1
|
" ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ରୋଶ, ମେଶକ ଓ ତୁବଲର ମୁଖ୍ଯ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଛି। |
2
|
ମୁଁ ତୁମ୍ଭକୁ ବନ୍ଦୀ କରିବି ଓ ତୁମ୍ଭକୁ ଫରୋଇ ଆଣିବି। ଆଉ ଉତ୍ତର ଦିଗର ପ୍ରାନ୍ତ ଭାଗରୁ ତୁମ୍ଭକୁ ଅଣାଇବି। ପୁଣି ଇଶ୍ରାୟେଲର ପର୍ବତସମୂହର ବିରୁଦ୍ଧ ରେ ତୁମ୍ଭକୁ ଆଣିବି। |
3
|
ମୁଁ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବି। |
4
|
ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ତୁମ୍ଭେ ପତିତ ହବେ। ତୁମ୍ଭର ସମସ୍ତ ସୈନ୍ଯ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ଯ ପତିତ ହବେେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି। |
5
|
ତୁମ୍ଭେ ଖାେଲା ପଡ଼ିଆ ରେ ପତିତ ହବେ।"' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି। |
6
|
ପରମେଶ୍ବର କହିଲେ, "ପୁଣି ନିରାପଦ ରେ ବାସ କରୁଛନ୍ତି ବୋଲି ମନେ କରୁଥିବା ମାଗୋଗର ଓ ଦ୍ବୀପ ସମୂହ ଉପରକୁ ମୁଁ ଅଗ୍ନି ପ୍ ରରଣେ କରିବି। ତହିଁରେ ଏହା ସମାନେେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। |
7
|
ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ମାରେପବିତ୍ର ନାମକୁ ଜ୍ଞାତ କରାଇବି। ମାରେ ପବିତ୍ର ନାମକୁ ଆଉ ଅପବିତ୍ର ହବୋକୁ ଦବେି ନାହିଁ। ତାହା ହେଲେ ମୁଁ ଯେ ଇଶ୍ରାୟେଲ ମଧିଅରେ ଧର୍ମମଯ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀଯମାନେ ଜାଣିବେ। |
8
|
ଆଉ ଦେଖ, ସହେିଦିନ ଆସୁଅଛି ଓ ତାହା ନିଶ୍ଚିତ ଭାବରେ ଆସିବ।" ଏହା ସଦାପ୍ରଭୁ କହନ୍ତି। "ପୁଣି ଯେଉଁ ଦିନର ବିଷଯ ମୁଁ କହିଅଛି, ଏହା ସହେି ଦିନ। |
9
|
" ସହେି ସମୟରେ ଇଶ୍ରାୟେଲର ନଗରବାସୀ ପ୍ରାନ୍ତରକୁ ଆସି ଢ଼ାଲ, ଫଳକ, ଧନୁ, ତୀର ଆଶାବାଡ଼ି ଓ ବର୍ଚ୍ଛା ଆଦି ଅସ୍ତ୍ର ଶସ୍ତ୍ର ନଇେ ନିଆଁ ଲଗାଇ ଜାଳି ଦବେେ। ସମାନେେ ସାତବର୍ଷ ପର୍ୟ୍ଯନ୍ତ ସେ ସବୁକୁ ନଇେ ଜାଳଣେି କରିବେ। |
10
|
ଆଉ ସମାନେେ ପଦାରୁ କାଠ ଆଣିବେ ନାହିଁ କିମ୍ବା ବନରୁ କିଛି କାଠ କାଟିବେ ନାହିଁ। କାରଣ ସମାନେେ ସହେି ଅସ୍ତ୍ରଶସ୍ତ୍ରକୁ ଜାଳଣେି ରୂପେ ବ୍ଯବହାର କରିବେ। ଆଉ ସମାନେେ ଲୁଣ୍ଠନକାରୀଙ୍କଠାରୁ ଧନ ଲୁଣ୍ଠନ କରିବେ ଓ ସମାନଙ୍କେର ଅପହରଣକାରୀଙ୍କଠାରୁ ସମ୍ପତ୍ତି ଅପହରଣ କରିବେ।" ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି। |
11
|
