Indian Language Bible Word Collections
2 Chronicles 11:19
2 Chronicles Chapters
2 Chronicles 11 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
2 Chronicles Chapters
2 Chronicles 11 Verses
1
|
ରିହବିଯାମ୍ ଯେତବେେଳେ ୟିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ଯରୁ1,80,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ଯାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିଯାମ୍ ଯେପରି ତାଙ୍କର ରାଜ୍ଯ ଫରେିପାଇବେ, ଏଥିନିମନ୍ତେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ସେ ସହେି ସୈନ୍ଯମାନଙ୍କୁ ଏକତ୍ର କଲେ। |
2
|
କିନ୍ତୁ ସଦାପ୍ରଭୁଙ୍କଠାରୁ ଶମଯିଯଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମଯିଯ ପରମେଶ୍ବରଙ୍କର ଜଣେ ବ୍ଯକ୍ତି ଥିଲେ। ସଦାପ୍ରଭୁ କହିଲେ, |
3
|
"ଶମଯିଯା ଶଲୋମନଙ୍କ ପୁତ୍ର ଯିହୁଦାର ରାଜା ରିହବିଯାମ୍ ଏବଂ ଯିହୁଦା ଓ ବିନ୍ଯାମୀନ ନଗର ରେ ବାସ କରୁଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ କୁହ। ସମାନଙ୍କେୁ କୁହ : |
4
|
ସଦାପ୍ରଭୁ ଏହା କହନ୍ତି, 'ତୁମ୍ଭମାନେେ ତୁମ୍ଭମାନଙ୍କର ଭ୍ରାତାମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବ ନାହିଁ। ପ୍ରେତ୍ୟକକ ଲୋକ ନିଜ ଗୃହକୁ ଫରେିଯାଉ। ଆମ୍ଭେ ଏହା ଘଟାଇଅଛୁ।"' ଅତଏବ ରାଜା ରିହବିଯାମ୍ ଓ ତାଙ୍କର ସୈନ୍ଯଦଳ ସଦାପ୍ରଭୁଙ୍କ ବାର୍ତ୍ତାର ବାଧ୍ଯ ହେଲେ ଓ ଫରେିଗଲେ। ସମାନେେ ୟାରବିଯାମ୍ଙ୍କ ଉପରେ ଆକ୍ରମଣ କଲେ ନାହିଁ। |
5
|
ରିହବିଯାମ୍ ୟିରୁଶାଲମ ରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ। |
6
|
ସେ ବୈଥ୍ଲେ ହେମ୍, ଐଟମ୍, ତକୋଯର ସମସ୍ତ ନଗରକୁ ସୁଦୃଢ଼ କଲେ। |
7
|
ବୈଥ୍ସୂର୍, ସୋଖୋ, ଅଦୂଲମ୍, |
9
|
ଅଦୋରଯିମ୍, ଲାଖୀଶ୍, ଅ ସକୋ, |
10
|
ସରା, ଅଯାଲୋନ୍ ଓ ହିବ୍ରୋଣ୍ର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ଯାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା। |
11
|
ଯେତବେେଳେ ରିହବିଯାମ୍ ସହେି ନଗର ଗୁଡ଼ିକୁ ଦୃଢ଼ କଲେ, ସେ ସଠାେରେ ସନୋଧ୍ଯକ୍ଷମାନଙ୍କୁ ସ୍ଥାପନ କଲେ। ସେ ସହେି ନଗରଗୁଡ଼ିକୁ ଖାଦ୍ୟ, ତୈଳ ଓ ଦ୍ରାକ୍ଷାରସ ମଧ୍ଯ ଯୋଗଣ କଲେ। |
12
|
ଆହୁରି ମଧ୍ଯ, ରିହବିଯାମ୍ ପ୍ରେତ୍ୟକକ ନଗର ରେ ଢ଼ାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ଯନ୍ତ ଦୃଢ଼ କଲେ। ରିହବିଯାମ୍ ଯିହୁଦା ଓ ବିନ୍ଯାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନ ରେ ରଖିଲେ। |
13
|
ଇଶ୍ରାୟେଲର ସମସ୍ତ ଯାଜକ ଓ ଲବେୀୟଗଣ ରିହବିଯାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ୟୋଗ ଦେଲେ। |
14
|
