Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Books

2 Samuel Chapters

2 Samuel 21 Verses

1 ଦାଉଦଙ୍କ ରାଜତ୍ବ ସମୟରେ କ୍ରମାଗତ ତିନିବର୍ଷ ଧରି ଦକ୍ସ୍ଟର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦଇେ କହିଲେ, "ଶାଉଲ ଓ ତା'ର ହତ୍ଯାକାରୀ ବଂଶ ଯୋଗକ୍ସ୍ଟ ଏପରି ହେଉଛି। ଯେ ହତେକ୍ସ୍ଟ ସେ ଗିବିଯୋନୀଯମାନଙ୍କୁ ହତ୍ଯା କରିଥିଲା।"
2 ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।
3 ଦାଉଦ ଗିବିଯୋନୀଯମାନଙ୍କୁ କହିଲେ, "ମୁ ଇଶ୍ରାୟେଲର ପାପ ଦୂର କରିବା ପାଇଁ କ'ଣ କରିପାରିବି, ଯାହା ଫଳ ରେ ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?"
4 ତହିଁରେ ଗିବିଯୋନୀଯମାନେ ରାଜାଙ୍କକ୍ସ୍ଟ କହିଲେ, "ଆମ୍ଭମାନଙ୍କୁ କ୍ଷତି ପୂରଣ ଦବୋ ପାଇଁ କିମ୍ବା ତାଙ୍କ ବଂଶ ରେ ୟଥେଷ୍ଟ ସକ୍ସ୍ଟନା କି ରୂପା ନାହିଁ। କିନ୍ତୁ ଇଶ୍ରାୟେଲ ରେ କାହାକକ୍ସ୍ଟ ହତ୍ଯା କରିବାର ଅଧିକାର ଆମ୍ଭମାନଙ୍କର ନାହିଁ।"
5 ତହିଁରେ ସମାନେେ ରାଜାଙ୍କକ୍ସ୍ଟ କହିଲେ, " ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି, ଆମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଯୋଜନା କରିଅଛି ଯେ, ଆମ୍ଭେ ଯେପରି ନରହକ୍ସ୍ଟ ଓ ସଠାେରକ୍ସ୍ଟ ବିତାଡିତ ହେଉ।
6 ତାହାରି ସନ୍ତାନମାନଙ୍କ ମଧ୍ଯରକ୍ସ୍ଟ ସାତଜଣ ପୁରୁଷ ଆମ୍ଭମାନଙ୍କ ହସ୍ତ ରେ ସମର୍ପିତ ହକ୍ସ୍ଟଅନ୍ତକ୍ସ୍ଟ। ତହିଁରେ ଆମ୍ଭମାନେେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବିଯୋନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମାନଙ୍କେୁ ଟଙ୍ଗାଇ ଦବୋ।"
7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପକ୍ସ୍ଟତ୍ର ମଫୀବୋଶତକକ୍ସ୍ଟ ରାଜା ରକ୍ଷା କଲେ। ଯେ ହତେକ୍ସ୍ଟ ସମାନଙ୍କେ ମଧିଅରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନ ମଧିଅରେ ସଦାପ୍ରଭୁଙ୍କ ଶପଥ ଥିଲା।
