Indian Language Bible Word Collections
1 Chronicles 8:39
1 Chronicles Chapters
1 Chronicles 8 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
1 Chronicles Chapters
1 Chronicles 8 Verses
1
|
ବିନ୍ଯାମୀନ ବଲୋଙ୍କ ପିତା ଥିଲେ। ବଲୋ ବିନ୍ଯାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ଯାମୀନଙ୍କ ଦ୍ବିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ଯାମୀନଙ୍କ ତୃତୀୟ ପୁତ୍ର ଥିଲେ। |
2
|
ନୋହା ବିନ୍ଯାମୀନଙ୍କ ଚତୁର୍ଥ ପୁତ୍ର ଥିଲେ। ଏବଂ ରାଫା ବିନ୍ଯାମୀନଙ୍କ ପଞ୍ଚମ ପୁତ୍ର ଥିଲେ। |
3
|
ବଲୋଙ୍କର ପୁତ୍ରମାନେ ଥିଲେ, ଅଦ୍ଦର, ଗରୋ, ଅବୀହୂଦ, ଅବୀଶୂଯ, ନାମାନ୍, ଆହୋହ, ଗରୋ, ଶଫୂଫନ ଓ ହୂରମ୍। |
6
|
ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗବୋର ସମାନେେ ନିଜ ପରିବାରର ମୁଖ୍ଯ ଥିଲେ। ନିଜର ଗୃହ ତ୍ଯାଗ କରି ମାନହତକୁ ୟିବା ନିମନ୍ତେ ସମାନଙ୍କେୁ ବାଧ୍ଯ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମନା, ଅହିଯ ଓ ଗରୋ। ଗରୋ ସମାନଙ୍କେୁ ଗୃହତ୍ଯାଗ କରିବା ନିମନ୍ତେ ବଳପ୍ରଯୋଗ କଲେ। ଗରୋ ଉଷ ଓ ଅହୀଦୂଦଙ୍କ ପିତା ଥିଲେ। |
8
|
ଶହରଯିମ୍ ତାଙ୍କର ସ୍ତ୍ରୀଗଣ, ହୂଶୀମ୍ ଓ ବାରାଙ୍କୁ ମାୟୋବ ରେ ଛାଡ଼ପତ୍ର ଦେଲେ। ଏହାପରେ ସେ ତାଙ୍କର ଆଉ ଜଣେ ସ୍ତ୍ରୀଙ୍କଠାରୁ କେତେ ଗୋଟି ସନ୍ତାନ ଲାଭ କଲେ। |
9
|
ଶହରଯିମ୍ ଆପଣା ସ୍ତ୍ରୀ ହୋଦଶଙ୍କ ଦ୍ବାରା ୟୋବବ୍, ସିବିଯ, ମଶାେ, ମଲକମ୍, ୟିଯୁଶ, ଶଖିଯ, ଓ ମିର୍ମଙ୍କୁ ଜାତ କଲେ। ସମାନେେ ନିଜ ପରିବାରର ମୁଖ୍ଯ ଥିଲେ। |
11
|
ଶରଯିମ ଓ ହୂଶୀମ୍ଙ୍କର ଆବୀଟୂବ୍ ଇଲ୍ପାଲ ନାମକ ଦୁଇ ପୁତ୍ର ଥିଲେ। |
12
|
ଇଲ୍ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିଯମ୍, ଶମେଦ୍। ଶମଦେ, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ। |
13
|
ବରୀଯ ଓ ଶମାେ ଅଯାଲୋନର ନିବାସୀମାନଙ୍କ ପରିବାରର ମୁଖ୍ଯ ଥିଲେ। ସହେି ପୁତ୍ରମାନେ ଗାଥର ନିବାସୀମାନଙ୍କୁ ସମାନଙ୍କେ ନଗର ଛାଡ଼ି ଚାଲିୟିବା ପାଇଁ ବାଧ୍ଯ କଲେ। |
14
|
ସମାନଙ୍କେର ଭାଇମାନେ ଥିଲେ, ଅହିଯୋ, ଶାଶକ୍ ଓ ଯିରମୋେତ୍, |
16
|
ମୀଖାଯଲେ, ୟିଶ୍ପା ଓ ୟୋହ, ବରୀଯଙ୍କ ପୁତ୍ରଗଣ ଥିଲେ। |
17
|
ଇଲ୍ପାଲ୍ଙ୍କ ପୁତ୍ରମାନେ ଥିଲେ : ସବଦିଯ, ମଶୂଲ୍ଲମ୍, ହିଷକି, ହବେର୍, |
19
|
ଶିମିଯିଙ୍କ ପୁତ୍ରମାନେ ଥିଲେ : ୟାକୀମ୍, ସିଖ୍ରି, ସବ୍ଦି, |
20
|
