ପୁତ୍ର ଇଲୀହୋଐନଯ ଓ ତାହା ସଙ୍ଗେ 200 ପୁରୁଷ। |
5
|
ଏବଂ ଜାତୁଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟହସୀଯଲରେ ପୁତ୍ର ଶଖନିଯ ଏବଂ ତାହା ସଙ୍ଗେ 300 ପୁରୁଷ। |
6
|
ଆଉ ଆଦୀନର ବଂଶଧରମାନଙ୍କ ମଧ୍ଯରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଗ୍ଭଶ ପୁରୁଷ। |
7
|
ଏଲମର ବଂଶଧରମାନଙ୍କ ମଧ୍ଯରୁ ଅଥଲିଯର ପୁତ୍ର ୟିଶାଯାହ ଓ ତାଙ୍କ ସଙ୍ଗେ 70 ପୁରୁଷ। |
8
|
ଶଫଟିଯର ବଂଶଧରମାନଙ୍କ ମଧ୍ଯରୁ ମୀଖାଯଲରେ ପୁତ୍ର ସବଦିଯ ଓ ତାହା ସଙ୍ଗେ 8 0 ପୁରୁଷ। |
9
|
ଯୋୟାବର ବଂଶଧରମାନଙ୍କ ମଧ୍ଯରୁ ୟିହିଯଲରେ ପୁତ୍ର ଓବଦିଯ ଓ ତାହାଙ୍କ ସଙ୍ଗେ 218 ପୁରୁଷ। |
10
|
ଆଉ ବାଣିର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟୋଷିଫିଯର ପୁତ୍ର ଶ ଲୋମୀତ ଓ ତାହା ସଙ୍ଗେ 160 ପୁରୁଷ। |
11
|
ବବଯରେ ବଂଶଧରମାନଙ୍କ ମଧ୍ଯରୁ ବବଯରେ ପୁତ୍ର ଜିଖରିଯ ଓ ତାହାଙ୍କ ସଙ୍ଗେ 28 ପୁରୁଷ। |
12
|
ଅସ୍ଗଦର ବଂଶଧରମାନଙ୍କ ମଧ୍ଯରୁ ହକାଟନର ପୁତ୍ର ୟୋହାନନ୍ ଓ ତାହା ସଙ୍ଗେ |
14
|
ଆଉ ବିଗ୍ବଯ ବଂଶଧରମାନଙ୍କ ମଧ୍ଯରୁ ଊଥଯ ଓ ସବୂଦ୍ ଓ ସମାନଙ୍କେ ସଙ୍ଗେ 70 ପୁରୁଷ। |
15
|
ମୁଁ ଏହି ଲୋକମାନଙ୍କୁ ଅହବା ଆଡକୁ ପ୍ରବାହିତ ନଦୀ ନିକଟରେ ଏକତ୍ର କଲି। ସଠାେରେ ଆମ୍ଭମାନେେ ଛାଉଣୀ କରି ତିନିଦିନ ରହିଲୁ। ମୁଁ ଲୋକମାନଙ୍କ ମଧିଅରେ ଓ ଯାଜକମାନଙ୍କ ମଧିଅରେ ଖାଜେିଲି କିନ୍ତୁ ଲବେୀର କୌଣସି ପୁତ୍ରକୁ ପାଇଲି ନାହିଁ। |
16
|
ତେଣୁ ମୁଁ ଇଲୀଯଷେର, ଅରୀଯଲେ, ଶମଯିଯ ଓ ଇଲ୍ନାଥନ ଓ ୟାରିବ୍ ଇଲ୍ନାଥନ ଓ ନାଥନ, ଜିଖରୀଯ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ଯ ୟୋଯାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି। |
17
|
ଏହାପରେ ମୁଁ ସମାନଙ୍କେୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନାଥୀନୀଯମାନଙ୍କୁ କହିବାକୁ ସମାନଙ୍କେୁ ଆଦେଶ ଦଲେି। |
18
|
ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ବର ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସମାନେେ ଇଶ୍ରାୟେଲର ପୌତ୍ର, |
19
|
ହସବିଯ ଓ ତାହା ସଙ୍ଗେ ମରାରି ବଂଶଧରମାନଙ୍କ ମଧ୍ଯରୁ ୟିଶଯାହ ତାହାର ଭାତୃଗଣ ଓ ସମାନଙ୍କେ ପୁତ୍ରଗଣ ଏପରି କୋଡିଏ ଜଣ। |
20
|
ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲବେୀୟମାନଙ୍କ ସବୋକାର୍ୟ୍ଯ ନିମନ୍ତେ ଦଇେଥିଲେ, ସମାନଙ୍କେ ମଧ୍ଯରୁ 22 0 ଜଣ ନଥନୀଯ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା। |
21
|
ଏହାପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାଯ ରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ସାକ୍ଷାତ ରେ ଆପଣାମାନଙ୍କୁ ନମ୍ରକରିବା ପାଇଁ ମୁଁ ଅହିବାନଦୀ ନିକଟରେ ଉପବାସ ଘାଷେଣା କଲି। |
22
|