8 କିନ୍ତୁ ସେ ସମାନଙ୍କେୁ ଶାଉଲର ଦକ୍ସ୍ଟଇ ପକ୍ସ୍ଟତ୍ର ଅମୌଣି ଓ ମଫୀବୋଶତ୍କକ୍ସ୍ଟ ଦେଲେ, ଯାହାର ମାତା ଅଯାର କନ୍ଯା ରିପ୍ସା ଥିଲେ। ସେ ମଧ୍ଯ ସମାନଙ୍କେୁ ମରୋବଙ୍କର ପାଞ୍ଚପକ୍ସ୍ଟତ୍ର ଦେଲେ। ମରୋବ ଦାଉଦଙ୍କର କନ୍ଯା ୟିଏକି ମହୋଲ୍ଲାର ବର୍ସିଲ୍ଲଯର ପକ୍ସ୍ଟତ୍ର ଅଦ୍ରୀଯଲକେକ୍ସ୍ଟ ବିବାହ କରିଥିଲେ।
9 ସମାନଙ୍କେୁ ରାଜା ଗିବିଯୋନୀଯମାନଙ୍କ ହସ୍ତ ରେ ସମର୍ପଣ କଲେ। ତହକ୍ସ୍ଟଁ ସମାନେେ ପର୍ବତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେୁ ଟାଙ୍ଗି ଦେଲେ, ପକ୍ସ୍ଟଣି ସେ ସାତଜଣ ୟାକ ଏକା ବେଳେ ମରା ପଡିଲେ। ସମାନେେ ପ୍ରଥମ ଶସ୍ଯଛଦନେ ସମୟରେ ଅର୍ଥାତ୍ ୟବ ଛଦନରେ ଆରମ୍ଭ ସମୟରେ ହତ ହେଲେ।
10 ବର୍ତ୍ତମାନ ଅଯାର କନ୍ଯା ରିସ୍ପା ଅଖା ନଇେ ଶସ୍ଯ ଅମଳ ଋତକ୍ସ୍ଟର ଆରମ୍ଭରକ୍ସ୍ଟ ବର୍ଷା ହବୋ ପର୍ୟ୍ଯନ୍ତ ସହେି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା। ସେ ଦିନରାତି ସହେି ଶରୀରଗୁଡିକୁ ଜଗିବାକକ୍ସ୍ଟ ସଠାେରେ ରହିଲା। ଆଉ ସେ ଦିନ ବେଳେ ଆକାଶ ପକ୍ଷୀଗଣକକ୍ସ୍ଟ ସମାନଙ୍କେ ଉପରେ ବସିବାକକ୍ସ୍ଟ କିଅବା ରାତ୍ରି ବେଳେ ବନପଶକ୍ସ୍ଟଗଣକକ୍ସ୍ଟ ଆସିବାକକ୍ସ୍ଟ ଦଲୋ ନାହିଁ।
11 ଏଥି ରେ ଶାଉଲଙ୍କର ଉପପତ୍ନୀ ଅଯାର କନ୍ଯା ରିସ୍ପାର ଏହି କର୍ମ ଦାଉଦଙ୍କକ୍ସ୍ଟ ଜ୍ଞାତ କରାଗଲା।
12 ସେତବେେଳେ ଦାଉଦ ୟାଇ ୟାବେଶ୍-ଗିଲିଯଦ ନିବାସୀମାନଙ୍କ ନିକଟରକ୍ସ୍ଟ ଶାଉଲଙ୍କର ଅସ୍ଥି ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗିଲ୍ବୋଯ ରେ ପଲେଷ୍ଟଯୀମାନେ ଶାଉଲଙ୍କକ୍ସ୍ଟ ବଧ କରିବା ଦିନ ସମାନଙ୍କେ ଶବ ପଲେଷ୍ଟୀୟମାନଙ୍କ ଦ୍ବାରା ବୈଥ୍ଶାନ ଛକରେ ଟଙ୍ଗାଗଲା ଉତ୍ତା ରେ ୟାବେଶ୍- ଗିଲିଯଦୀଯମାନେ ସହେି ସ୍ଥାନରକ୍ସ୍ଟ ତାହା ଗ୍ଭରେି କରି ନଇେଥିଲେ।
13 ଏ ନିମନ୍ତେ ସେ ସଠାେରକ୍ସ୍ଟ ଶାଉଲଙ୍କର ଅସ୍ଥି ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନର ଅସ୍ଥି ଆଣିଲା, ପକ୍ସ୍ଟଣି ଲୋକମାନେ ଟଙ୍ଗାୟିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ।
