Indian Language Bible Word Collections
1 Chronicles 7:8
1 Chronicles Chapters
1 Chronicles 7 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
1 Chronicles Chapters
1 Chronicles 7 Verses
1
|
ଇଷାଖରଙ୍କର ଚାରି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ତାେଲୟ, ପୂଯ, ୟାଶୁବ୍ ଓ ଶିମ୍ରୋଣ୍। |
2
|
ତାେଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାଯ, ୟିରୀଯଲେ, ୟହମଯ, ୟିବସମ୍ ଓ ଶାମୁଯଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସହେି ବ୍ଯକ୍ତିଗଣ ସମାନଙ୍କେର ବଂଶାନୁସା ରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସମାନଙ୍କେର ସଂଖ୍ଯା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସମାନେେ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ। |
3
|
ଉଷିଙ୍କର ପୁତ୍ର ଥିଲେ ୟିଷ୍ରାହିଯ। ୟିଷ୍ରାହିଯଙ୍କର ପୁତ୍ରମାନେ ଥିଲେ, ମୀଖାଯଲେ, ଓବଦିଯ, ଯାୟେଲ ଓ ୟିଶିଯ। ଏହି ପାଞ୍ଚଜଣ ୟାଜ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। |
4
|
ସମାନଙ୍କେର ପରବାରର ଇତିହାସ ଦର୍ଶାଏ ଯେ, ସମାନଙ୍କେର 36,000 ସୈନିକ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ହାଇେ ରହୁଥିଲେ। ସମାନଙ୍କେର ଏକ ବୃହତ୍ ପରିବାର ଥିଲା, କାରଣ ସମାନଙ୍କେର ଅନକେ ସ୍ତ୍ରୀ ଓ ସନ୍ତାନ ସନ୍ତତି ଥିଲେ। |
5
|
ପରିବାରର ଇତିହାସରୁ ଜଣାପଡ଼େ ଯେ, ଇଷାଖରର ସମସ୍ତ ଗୋଷ୍ଠୀ ମଧିଅରେ 8 7,000 ଜଣ ବଳଶାଳୀ ଯୋଦ୍ଧା ଥିଲେ। |
6
|
ବିନ୍ଯାମୀନଙ୍କର ତିନି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ବଲୋ, ବେଖର ଓ ୟିଦୀଯଲେ। |
7
|
ବଲୋଙ୍କର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ଇଷବୋନ୍, ଉଷ, ଉଷୀଯଲେ, ଯିରମୋେତ୍ ଓ ଈରୀ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ପରିବାରର ଇତିହାସରୁ ଜଣାୟାଏ ଯେ, ସମାନଙ୍କେ ମଧିଅରେ 22,034 ଜଣ ସୈନିକ ଥିଲେ। |
8
|
ବେଖରଙ୍କର ପୁତ୍ରମାନେ ଥିଲେ : ସମୀର, ୟୋଯାଶ, ଇଲୀଯଷେର, ଇଲିଯୋ-ଐନଯ, ଅମ୍ରି, ଯିରମୋେତ୍, ଅବିଯ, ଅନାଥୋତ୍ ଓ ଆଲମେତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ। |