"ପରମେଶ୍ବର କହନ୍ତି ମୁଁ ସହେିଦିନ ଗୋଗର ସମାଧି ସ୍ଥାନ ନିମନ୍ତେ ଇଶ୍ରାୟେଲ ମଧିଅରେ ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ବାଛିବି ଏବଂ ତାହା ପଥିକମାନଙ୍କର ଗମନ ରୋଧ କରିବ। ସହେି ସ୍ଥାନ ରେ ଲୋକମାନେ ଗୋଗକୁ ଓ ତାହାର ସମସ୍ତ ଲୋକଙ୍କୁ କବର ଦବେେ। ଏବଂ ସହେି ସ୍ଥାନକୁ ସମାନେେ 'ଗୋଗର ସୈନ୍ଯମାନଙ୍କର ଉପତ୍ୟକା' ବୋଲି ନାମ ଦବେେ। |
12
|
ପୁଣି ଦେଶକୁ ଶୁଚି କରିବା ନିମନ୍ତେ ସମାନଙ୍କେୁ କବର ଦବୋପାଇଁ ଇଶ୍ରାୟେଲୀୟମାନଙ୍କୁ ସାତ ମାସ ଲାଗିବ। |
13
|
ଦେଶର ସମସ୍ତ ଜନସାଧାରଣ ସମାନଙ୍କେୁ କବର ଦବେେ। ସଦାପ୍ରଭୁ, ମାରେ ପ୍ରଭୁ କହିଲେ, ମୁଁ ଗୌରବାନ୍ବିତ ହବେି ଏବଂ ସହେି ଦିନଟି ସମାନଙ୍କେ ପାଇଁ ସ୍ମରଣୀଯ ହାଇେ ରହିବ।" |
14
|
ପରମେଶ୍ବର କହିଲେ, "ଦେଶକୁ ଶୁଚି କରିବା ପାଇଁ ମୃତ ସୈନିକମାନଙ୍କୁ କବର ଦବୋ ନିମନ୍ତେ ଲୋକମାନଙ୍କୁ ପୁରା ସମୟ କାର୍ୟ୍ଯ ରେ ନିୟୁକ୍ତ ଦିଆୟିବ। ସମାନେେ ସାତମାସ ଧରି ମୃତ ଶବଗୁଡ଼ିକର ଅନୁସନ୍ଧାନ ରେ ଦେଶ ମଧ୍ଯ ଦଇେ ଗମନ କରିବେ ଓ କବର ଦବେେ। |
15
|
ପୁଣି ସହେି ଗମନକାରୀମାନେ ଦେଶ ମଧିଅରେ ଗଲା ବେଳେ କୌଣସି ସ୍ଥାନ ରେ ଅସ୍ଥି ଦେଖିଲେ, ସଠାେ ରେ ସମାନେେ ଏକ ଚିହ୍ନ ରଖିବେ। ତା'ପ ରେ କବର ଦବୋ ଲୋକମାନେ ହାମାନେ-ଗୋଗ ଉପତ୍ୟକା ରେ ତାକୁ କବର ଦବେେ। |
16
|
ଆଉ ସହେି 'ମୃତମାନଙ୍କର ନଗରର' ନାମ ହାମାନୋ ନାମ ରେ ପରିଚିତ ହବେ। ଏହିରୂପେ ସମାନେେ ଦେଶ ଶୁଚି କରିବେ।" |
17
|
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, " ହେ ମନୁଷ୍ଯ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରେତ୍ୟକକ ବନ୍ଯପଶୁକୁ କୁହ, 'ତୁମ୍ଭମାନେେ ଏକତ୍ର ହାଇେ ଆସ। ଆଉ ତୁମ୍ଭମାନେେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ୟଜ୍ଞର ଚାରିଆଡ଼େ ରୁଣ୍ଡ ହୁଅ। ମୁଁ ଇଶ୍ରାୟେଲ ପର୍ବତଗୁଡ଼ିକ ଉପ ରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାୟଜ୍ଞର ବନ୍ଦୋବସ୍ତ କରୁଅଛି। |
18
|
ତୁମ୍ଭମାନେେ ବୀରମାନଙ୍କ ମାଂସ ଖାଇବ ଓ ରାଜକୁମାରମାନଙ୍କର ରକ୍ତ ପିଇବ। ସମାନେେ ସମସ୍ତେ ବାଶନ ଦେଶର ହୃଷ୍ଟପୁଷ୍ଟ ମଷେ, ମଷେବତ୍ସ, ଛାଗ ଓ ବୃଷଭ ସଦୃଶ ଅଟନ୍ତି। |
19
|
ମୁଁ ତୁମ୍ଭମାନଙ୍କ ପାଇଁ ଯେଉଁ ବଳିର ଆଯୋଜନ କଲି, ତୁମ୍ଭମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ଉତ୍ତମ ମାଂସ ଖାଇବ ଓ ମତ୍ତ ହବୋ ପର୍ୟ୍ଯନ୍ତ ରକ୍ତ ପିଇବ। |
20
|
