Indian Language Bible Word Collections
2 Kings 21:23
2 Kings Chapters
2 Kings 21 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
2 Kings Chapters
2 Kings 21 Verses
1
|
ମନଃଶି ବାରବର୍ଷ ବଯସ ରେ ରାଜ୍ଯ ଶାସନ କରିବା ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ପଞ୍ଚାବନ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା। |
2
|
ମନଃଶି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ସମ୍ମୁଖରୁ ତଡି ଦଇେଥିଲେ। ସହେିମାନଙ୍କର ଘୃଣ୍ଯକର୍ମ ସେ କଲେ। |
3
|
ତାଙ୍କର ପିତା ହିଜକିଯ ଯେଉଁ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କରିଥିଲେ, ସେ ପୁନର୍ବାର ସଗେୁଡିକୁ ନିର୍ମାଣ କଲେ। ଇଶ୍ରାୟେଲର ଆହାବ୍ ରାଜାଙ୍କ ପରି ସେ ବାଲ୍ ନିମନ୍ତେ ୟଜ୍ଞବଦେି ପ୍ରସ୍ତୁତ କଲେ ଓ ଆଶରୋ ମୂର୍ତ୍ତୀ ନିର୍ମାଣ କଲେ। ଆଉ ମଧ୍ଯ ସେ ସ୍ବର୍ଗସ୍ଥ ସମସ୍ତ ନକ୍ଷତ୍ରଙ୍କୁ ପୂଜା କରି ସମାନଙ୍କେର ସବୋ କଲେ। |
4
|
ପୁଣି "ଆମ୍ଭେ ୟିରୁଶାଲମ୍ ରେ ଆପଣା ନାମ ସ୍ଥାପନ କରିବା" ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷଯ ରେ କହିଥିଲେ। ସଦାପ୍ରଭୁଙ୍କ ସହେି ମନ୍ଦିର ରେ ସେ ୟଜ୍ଞବଦେି ନିର୍ମାଣ କଲେ। |
5
|
ଆହୁରି ସେ ସଦାପ୍ରଭୁଙ୍କ ଦୁଇ ପ୍ରାଙ୍ଗଣ ରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ୟଜ୍ଞବଦେି ନିର୍ମାଣ କଲେ। |
6
|
ମନଃଶି ଆପଣା ପୁତ୍ରକୁ ଅଗ୍ନି ରେ ଉତ୍ସର୍ଗ କଲେ। ସେ ଶୁଭଶୁଭ କହିବାର ବିଦ୍ଯା, ଗଣକତା, ୟାଦୁବିଦ୍ଯା, ଭୂତପ୍ ରତେ ଓ ଗୂଣୀଗା ରଡେି କାର୍ୟ୍ଯ ରେ ଅଭ୍ଯସ୍ତ ହେଲେ। |
7
|
ପୁଣି ମନଃଶି ଆଶରୋ ରେ ଏକ ଖାଦେିତ ମୂର୍ତ୍ତୀ ନିର୍ମାଣ କରାଇ ସଦାପ୍ରଭୁଙ୍କ ମନ୍ଦିର ରେ ସ୍ଥାପନ କଲେ। କିନ୍ତୁ ସହେି ମନ୍ଦିର ବିଷଯ ରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନ୍କୁ କହିଥିଲେ, "ମୁଁ ସମଗ୍ର ଇଶ୍ରାୟେଲର ସମସ୍ତ ନଗରଠାରୁ ୟିରୁଶାଲମ୍କୁ ମନୋନୀତ କରିଛି। ୟିରୁଶାଲମ୍ର ଏହି ମନ୍ଦିର ରେ ଆମ୍ଭର ନାମ ଚିରକାଳ ସ୍ଥାପନ କରିବୁ। |
8
|
ମୁଁ କବେେ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେ ଦେଶ ପରିତ୍ଯାଗ କରିବାର କାରଣ ହବେି ନାହିଁ, ଯାହା ମୁଁ ସମାନଙ୍କେର ପୂର୍ବପୁରୁଷଙ୍କୁ ଦଇେଅଛି। ମୁଁ ସମାନଙ୍କେୁ ସଠାେରେ ରହିବାକୁ ଦବେି, କବଳେ ଯଦି ସମାନେେ ମାରେ ଆଜ୍ଞା ମାନନ୍ତି ଓ ମାରେ ସବେକ ମାଶାେ ସମାନଙ୍କେୁ କହିଥିବା ନିତି ନିଯମସବୁ ସମାନେେ ଅନୁସରଣ କରନ୍ତି।" |
9
|
ମାତ୍ର ସମାନେେ ପରମେଶ୍ବରଙ୍କ ବାକ୍ଯ ଶୁଣିଲେ ନାହିଁ। କିଣାନର ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସମାନଙ୍କେୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ବାରା ସମାନଙ୍କେୁ ବିନଷ୍ଟ କରାଗଲା। ଯେତବେେଳେ ଇଶ୍ରାୟେଲୀୟମାନେ ଦେଶକୁ ଆସିଲେ। |
10
|
ସଦାପ୍ରଭୁ ଆପଣା ସବେକ ଓ ଭବିଷ୍ଯଦ୍ବକ୍ତାମାନଙ୍କ ଦ୍ବାରା ଏହିକଥା କହିଲେ। |
11
|
