Indian Language Bible Word Collections
1 Chronicles 8:18
1 Chronicles Chapters
1 Chronicles 8 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
1 Chronicles Chapters
1 Chronicles 8 Verses
1
|
ବିନ୍ୟାମୀନ ଆପଣା ଜ୍ୟେଷ୍ଠ ବେଲା, ଦ୍ଵିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ; |
2
|
ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା । |
3
|
ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର ଓ ଗେରା ଓ ଅବୀହୂଦ |
4
|
ଓ ଅବୀଶୟ ଓ ନାମାନ୍ ଓ ଆହୋହ |
5
|
ଓ ଗେରା ଓ ଶଫୂଫନ୍ ଓ ହୂରମ୍ । |
6
|
ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତକୁ ନିଆଯାଇ ଥିଲେ । |
7
|
ଆଉ ସେ ନାମାନ୍, ଅହୀୟ ଓ ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦକୁ ଜାତ କଲା । |
8
|
ପୁଣି ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ । |
9
|
ପୁଣି ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍ ଓ ସିବୀୟ ଓ ମେଶା ଓ ମଲକମ୍ |
10
|
ଓ ଯିୟୂଶ ଓ ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶପ୍ରଧାନ ଥିଲେ । |
11
|
ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା । |
12
|
ଆଉ ଇଲ୍ପାଲର ପୁତ୍ର ଏବର୍ ଓ ମିଶୀୟମ୍, ପୁଣି ସମସ୍ତ ଉପନଗର ସମେତ ଓନୋର ଓ ଲୋଦର ପତ୍ତନକାରୀ ଶେମଦ୍ |
13
|
ଓ ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ । |
14
|
ପୁଣି ବରୀୟର ପୁତ୍ର ଅହୀୟୋ ଓ ଶାଶକ୍ ଓ ଯିରେମୋତ୍ |
16
|
ଓ ମୀଖାୟେଲ ଓ ଯିଶ୍ପା ଓ ଯୋହ; |
17
|
ଆଉ ଇଲ୍ପାଲର ପୁତ୍ର ସବଦୀୟ ଓ ମଶୁଲ୍ଲମ୍ ଓ ହିଷ୍କି ଓ ହେବର |
18
|
ଓ ଯିଷ୍ମରୟ ଓ ଯିଷ୍ଲୀୟ ଓ ଯୋବବ୍ । |
19
|
ଆଉ ଶିମୀୟିର ପୁତ୍ର ଯାକୀମ୍ ଓ ସିଖ୍ରି ଓ ସବ୍ଦି |
20
|
ଓ ଇଲୀ-ଐନୟ ଓ ସିଲ୍ଲଥୟ ଓ ଇଲୀୟେଲ |
21
|
ଓ ଅଦାୟା ଓ ବରାୟା ଓ ଶିମ୍ରତ୍; |
22
|
ଆଉ ଶାଶକ୍ର ପୁତ୍ର ଯିଶ୍ପନ୍ ଓ ଏବର ଓ ଇଲୀୟେଲ |
23
|
ଓ ଅବଦୋନ୍ ଓ ସିଖ୍ରି ଓ ହାନନ୍ |
24
|
ଓ ହନାନୀୟ ଓ ଏଲମ୍ ଓ ଅନ୍ତୋଥୀୟ |
26
|
ଆଉ, ଯିରୋହମର ସନ୍ତାନ ଶମ୍ଶରୟ ଓ ଶହରୀୟ ଓ ଅଥଲୀୟ |
27
|
ଓ ଯାରିଶୀୟ ଓ ଏଲୀୟ ଓ ସିଖ୍ରି; |
28
|
ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ । |
29
|
ଆଉ ଗିବୀୟୋନର ପିତା ଯିୟେଲ ଗିବୀୟୋନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା । |
30
|
ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍ ଓ କୀଶ୍ ଓ ବାଲ୍ ଓ ନାଦବ୍ |
31
|
ଓ ଗଦୋର ଓ ଅହୀୟୋ ଓ ସଖର; |
32
|
ପୁଣି ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା । ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ । |
33
|
ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା ଓ ଶାଉଲ ଯୋନାଥନ ଓ ମଲ୍କୀଶୟ ଓ ଅବୀନାଦବ୍ ଓ ଇଶ୍ବାଲକୁ ଜାତ କଲେ । |
34
|
ପୁଣି ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ ମୀଖାକୁ ଜାତ କଲା । |
35
|
ମୀଖାର ପୁତ୍ର ପିଥୋନ୍ ଓ ମେଲକ୍ ଓ ତରେୟ ଓ ଆହସ । |
36
|
ଆଉ, ଆହସ ଯିହୋୟାଦାକୁ ଜାତ କଲା, ପୁଣି ଯିହୋୟାଦା ଆଲେମତ୍ ଓ ଅସ୍ମାବତ୍ ଓ ସିମ୍ରିକି ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା । |
37
|
ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ; |
38
|
ପୁଣି ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ୍, ବୋଖରୁ ଓ ଇଶ୍ମାୟେଲ ଓ ଶିୟରୀୟ ଓ ଓବଦୀୟ ଓ ହାନନ୍ । ଏସମସ୍ତେ ଆତ୍ସେଲର ପୁତ୍ର । |
39
|
ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ଵିତୀୟ ଯିୟୂଶ ଓ ତୃତୀୟ ଏଲୀଫେଲଟ୍ । |
40
|
ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ । ଏସମସ୍ତେ ବିନ୍ୟାମୀନର ସନ୍ତାନ । |