ଇଲୀ-ଐନଯ, ସିଲ୍ଲଥଯ ଇଲୀଯଲେ, |
21
|
ଅଦାଯା, ବରାଯା ଓ ଶିମ୍ରତ୍। |
22
|
ଶାଶକ୍ଙ୍କ ପୁତ୍ରମାନେ ଥିଲେ : ୟିଶ୍ପନ୍, ଏବର୍, ଇଲୀଯଲେ, |
24
|
ହନାନିଯ, ଏଲମ୍, ଅନ୍ତୋଥିଯ, |
26
|
ୟିରୋହମଙ୍କ ପୁତ୍ରମାନେ ଥିଲେ : ଶମଶରଯ, ଶହରିଯ, ଅଥଲିଯ, |
27
|
ୟାରିଶିଯ, ଏଲିଯ ଓ ସିଖ୍ରି, |
28
|
ଏହି ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେର ପାରିବାରିକ ଇତିହାସ ରେ ସମାନଙ୍କେୁ ମୁଖ୍ଯ ଭାବେ ଉଲ୍ଲେଖ କରାୟାଇଅଛି। ସମାନେେ ୟିରୁଶାଲମ ରେ ବାସ କରୁଥିଲେ। |
29
|
ୟିଯେଲ୍ ଗିବିଯୋନଙ୍କ ପିତା ଥିଲେ। ସେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା। |
30
|
ୟିଯଲଙ୍କେ ଜେଷ୍ଠପୁତ୍ର ଥିଲେ ଅବଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍, |
31
|
ଗଦୋର, ଅହିଯୋ, ସଖର୍, (ଓ ମିକଲୋତ)। |
32
|
ମିକଲୋତ୍ ଶିମିଯଙ୍କ ପିତା ଥିଲେ। ଏହି ପୁତ୍ରମାନେ ମଧ୍ଯ ୟିରୁଶାଲମ ରେ ସମାନଙ୍କେର ଆତ୍ମୀଯମାନଙ୍କ ନିକଟରେ ବାସ କରୁଥିଲେ। |
33
|
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂଯ, ଅବୀନାଦବ୍ ଓ ଇଶବାଲାଙ୍କ ପିତା ଥିଲେ। |
34
|
ଯୋନାଥନଙ୍କ ପୁତ୍ର ଥିଲେ ମରୀଦ୍ଦାଲ୍। ମରୀଦ୍ଦାଲ୍ ମୀଖାଙ୍କ ପିତା ଥିଲେ। |
35
|
ମୀଖାଙ୍କ ପୁତ୍ରମାନେ ଥିଲେ, ପିଥୋନ୍, ମଲେକ୍, ତ ରଯେ ଓ ଆହସ। |
36
|
ଆହସ୍ ୟିହୋଯାଦାଙ୍କ ପିତା ଥିଲେ। ଯିହାୟୋଦାରଦା ଆଲମେତ୍, ଅସ୍ମାବତ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମାେତସାଙ୍କ ପିତା ଥିଲେ। |
37
|
ମାେତ୍ସା ବିନିଯାଙ୍କ ପିତା ଥିଲେ। ରାଫା ବିନିଯାଙ୍କ ପୁତ୍ର ଥିଲେ। ଇଲୀଯାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ ସେଲ୍, ଇଲୀଯାସାଙ୍କ ପୁତ୍ର ଥିଲେ। |
38
|
ଆତ୍ ସେଲ୍ଙ୍କ ଛଅ ପୁତ୍ର ଥିଲେ। ସମାନଙ୍କେର ନାମ ଏହିପରି ଥିଲା -ଅସ୍ରୀକାମ୍, ବୋଖରୁ, ଇଶ୍ମାଯଲେ, ଶିଯରିଯ, ଓବଦିଯ ଓ ହାନନ। |
39
|
ଆତ ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏଶକ୍ଙ୍କର କେତକେ ପୁତ୍ର ଥିଲେ। ଏହିମାନେ ହେଲେ : ଉଲମ୍, ଏଶକ୍ଙ୍କର ଜେଷ୍ଠ ପୁତ୍ର, ୟିଯୁଶ୍, ଏଶକ୍ଙ୍କର ଦ୍ବିତୀୟ ପୁତ୍ର, ଏଲୀଫଲେଟ୍ ତୃତୀୟ ପୁତ୍ର ଥିଲେ। |
40
|
ଉଲମ୍ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ଯ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲମଙ୍କର ପୁତ୍ରର ଅନକେ ପୁତ୍ର ଓ ନାତିଗଣ ଥିଲେ। ସର୍ବ ମାଟେ 150 ଜଣ। |