9
|
ସମାନଙ୍କେ ପରିବାରର ଇତିହାସ ଜଣାଏ ଯେ, ସମାନଙ୍କେର ମଧ୍ଯ 20,000 ଜଣ ସୈନିକ ଥିଲେ। |
10
|
ୟିଦୀଯଲଙ୍କେର ପୁତ୍ର ଥିଲେ ବିଲ୍ହନ୍। ବିଲ୍ହନ୍ଙ୍କର ପୁତ୍ରମାନେ ଥିଲେ : ୟିଯଶ, ବିନ୍ଯାମୀନ, ଏହୂଦ୍, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର। |
11
|
ୟିଦୀଯଲଙ୍କେ ସବୁ ପୁତ୍ର ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ମଧିଅରେ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ 17,200 ଜଣ ସୈନ୍ଯ ଥିଲେ। |
12
|
ଶୁପ୍ପୀମ ଓ ହୁପ୍ପୀମମାନେ ଈର୍ ବଂଶଧର ଥିଲେ। ହୂଶୀମ ଅ ହରଙ୍କେର ପୁତ୍ର ଥିଲେ। |
13
|
ନପ୍ତାଲୀଙ୍କ ପୁତ୍ରମାନେ ଥିଲେ ୟହସିଯଲେ, ଗୂନି, ଯେତସର ଓ ଶଲ୍ଲୁମ୍। |
14
|
ଏହିମାନେ ମନଃଶିଙ୍କର ବଂଶଧର ଥିଲେ : ମନଃଶି ଓ ତାଙ୍କର ଅରାମୀଯ ଦାସୀଙ୍କଠାରୁ ଅସ୍ରୀଯଲେ ନାମକ ପୁତ୍ର ଜାତ ହାଇେଥିଲା। ସମାନଙ୍କେର ମାଖୀର ନାମକ ମଧ୍ଯ ପୁତ୍ରଟିଏ ଥିଲା। ମାଖୀର ଗିଲିଯଦଙ୍କ ପିତା ଥିଲେ। |
15
|
ମାଖୀର ହୁପ୍ପୀମ ଓ ଶୁପ୍ପୀମ ପାଇଁ ଜଣେ ଜଣେ ସ୍ତ୍ରୀକୁ ନେଲେ। ମାଖୀରଙ୍କ ଭଉଣୀର ନାମ ଥିଲା ମାଖା। ତା'ର ଦ୍ବିତୀୟ ପୁତ୍ରର ନାମ ସଲଫାଦ ଥିଲା। ସଲଫାଦର କବଳେ କନ୍ଯାମାନେ ଥିଲେ। |
16
|
ମାଖୀରଙ୍କ ସ୍ତ୍ରୀ ମାଖାଙ୍କର ପୁତ୍ରଟିଏ ହାଇେଥିଲା। ମାଖା ଏହି ପୁତ୍ରର ନାମ ପରେଶ ଦେଲେ। ତା'ର ଭାଇଙ୍କ ନାମ ଥିଲା ଶରେଶ। ଶରେଶଙ୍କ ପୁତ୍ରମାନେ ଥିଲେ ଉଲମ ଓ ରକମେ। |
17
|
ଉଲମଙ୍କ ପୁତ୍ର ଥିଲେ, ବଦାନ। |
18
|
ମାଖୀରଙ୍କ ଭଉଣୀ ହମ୍ମୋଲକେତ୍ ଈଶହୋଦ୍, ଅବୀଯଷେର ଓ ମହଲାଙ୍କୁ ଜନ୍ମ ଦେଲେ। |
19
|
ଶମୀଦାଙ୍କ ପୁତ୍ରମାନେ ଥିଲେ : ଅହିଯନ୍, ଶେଖମ୍, ଲିକ୍ହି ଓ ଅନୀଯାମ୍। |
20
|
ଇଫ୍ରଯିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରଯିମଙ୍କ ପୁତ୍ର ଥିଲେ ଶୁଥଲହେ। ଶୁଥଲହଙ୍କେର ପୁତ୍ର ଥିଲେ, ବରଦେ। ବରଦଙ୍କେର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ, ଇଲିଯାଦା। |
21
|
ଇଲିଯାଦଙ୍କର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ ସାବଦ୍। ସାବଦ୍ଙ୍କ ପୁତ୍ର ଥିଲେ ଶୁଥଲହେ। |
22
|
