Indian Language Bible Word Collections
2 Samuel 8:13
2 Samuel Chapters
2 Samuel 8 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
2 Samuel Chapters
2 Samuel 8 Verses
1
|
ଏହାପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେଠାରକ୍ସ୍ଟ ତାଙ୍କ ରାଜଧାନୀର କତ୍ତର୍କ୍ସ୍ଟତ୍ବ ନେଲେ। |
2
|
ଦାଉଦ ମଧ୍ଯ ମାୟୋବକକ୍ସ୍ଟ ପରାସ୍ତ କଲେ। ସେ ସମାନଙ୍କେୁ ଭୂମିରେ ପଡି ରହିବା ପାଇଁ ବାଧ୍ଯ କଲେ, ସେ ସମାନଙ୍କେୁ ଏକ ଦଉଡି ଦ୍ବାରା ଦକ୍ସ୍ଟଇ ଦଳ ରେ ବିଭକ୍ତ କଲେ। ଦକ୍ସ୍ଟଇ ଧାଡିରକ୍ସ୍ଟ ପୁରୁଷ ଲୋକମାନଙ୍କୁ ହତ୍ଯା କରାଗଲା, କିନ୍ତୁ ତୃତୀୟ ଧାଡିଟିକକ୍ସ୍ଟ ଜୀବନ୍ତ ଛାଡି ଦିଆଗଲା। ତା'ପରେ ମାୟୋବୀଯମାନେ ଦାଉଦଙ୍କର ସବେକ ହେଲ ଓ ତାକକ୍ସ୍ଟ କର ଦେଲେ। |
3
|
ସୋବାରର ରାଜା ରହୋବର ପକ୍ସ୍ଟତ୍ର, ହଦଦଷେର ଫରାତ ନଦୀ ନିକଟରେ ନିଜର ରାଜ୍ଯ ପକ୍ସ୍ଟନର୍ବାର ହସ୍ତଗତ କରିବାକୁ ୟିବା ସମୟରେ ଦାଉଦ ତାହାଙ୍କକ୍ସ୍ଟ ପରାସ୍ତ କଲେ। |
4
|
ଦାଉଦ ତାଠାରକ୍ସ୍ଟ 1 ,700 ଅଶ୍ବାରୋହୀ ଏବଂ 20 ,000 ପଦାତିକ ସୈନ୍ଯ ନେଲେ। ଦାଉଦ |
6
|
ତା'ପରେ ଦାଉଦ ଦମ୍ମେଶକର ଅରାମ ସୀମା ରେ ସୈନ୍ଯଦଳମାନଙ୍କୁ ମୃତଯନ କଲେ। ଏବଂ ଅରାମୀଯମାନେ ଦାଉଦଙ୍କର ସବେକ ହାଇଗେଲେ। ସମାନେେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡକକ୍ସ୍ଟ ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ। |
7
|
ଦାଉଦ ହଦଦଷେର ଅଧିକାରୀମାନଙ୍କ ପାଖ ରେ ଥିବା ସକ୍ସ୍ଟବର୍ଣ୍ଣ ଢାଲଗକ୍ସ୍ଟଡିକ ଛଡାଇ ଆଣିଲେ। ଦାଉଦ ସହେି ସକ୍ସ୍ଟବର୍ଣ୍ଣ ଢାଲଗକ୍ସ୍ଟଡିକ ଯିରୁଶାଲମକୁ ନଇେ ଆସିଲେ। |
8
|
ଦାଉଦ ମଧ୍ଯ ହଦଦଷେର ସହର ବଟହେ ଓ ବରେୋଥାରକ୍ସ୍ଟ ବହକ୍ସ୍ଟତ ଦ୍ରବ୍ଯ ଓ ଅପାର ପିତ୍ତଳ ନଇେ ଆସିଲେ। |
9
|
ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦଷେର ସମସ୍ତ ୈସନ୍ଯମାନଙ୍କୁ ପରାସ୍ତ କରିଛନ୍ତି। |
10
|
