Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Books

Acts Chapters

Acts 3 Verses

1 ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତବେେଳେ ଦିନ ତିନିଟା ହାଇେଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା।
2 ସମାନେେ ଉପାସନା ମନ୍ଦିର ପରିସର ମଧିଅରେ ଯାଉଥିବା ସମୟରେ ଜଣେ ଲୋକ ସଠାେରେ ଥିଲା। ସେ ଜନ୍ମରୁ ପଙ୍ଗୁ ହାଇେଥିବାରୁ ଚାଲିପାରୁ ନଥିଲେ। ସମାନେେ ତାହାକୁ ସବୁଦିନ ମନ୍ଦିରରୁ 'ସୁନ୍ଦର ଫାଟକ' ପାଖ ରେ ବ ସଇେ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା।
3 ସେ ଯେତବେେଳେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ୟିବାର ଦେଖିଲା, ସେତବେେଳେ ସେ ସମାନଙ୍କେୁ ପଇସା ମାଗିଲା।
4 ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, "ଆମ୍ଭ ଆଡ଼େ ଚାହଁ।"
5 ସେ କିଛି ପାଇବା ଆଶା ରେ ସମାନଙ୍କେ ଆଡ଼େ ଦେଖିଲା।
6 କିନ୍ତୁ ପିତର କହିଲେ, "ମାେ ପାଖ ରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଉଠି ଚ଼ାଲ।"
7 ଏହା କହି ପିତର ତା'ର ଡ଼ାହାଣ ହାତ ଧରି ଉେଠଇଲେ। ସଙ୍ଗେ ସଙ୍ଗେ ତା' ଗୋଡ଼ ଓ ପାଦ ଶକ୍ତ ହାଇଗେଲା। ସେ ଡ଼ଇେଁ ପଡ଼ି ଚ଼ାଲିବାକୁ ଆରମ୍ଭ କଲା
8 ସେ ନାଚି ନାଚି ଈଶ୍ବରଙ୍କୁ ପ୍ରଶଂସା କରି ସମାନଙ୍କେ ସହିତ ଉପାସନା ମନ୍ଦିରକୁ ଗଲା।
9 ସମସ୍ତେ ତାହାକୁ ଚାଲିବାର ଓ ଇଶ୍ବରଙ୍କର ପ୍ରଶଂସା କରିବାର ଦେଖିଲେ।
10 ଲୋକମାନେ ତାହାକୁ ଚ଼ିହ୍ନିପାରିଲେ ଯେ ଏ ସହେି ଲୋକ ୟିଏ କି ଉପାସନା ମନ୍ଦିରର 'ସୁନ୍ଦର ଫାଟକ' ପାଖ ରେ ବସି ଭିକ ମାଗୁଥିଲା। ସମାନେେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ଏହା କିପରି ସମ୍ଭବ ହେଲା, ତାହା ସମାନେେ ବୁଝିପାରୁ ନଥିଲେ।
11 ସେ ସୁସ୍ଥ ଲୋକଟି ପିତର ଓ ଯୋହନଙ୍କ ପାଖେ ପାଖେ ରହିଲା। ତେଣୁ ସମସ୍ତେ ଆଶ୍ଚର୍ୟ୍ଯ ହାଇେ "ଶଲୋମନଙ୍କ ମଣ୍ଡପ" ରେ ସମାନଙ୍କେ ପାଖକୁ ଦୌଡ଼ି ଆସିଲେ। ତାହା ଦେଖି ପିତର ଲୋକମାନଙ୍କୁ କହିଲେ, " ହେ ଇଶ୍ରଯଲରେ ଲୋକମାନେ, ତୁମ୍ଭମାନେେ ଏହା ଦେଖି କାହିଁକି ଆଶ୍ଚର୍ୟ୍ଯ ହେଉଅଛ?
12 ତୁମ୍ଭମାନେେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଅମ୍ଭ ଶକ୍ତି ବା ଭକ୍ତି ବଳ ରେ ଏହି ଲୋକକୁ ଚ଼ାଲିବାକୁ ଦଲେୁ।
13 ନା! ଇଶ୍ବର ଏହା କରିଛନ୍ତି। ସେ ଅବ୍ରାହାମ, ୟିସ୍ହାକ ଓଯାକୁବଙ୍କ ଇଶ୍ବର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଇଶ୍ବର ଅଟନ୍ତି। ସେ ତାହାଙ୍କ ମହାନ ସବେକ ଯୀଶୁଙ୍କୁ ଗୌରବାନ୍ବିତ କରିଅଛନ୍ତି। ମାତ୍ର ତୁମ୍ଭମାନେେ ଯୀଶୁଙ୍କୁ ମୃତ୍ଯୁ ଭୋଗ କରିବା ନିମନ୍ତେ ସମର୍ପଣ କରି ଦେଲେ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭମାନେେ ଯୀଶୁଙ୍କୁ ଚ଼ାହଁନାହିଁ ବୋଲି ପୀଲାତଙ୍କୁ କହିଲ।
14 ତୁମ୍ଭମାନେେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ବୀକାର କଲ ଓ ଜଣେ ହତ୍ଯାକାରୀକୁ ତାହାଙ୍କ ବଦଳ ରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦବୋ ପାଇଁ ଚାହିଁଲ।