"ଯିହୁଦାର ରାଜା ମନଃଶି ଏହି ସମସ୍ତ ଘୃଣା ଯୋଗ୍ଯ କର୍ମ କରିଅଛ। ତାଙ୍କ ପୂର୍ବରୁ ଯେଉଁ ଇ ମାରେୀଯମାନେ ଥିଲେ ସମାନଙ୍କେ ଅପେକ୍ଷା ଅଧିକ କୁକର୍ମ କରିଅଛ। ତାଙ୍କର ପ୍ରତିମା ଆରାଧନା ଦ୍ବାରା ସେ ଯିହୁଦାକୁ ପାପ କରାଇଛି। |
12
|
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ' ଦେଖ ଆମ୍ଭେ ୟିରୁଶାଲମ ଓ ଯିହୁଦା ପାଇଁ ଏପରି ଅମଙ୍ଗଳ ଆଣିବୁ ୟିଏ ଏହି ବିଷଯ ରେ ଶୁଣିା ଆଶ୍ଚର୍ୟ୍ଯ ହବେ।" |
13
|
ପୁଣି ଆମ୍ଭେ ୟିରୁଶାଲମ୍ ଉପରେ ଶମରିଯାର ମାପ କରି ରଖାେ ଟାଣିବୁ ଓ ଆହାବ୍ ପରିବାରର ଓଳମ୍ ଟାଣିବା। ପୁଣି ମଣିଷ ଯେପରି ଥାଳି ପୋଛେ ଆଉ ପୋଛୁ ପୋଛୁ ଓଲଟ ପାଲଟ କରେ ସହେିପରି ମୁଁ ୟିରୁଶାଲମ୍କୁ ପୋଛି ପକାଇବା। |
14
|
ମୁଁ ମାରେଅବଶିଷ୍ଟ ନିଜ ଲୋକମାନଙ୍କୁ ପରିତ୍ଯାଗ କରିବ। ମୁଁ ସମାନଙ୍କେୁ ସମାନଙ୍କେର ଶତୃ ହସ୍ତ ରେ ସମର୍ପଣ କରିବି। ସମାନଙ୍କେର ଶତୃଗଣ ସମାନଙ୍କେୁ ଲୁଟ୍ କରିବେ ଏବଂ ସମାନେେ ସମାନଙ୍କେୁ ବନ୍ଦୀରୂପେ ନଇେଯିବେ। |
15
|
କାରଣ ସମାନେେ ଆମ୍ଭ ଦୃଷ୍ଟି ରେ କୁକର୍ମ କରି ଅଛନ୍ତି। ପୁଣି ସମାନେେ ସମାନଙ୍କେର ପୂର୍ବପୁରୁଷଗଣ ମିଶରରୁ ଆସିବା ଦିନଠାରୁ ଆଜି ପର୍ୟ୍ଯନ୍ତ ମାେତେ କୋରଧ ଜନ୍ମାଇଛନ୍ତି। |
16
|
ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।"' |
17
|
ମନଃଶିଙ୍କର ଏ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ କାର୍ୟ୍ଯ ତାଙ୍କର କୃତ ପାପ ଯିହୁଦା ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଛି। |
18
|
ଅନନ୍ତର ମନଃଶି ମୃତ୍ଯୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନ ରେ, ଅର୍ଥାତ "ଉଷର ଉଦ୍ୟାନ ରେ" କବର ପ୍ରାପ୍ତ ହେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଆମାେନ୍ ରାଜା ହେଲେ। |
19
|
ଆମାେନ୍ ବାଇଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ଦୁଇ ବର୍ଷ ଶାସନ କଲେ। ତାଙ୍କର ମାତାଙ୍କ ନାମ ମଶୁଲ୍ଲମତ୍ ଓ ସେ ୟଟବା ନିବାସୀ ହାରୁଷଙ୍କ କନ୍ଯା ଥିଲେ। |
20
|
ଆମାେନ୍ ତାଙ୍କ ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। |
21
|
ତାଙ୍କ ପିତାଙ୍କ ପରି ବାସ କଲେ। ସେ ସହେି ପ୍ରତିମାମାନ ପୂଜା କଲେ, ଯାହା ମନଃଶି, ତାଙ୍କର ପିତା ପୂଜା କରି ଆସୁଥିଲେ। |
22
|
ଆଉ ସେ ସଦାପ୍ରଭୁ ତାଙ୍କର ପୂର୍ବପୁରୁଷଗଣର ପରମେଶ୍ବରଙ୍କୁ ତ୍ଯାଗ କଲେ ଓ ପରମେଶ୍ବର ଯାହା ଗ୍ଭହୁଁଥିଲେ ସେ ସପରେି ବାସ କଲେ ନାହିଁ। |
23
|
ଆମାେନ୍ଙ୍କର ଦାସମାନେ ତାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହ ରେ ତାଙ୍କୁ ବଧ କଲେ। |
24
|
ମାତ୍ର ଜନ ସାଧାରଣ ସହେି ହତ୍ଯାକାରୀଙ୍କୁ, ସମସ୍ତ ଯେଉଁମାନେ ଆମାେନ୍ ରାଜାଙ୍କ ବିରୁଦ୍ଧ ରେ ଷଡୟନ୍ତ୍ର କରୁଥିଲେ ତାଙ୍କୁ ବଧ କଲେ। ତା'ପରେ ସମାନେେ ତାଙ୍କର ପୁତ୍ର ଯୋଶିୟଯଙ୍କୁ ତାଙ୍କ ପଦ ରେ ରାଜା କରାଇଲେ। |
25
|
ଏହି ଆମାେନ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଛି। |
26
|
ଆମାେନ୍ ନିଜ ବଗିଗ୍ଭ ଉଷର ରେ କବର ନେଲେ ଓ ତାଙ୍କ ପଦ ରେ ତାଙ୍କର ପୁତ୍ର ଯୋଶିୟଯ ରାଜା ହେଲେ। |