ତେଣୁ ତୋହି ତାଙ୍କର ପକ୍ସ୍ଟତ୍ର ଯୋରାମକକ୍ସ୍ଟ ରାଜା ଦାଉଦଙ୍କକ୍ସ୍ଟ ଅଭ୍ଯର୍ଥନା କରିବା ପାଇଁ ଓ ୟକ୍ସ୍ଟଦ୍ଧ ରେ ହଦଦଷେର ବିରକ୍ସ୍ଟଦ୍ଧ ରେ ଜଯଲାଭ କରିଥିବାରକ୍ସ୍ଟ ଶକ୍ସ୍ଟଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରକ୍ସ୍ଟ ହଦଦଷେର ତୋହି ସହିତ ୟକ୍ସ୍ଟଦ୍ଧ ରେ ରତ ଥିଲେ। ଯୋରାମ ନିଜ ସଙ୍ଗ ରେ ସକ୍ସ୍ଟନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ଯ ଆଣିଥିଲେ। |
11
|
ଦାଉଦ ସେସବୁ ଦ୍ରବ୍ଯକକ୍ସ୍ଟ ଗ୍ରହଣ କଲେ ଓ ସଦାପ୍ରଭୁଙ୍କୁ ସଗେୁଡିକୁ ଅର୍ପଣ କଲେ। ସେ ସଗେୁଡିକୁ ଅନ୍ୟ ସକ୍ସ୍ଟନା ରୂପାର ଦ୍ରବ୍ଯ ପାଖ ରେ ରହିଲେ, ଯାହା ସେ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ସଗେୁଡିକୁ ଯେଉଁ ଦେଶକକ୍ସ୍ଟ ପରାସ୍ତ କରୁଥିଲେ, ସହେି ଦେଶରକ୍ସ୍ଟ ଦ୍ରବ୍ଯମାନ ଆଣକ୍ସ୍ଟଥିଲେ। |
12
|
ଦାଉଦ ଅରାମ, ମାଯାେବ, ଅମ୍ମାନେ, ପଲେଷ୍ଟୀୟ, ଅମାଲକେୀଯ ଏବଂ ସେ ମଧ୍ଯ ସୋବାର ରାଜା ରହବରେ ପକ୍ସ୍ଟତ୍ର ହଦଦଷେରକକ୍ସ୍ଟ ପରାସ୍ତ କରିଥିଲେ। |
13
|
ଦାଉଦ ଲବଣ ନାମକ ଉପତ୍ୟକା ରେ ଅରାମୀଯମାନଙ୍କର 18,000 ସୈନ୍ଯଙ୍କକ୍ସ୍ଟ ବଧ କରିଥିଲେ ଓ ସେ ଯେତବେେଳେ ଘରକକ୍ସ୍ଟ ଫରେିଲେ ସେତବେେଳେ ବହକ୍ସ୍ଟତ ଖ୍ଯାତି ଅର୍ଜନ କରିଥିଲେ। |
14
|
ଦାଉଦ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ଇଦୋମ ରେ ମୃତଯନ କଲେ। ସେ ଇଦୋମ ସାରା ବହକ୍ସ୍ଟତ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ମୃତଯନ କଲେ। ସମସ୍ତ ଇଦୋମୀଯଗଣ ଦାଉଦଙ୍କର ଦାସ ହେଲ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ। |
15
|
ଦାଉଦ ସମଗ୍ର ଇଶ୍ରାୟେଲ ଉପରେ ରାଜତ୍ବ କଲେ। ଦାଉଦ ମଧ୍ଯ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସକ୍ସ୍ଟବିଗ୍ଭର କଲେ। |
16
|
ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ ସୈନ୍ଯମାନଙ୍କ ଉପରେ ପ୍ରାଧାନ୍ଯ ଥିଲା, ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯିହାଶାଫେଟ୍ ମଧ୍ଯ ଇତିହାସ ଲେଖକ ଥିଲେ। |
17
|
ଅହୀଟକ୍ସ୍ଟବର ପକ୍ସ୍ଟତ୍ର ସାଦୋକ୍ ଓ ଅବିଯାଥରର ପକ୍ସ୍ଟତ୍ର ଅହୀମଲକେ ଯାଜକ ଥିଲେ। ସରାଯ ଲେଖକ ଥିଲେ। |
18
|
ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ଦାଯିତ୍ବ ରେ ଥିଲେ। ଏବଂ ଦାଉଦଙ୍କର ପକ୍ସ୍ଟତ୍ରମାନେ ମହତ୍ବପୂର୍ଣ୍ଣ ନତେୃବର୍ଗ ଥିଲେ। |