14 ଏହାପରେ ସମାନେେ ଶାଉଲଙ୍କର ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନର ଅସ୍ଥି ବିନ୍ଯାମୀନ ଦେଶସ୍ଥ ସେଲା ରେ ତାହାର ପିତା କୀଶର କବର ମଧିଅରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ। ତହିଁପରେ ପରମେଶ୍ବର ପ୍ରାର୍ଥନା ଶକ୍ସ୍ଟଣି ଦେଶପ୍ରତି ପ୍ରସନ୍ନ ହେଲେ।
15 ଏହାପରେ ପଲେଷ୍ଟୀୟମାନଙ୍କର ଇଶ୍ରାୟେଲ ସହିତ ପକ୍ସ୍ଟନର୍ବାର ୟକ୍ସ୍ଟଦ୍ଧ ହେଲା। ଦାଉଦ ଓ ତାଙ୍କ ସହିତ ତାଙ୍କର ଲୋକମାନେ ୟାଇ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ, କିନ୍ତୁ ଦାଉଦ ଦୁର୍ବଳ ଓ କ୍ଲାନ୍ତ ହେଲେ।
16 ସେ ସମୟ ଇଶ୍ବୀବନୋବ୍ ନାମ ରେ ତିନିଶ ଶକେଲ ପରିମିତି ପିତ୍ତଳମଯ ବର୍ଚ୍ଛାଧାରୀ ଦୀର୍ଘକାଯ ବଂଶ ଜାତ ଜଣେ ନୂତନ ଖଡ୍ଗ ରେ ସସଜ୍ଜ ହାଇେ ଦାଉଦଙ୍କକ୍ସ୍ଟ ହତ୍ଯା କରିବାକୁ ଚେଷ୍ଟା କଲା।
17 ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଦାଉଦଙ୍କର ସାହାୟ୍ଯ କଲା ଓ ସହେି ପଲେଷ୍ଟୀୟକକ୍ସ୍ଟ ଆଘାତ କରି ବଧ କଲା।
18 ଏହାପରେ ପକ୍ସ୍ଟଣିଥରେ ଗୋବ ରେ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ ହେଲା, ତହିଁରେ ହୂଶାତୀଯ ସଦ୍ଦଖଯ ଦୀର୍ଘ୍ଯକାଯ ବଂଶଜାତ ସଫକକ୍ସ୍ଟ ବଧ କଲା।
19 ଏହାପରେ ପକ୍ସ୍ଟନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ ରେ ୟକ୍ସ୍ଟଦ୍ଧ ହେଲା। ସେଥି ରେ ବୈଥ୍ଲହମେୀଯ ୟା ରେ-ଓରଗୀମର ପକ୍ସ୍ଟତ୍ର ଇଲ୍ହାନନ୍ ତନ୍ତି ନରାଜ ତକ୍ସ୍ଟଲ୍ଯ ବର୍ଚ୍ଛାଧାରୀ ଗାଥୀଯ ଗଲିଯାତକକ୍ସ୍ଟ ବଧ କଲା।
20 ଏହାପରେ ପକ୍ସ୍ଟଣି ଥରେ ଗାଥରେ ୟକ୍ସ୍ଟଦ୍ଧ ହେଲା, ସଠାେରେ ଅତି ଦୀର୍ଘକାଯ ପକ୍ସ୍ଟଣି ପ୍ରତି ହସ୍ତ ପାଦ ରେ ଛଅ ଛଅ ଅଙ୍ଗକ୍ସ୍ଟଳି, ସର୍ବସକ୍ସ୍ଟଦ୍ଧା ଚବିଶ ଅଙ୍ଗକ୍ସ୍ଟଳି ବିଶିଷ୍ଟ ଏକ ଜଣ ଥିଲା। ସେ ମଧ୍ଯ ଦୀର୍ଘକାଯ ବଂଶଜାତ।
21 ପକ୍ସ୍ଟଣି ସେ ଇଶ୍ରାୟେଲକକ୍ସ୍ଟ ତକ୍ସ୍ଟଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିଯିର ପକ୍ସ୍ଟତ୍ର ଯୋନାଥନ ତାହାକକ୍ସ୍ଟ ବଧ କଲା।
22 ଏହି ଗ୍ଭରିଜଣ ଗାଥରେ ଦୀର୍ଘକାଯ ବଂଶ ରେ ଜନ୍ମି ଥିଲେ, ଏବଂ ସମାନେେ ଦାଉଦଙ୍କ ହସ୍ତ ରେ ଓ ତାଙ୍କର ଲୋକମାନଙ୍କ ହସ୍ତ ରେ ହତ ହେଲେ।
×

Alert

×