ତୁମ୍ଭମାନେେ ଆମ୍ଭ ମଜେ ରେ ଅଶ୍ବ, ରଥ, ବୀର ଓ ସବୁ ୟୋଦ୍ଧାମାନଙ୍କୁ ଖାଇ ତୃପ୍ତ ହବେ।"' ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି। |
21
|
"ପରମେଶ୍ବର କହିଲେ, ଜାତିମାନଙ୍କ ମଧିଅରେ ମାରେ ମହିମା ସ୍ଥାପନ କରିବି। ସମାନେେ ସହେି ଦଣ୍ଡ ଦେଖିବେ ଯାହା ମୁଁ ମାରହେସ୍ତ ଉଠାଇ ପ୍ରଯୋଗ କରିଅଛି। |
22
|
ସହେି ଦିନଠାରୁ ଇଶ୍ରାୟେଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସମାନଙ୍କେର ପରମେଶ୍ବର ଅଟୁ। |
23
|
ଆଉ ଗୋଷ୍ଠୀଗଣ ଜାଣିବେ ଯେ, ଇଶ୍ରାୟେଲ ବଂଶ ନିଜ ପାପପୂର୍ଣ୍ଣ କାର୍ୟ୍ଯ ଯୋଗୁଁ ବନ୍ଦୀ ହାଇେ ଅନ୍ୟ ଦେଶକୁ ୟାଇଥିଲେ। କାରଣ ସମାନେେ ମାେ ପ୍ରତି ଅବିଶ୍ବସ୍ତ ଥିଲେ ଏବଂ ମୁଁ ସମାନଙ୍କେଠାରୁ ମାରେ ମୁହଁ ବୁଲଇେ ନଲେି ଓ ସମାନଙ୍କେୁ ସମାନଙ୍କେର ଶତ୍ରୁମାନଙ୍କୁ ହସ୍ତାନ୍ତର କଲି ଏବଂ ସମାନେେ ଶତ୍ରୁଗଣର ଖଡ୍ଗ ରେ ପତିତ ହେଲେ। |
24
|
ସମାନଙ୍କେର ପାପ ଓ ଅପରାଧ ଅନୁସାରେ ମୁଁ ସମାନଙ୍କେୁ ବ୍ଯବହାର କଲି। ମୁଁ ସମାନଙ୍କେଠାରୁ ମାରେମୁହଁ ଲୁଚାଇଲି।" |
25
|
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ଏବେ ମୁଁ ଯାକୁବକୁ ବନ୍ଦୀତ୍ବରୁ ମୁକ୍ତ କରି ଆଣିବି ଓ ସମୁଦାଯ ଇଶ୍ରାୟେଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାେଶ ଇର୍ଷାପରାଯଣ ହବେି। |
26
|
ସମାନେେ ସର୍ବଦା ମାେ ବିରୁଦ୍ଧ ରେ ୟାଇଥିଲେ ବୋଲି ତାହା ଭୁଲିଯିବେ। ଆଉ ସମାନେେ ନିରାପଦ ରେ ଆପଣା ଦେଶ ରେ ବାସ କରିବେ ଓ କହେି ସମାନଙ୍କେୁ ଭୟଭୀତ କରାଇବେ ନାହିଁ। |
27
|
ମୁଁ ସମାନଙ୍କେୁ ଯେଉଁଦିନ ନାନା ଜାତି ମଧ୍ଯରୁ ପୁନର୍ବାର ଆଣିବି ଏବଂ ସମାନଙ୍କେୁ ଶତ୍ରୁଗଣ ଦେଶରୁ ସଂଗ୍ରହ କରିବି, ଅନକେ ଦେଶମାନଙ୍କ ଦୃଷ୍ଟି ରେ ମୁଁ ମାରେ ପବିତ୍ରତା ସମାନଙ୍କେ ମଧିଅରେ ଦଖାଇବେି। |
28
|
ପୁଣି ମୁଁ ଯେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଅଟେ। ତାହା ସମାନେେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧିଅରେ ସମାନଙ୍କେୁ ନିର୍ବାସିତ କରାଇଲି ଓ ପୁନର୍ବାର ସମାନଙ୍କେ ନିଜ ଦେଶ ରେ ସମାନଙ୍କେୁ ସଂଗ୍ରହ କରିଅଛି। ମୁଁ ସମାନଙ୍କେର କାହାକୁ ଆଉ ସଠାେ ରେ ରଖିବି ନାହିଁ। |
29
|
ଏବଂ ମୁଁ ଇଶ୍ରାୟେଲ ପରିବାର ଉପ ରେ ନିଜର ଆତ୍ମା ଜାଳି ଅଛି। ତାହାପ ରେ ମୁଁ ଆପଣା ମୁଖ ସମାନଙ୍କେଠାରୁ ଲୁଚାଇବି ନାହିଁ।" ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି। |
Ezekiel 39:24 Oriya Language Bible Words basic statistical display
COMING SOON ...