ଲବେୀୟମାନେ ସମାନଙ୍କେର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ଯାଗ କଲେ ଏବଂ ଯିହୁଦା ଓ ୟିରୁଶାଲମକୁ ଚାଲିଆସିଲେ। ରିହବିଯାମ୍ ଓ ତାଙ୍କର ପୁତ୍ରମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସବୋକାର୍ୟ୍ଯ କରିବାକୁ ବାରଣ କରିବାରୁ ସମାନେେ ଏହିପରି କଲେ। |
15
|
ୟାରବିଯାମ୍ ଉଚ୍ଚସ୍ଥାନମାନଙ୍କ ରେ ସବୋକାର୍ୟ୍ଯ କରିବା ନିମନ୍ତେ ସ୍ବଯଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କ ରେ କି ସେ ନିର୍ମାଣ କରିଥିବା ଛଳେି ଓ ବାଛୁରୀର ପ୍ରତିମା ସ୍ଥାପନ କରିଥିଲେ। |
16
|
ଏହାପରେ ଇଶ୍ରାୟେଲ ସହେି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ, ସମାନଙ୍କେର ପିତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ୟିରୁଶାଲମକୁ ଆସିଲେ। |
17
|
ସହେି ଲୋକମାନେ ଯିହୁଦା ରାଜ୍ଯକୁ ସୁଦୃଢ଼ କଲେ। ଆଉ ସମାନେେ ତିନି ବର୍ଷ ପର୍ୟ୍ଯନ୍ତ ଶଲୋମନଙ୍କ ପୁତ୍ର ରିହବିଯାମ୍ଙ୍କର ସପକ୍ଷ ରେ ରହିଲେ। ସମାନେେ ଏପ୍ରକାର କଲେ, କାରଣ ଦାଉଦ ଓ ଶଲୋମନ ଯେଉଁ ମାର୍ଗ ରେ ଜୀବନ କାଟୁଥିଲେ, ସହେି ସମୟରେ ସମାନେେ ସହେି ମାର୍ଗ ରେ ଜୀବନ କାଟିଲେ। |
18
|
ରିହବିଯାମ୍ ମହଲତ୍ଙ୍କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରମୋେତ୍ର। ତାଙ୍କର ମାତା ଥିଲେ ଅବୀହଯିଲ। ଯିରମୋେତ୍ର ଦାଉଦଙ୍କ ପୁତ୍ର ଥିଲେ। ଅବୀହଯିଲ ଇଲିଯାବ୍ଙ୍କ କନ୍ଯା ଥିଲେ। ଇଲିଯାବ୍ ୟିଶୀଙ୍କ ପୁତ୍ର ଥିଲେ। |
19
|
ମହଲତ୍ ରିହବଯାମ୍ଙ୍କୁ ଏହି ପୁତ୍ରମାନଙ୍କୁ ଦେଲେ : ୟିଯୁଶ୍, ଶମରିଯ ଓ ସହମ। |
20
|
ଏହାପରେ ରିହବିଯାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶା ଲୋମ୍ଙ୍କ ଝିଅ ଥିଲେ। ଆଉ ମାଖା ରିହବିଯାମ୍ଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ : ଅବିଯ, ଅତଯ, ସୀଷ ଓ ଶଲୋମୀତ୍। |
21
|
ରିହବିଯାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧିଅରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ ରମେ କରୁଥିଲେ। ରିହବିଯାମ୍ ଅଠଇେଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ଯାଙ୍କର ପିତା ଥିଲେ। |
22
|
ରିହବିଯାମ୍ ମାଖାର ପୁତ୍ର ଅବିଯଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧିଅରେ ନେତା ହବୋ ନିମନ୍ତେ ମନୋନୀତ କଲେ। ରିହବିଯାମ୍ ଅବିଯଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ। |
23
|
ରିହବିଯାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରେତ୍ୟକକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ଯାପ୍ତ କରି ରଖିଲେ। ଆଉ ରିହବିଯାମ୍ ତାଙ୍କର ପୁତ୍ରମାନଙ୍କୁ ୟଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ଯ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖାଜେିଲେ। |