15 ଜୀବନ ଦାନ କରିଥିବା ବ୍ଯକ୍ତିକୁ ତୁମ୍ଭମାନେେ ହତ୍ଯା କଲ, ମାତ୍ର ଇଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭମାନେେ ବି ଏହା ନିଜ ଆଖି ରେ ଦେଖିଅଛୁ।
16 ଏ ଯେଉଁ ଲୋକକୁ ତୁମ୍ଭମାନେେ ଦେଖୁଛ ଓ ଚିହ୍ନିଛ, ସେ ଯୀଶୁଙ୍କ ନାମ ରେ ଶକ୍ତି ପାଇ ଚ଼ାଲି ପାରିଲା। ଯୀଶୁଙ୍କ ନାମ ରେ ଆମ୍ଭମାନଙ୍କର ବିଶ୍ବାସ ଅଛି। ହଁ, କବଳେ ଯୀଶୁଙ୍କ ଉପରେ ଥିବା ବିଶ୍ବାସ ତାକୁ ସମ୍ପୁର୍ଣ୍ଣ ରୂପେ ଆରୋଗ୍ୟ କରି ଦଲୋ ଆଉ ତାହା ତୁମ୍ଭମାନେେ ଦେଖିଲ।
17 "ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭମାନେେ ମଧ୍ଯ କ'ଣ କରୁଛ, ତାହା ନବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ଯ କ'ଣ କରୁଅଛନ୍ତି, ତାହା ବୁଝିପାରି ନଥିଲେ।
18 ଇଶ୍ବର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟ ରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ବାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ବର ଏ ସବୁ ଘଟଣା ଘଟାଉଛନ୍ତି।
19 ଏଥିପାଇଁ ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ବରଙ୍କ ପାଖକୁ ଫରେିଆସ, ତବେେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରି ଦବେେ।
20 ଏପରି କଲେ ପ୍ରଭୁ ତୁମ୍ଭମାନଙ୍କୁ ଆତ୍ମିକ ଶାନ୍ତି ଦବେେ। ତାହାଙ୍କ ମନୋନୀତ ଖ୍ରୀଷ୍ଟ ଯୀଶୁଙ୍କୁ ମଧ୍ଯ ସେ ତୁମ୍ଭମାନଙ୍କ ପାଖକୁ ପଠାଇ ଦବେେ।
21 ପୁନର୍ବାର ସମସ୍ତ କାର୍ୟ୍ଯ ସୁସମ୍ପନ୍ନ ହବୋ ପର୍ୟ୍ଯନ୍ତ ଯୀଶୁଙ୍କୁ ସ୍ବର୍ଗ ରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟ ରେ ପରମେଶ୍ବର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ଯମ ରେ କହିଛନ୍ତି।
22 ମାଶାେ କହିଛନ୍ତି, 'ପରମେଶ୍ବର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦବେେ। ସହେି ଭାବବାଦୀ ତୁମ୍ଭମାନଙ୍କ ମଧ୍ଯରୁ ଆସିବେ। ସେ ମାେ'ପରି ହବେେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ।
23 ଯେଉଁ ଲୋକ ତାହାଙ୍କ କଥାର ବାଧ୍ଯ ହବେନାହିଁ ତା'ର ମୃତ୍ଯୁ ଘଟିବ ଓ ପରମେଶ୍ବରଙ୍କ ଲୋକମାନଙ୍କ ମଧ୍ଯରୁ ସେ ବିଚ୍ଛିନ୍ନ କରିଦିଆୟିବ।'
24 ହଁ, ଶାମୁଯଲେ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀମାନେ ଏହି ସମୟ ବିଷୟ ରେ ଘୋଷଣା କରିଛନ୍ତି।
25 ତୁମ୍ଭମାନେେ ସହେି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ବର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭମାନେେ ମଧ୍ଯ ତା'ର ଉତ୍ତରାଧିକାରୀ। ସେ ଅବ୍ରାହାମଙ୍କୁ କହିଥିଲେ, 'ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ବାରା ଜଗତ ରେ ସବୁ ଲୋକ ଆଶୀର୍ବାଦ ପାଇବେ।'
26 ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶଷେ ସବେକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭମାନେେ ଯେପରି ମନ୍ଦକାର୍ୟ୍ଯରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।"
×

Alert

×