କାରଣ ପଥ ମଧିଅରେ ଶତୃ ବିରୁଦ୍ଧ ରେ ଆମ୍ଭମାନଙ୍କୁ ସାହାର୍ୟ୍ଯ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ଯ ଓ ଅଶ୍ବାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ବରଙ୍କୁ ଭରସା କରନ୍ତି, " ସମାନଙ୍କେର ମଙ୍ଗଳ ପାଇଁ ସମାନଙ୍କେ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ଯାଗ କରନ୍ତି, ତାଙ୍କର ଶକ୍ତି ଓ କୋର୍ଧ ସମାନଙ୍କେର ବିରୁଦ୍ଧ ରେ ଥାଏ।" |
23
|
ଏଣୁ ଆମ୍ଭମାନେେ ଉପବାସ କଲୁ ଏବଂ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ବିନତୀ କଲୁ ଏବଂ ସେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦେଲେ। |
24
|
ତେଣୁ ମୁଁ ଯାଜକମାନଙ୍କ ମଧ୍ଯରୁ ବାରଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେ ରବେିଯ, ହଶବିଯ ଓ ସମାନଙ୍କେ ସହିତ ସମାନଙ୍କେର ଦଶଜଣ ଭ୍ରାତାଙ୍କୁ ପୃଥକ୍ କଲି। |
25
|
ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇଶ୍ରାୟେଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ବରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସମାନଙ୍କେୁ ତୌଲି ଦଲେି। |
26
|
ମୁଁ ସମାନଙ୍କେ ହସ୍ତ ରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରେ ୗପ୍ୟପାତ୍ର ଓ 100 ତାଳନ୍ତ ସୁନା। |
28
|
ଏବଂ ମୁଁ ବାରଜଣ ଯାଜକମାନଙ୍କୁ କହିଲି, "ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଓ ପାତ୍ର ସବୁ ପବିତ୍ର, ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ବର ଉଦ୍ଦେଶ୍ଯ ରେ ସ୍ବେଚ୍ଛାଦତ୍ତ ଉପହାର ଅଟେ। |
29
|
ସଦାପ୍ରଭୁ ୟିରୁଶାଲମସ୍ଥ ମନ୍ଦିର କଠାେରୀ ରେ ପ୍ରଧାନ ଯାଜକ ଗର୍ବର ଓ ଲବେୀୟମାନଙ୍କର ଓ ଇଶ୍ରାୟେଲୀୟ ପରିବାରର ନେତାମାନଙ୍କର ସାକ୍ଷାତ ରେ ଏହାସବୁ ତୌଲି ନଦବୋ ପର୍ୟ୍ଯନ୍ତ ତୁମ୍ଭମାନେେ ସତର୍କ ହୁଅ ଓ ଏହା ସବୁର ସୁରକ୍ଷା କର।" |
30
|
ତହିଁରେ ଯାଜକମାନେ ଓ ଲବେୀୟମାନେ ଆମ୍ଭମାନଙ୍କ ୟିରୁଶାଲମସ୍ଥ ପରମେଶ୍ବରଙ୍କ ମନ୍ଦିରକୁ ଆଣିବା ପାଇଁ ସହେି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କଲେ। |
31
|
ଏହାପରେ ଆମ୍ଭମାନେେ ୟିରୁଶାଲମକୁ ୟାତ୍ରାକରିବା ନିମନ୍ତେ ପ୍ରଥମ ମାସର ଦ୍ବାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧିଅରେ ଶତୃ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ। |
32
|
ତେଣୁ ଆମ୍ଭମାନେେ ୟିରୁଶାଲମ ରେ ଉପସ୍ଥିତ ହାଇେ ସଠାେରେ ତିନିଦିନ ବିଶ୍ରାମ କଲୁ। |
33
|
ଏହାପରେ ଚତୁର୍ଥଦିନ ସହେି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ରେ ତୌଲାୟାଇ ଊରିଯ ଯାଜକର ପୁତ୍ର ମରମୋେତ୍ ହସ୍ତ ରେ ଦିଆଗଲା। ତାହା ସଙ୍ଗେ ପୀନହସର ପୁତ୍ର ଏଲିଯାସର ଥିଲା। ସମାନଙ୍କେ ସଙ୍ଗେ ଯଶୂେଯର ପୁତ୍ର ୟୋଷାବଦ୍ ଓ ବିନ୍ନୂଯିର ପୁତ୍ର ନୋଯଦିଯ ଏହି ଲବେୀୟମାନେ ଥିଲେ। |
34
|
ସମଗ୍ର ଦ୍ରବ୍ଯ ଗଣା ୟାଇ ଓ ପରିମିତ ହାଇେ ଦିଆଗଲା ଓ ସହେି ସମୟରେ ସହେିସବୁର ତୌଲ୍ଯ ଲଖାଗେଲା। |
35
|
ନିର୍ବାସନରୁ ଆଗତ ବନ୍ଦୀତ୍ବର ସନ୍ତାନଗଣ ସମଗ୍ର ଇଶ୍ରାୟେଲ ନିମନ୍ତେ ଇଶ୍ରାୟେଲ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ହାମବେଳି ରୂପେ 12 ବୃଷ, |