ଇଫ୍ରଯିମ, ଏତସର ଓ ଇଲିଯାଦର ପିତା ଥିଲେ। ଏତସର ଓ ଇଲିଯାଦଙ୍କର ମୃତ୍ଯୁ ଘଟିବାରୁ ଇଫ୍ରଯିମ ଅନକେ ଦିନ ପର୍ୟ୍ଯନ୍ତ କ୍ରନ୍ଦନ କଲେ। ଇଫ୍ରଯିମଙ୍କର ପରିବାର ତାଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଆସିଲେ। |
23
|
ଏହାପରେ, ଇଫ୍ରଯିମ ତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କଲେ। ଇଫ୍ରଯିମଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଓ ଗୋଟିଏ ପୁତ୍ରକୁ ଜନ୍ମ ଦେଲେ। ଇଫ୍ରଯିମ ଏହି ନବଜାତ ପୁତ୍ରର ନାମ ବରୀଯ ଦେଲେ, କାରଣ ତାଙ୍କର ପରିବାର ରେ ଏକ ଦୁଃଖଦାୟକ ଘଟଣା ଘଟିୟାଇଥିଲା। |
24
|
ଇଫ୍ରଯିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈଥ୍ହୋରଣ୍ ଓ ଉଚ୍ଚତର ବୈଥ-ହାରେଣ୍, ଏବଂ ନିମ୍ନତର ଉଷନ୍େ ଶୀରା ଓ ଉଚ୍ଚତର ଉଷନେ ଶୀରା ନିର୍ମାଣ କଲା। |
25
|
ରଫେନ୍ ଇଫ୍ରଯିମଙ୍କ ପୁତ୍ର ଥିଲେ। ରେଶଫ୍ ରଫେହ୍ଙ୍କ ପୁତ୍ର ଥିଲେ। ତଲହେ ରେଶଫ୍ଙ୍କ ପୁତ୍ର ଥିଲେ। ତହନ୍ ତଲହଙ୍କେ ପୁତ୍ର ଥିଲେ। |
26
|
ଲାଦନ୍ ତହନ୍ଙ୍କ ପୁତ୍ର ଥିଲେ। ଅମ୍ମୀହୂଦ ଲାଦନଙ୍କ ପୁତ୍ର ଥିଲେ। ଇଲୀଶାମା ଅମ୍ମୀହୂଦଙ୍କ ପୁତ୍ର ଥିଲେ। |
27
|
ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହାଶୂେୟ ନୂନଙ୍କ ପୁତ୍ର ଥିଲେ। |
28
|
ଏହି ସମସ୍ତ ନଗର ଓ ଦେଶମାନଙ୍କ ରେ ଇଫ୍ରଯିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବ ରେ ନାରନ୍, ପଶ୍ଚିମ ରେ ଗଷେର ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ୟ୍ଯନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ। |
29
|
ମନଃଶିଙ୍କ ଦେଶର ସୀମାବର୍ତ୍ତୀ ସହରଗୁଡ଼ିକ ଥିଲା, ବୈଥ୍ଶାନ, ତାନକ, ମଗିଦ୍ଦୋ ଓ ଡ଼ୋର ଏବଂ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଯୋଷଫଙ୍କେ ବଂଶଧରମାନେ ବାସ କରୁଥିଲେ। ଯୋଷଫେ ଇଶ୍ରାୟେଲଙ୍କ ପୁତ୍ର ଥିଲେ। |
30
|
ଆଶରଙ୍କେ ପୁତ୍ରମାନେ ଥିଲେ ୟିମ୍ନ, ୟିଶବ, ୟିଶବି ଓ ବରୀଯ। ସମାନଙ୍କେ ଭଗିନୀର ନାମ ଥିଲା ସରେହ୍। |
31
|
ବରୀଯଙ୍କ ପୁତ୍ରମାନେ ଥିଲେ ହବରେ ଓ ମଲକୀଯଲେ। ମଲକୀଯଲେ ବିର୍ଷୋତଙ୍କ ପିତା ଥିଲେ। |
32
|
ହବେର୍, ୟଫ୍ଲେଟ୍, ଶୋମର୍ ଓ ହୋଥମ୍ ଓ ସମାନଙ୍କେ ଭଗିନୀ ଶୂଯାଙ୍କ ପିତା ଥିଲେ। |
33
|
ୟଫଲଟଙ୍କେ ପୁତ୍ରମାନେ ଥିଲେ ପାସକ୍, ବିମ୍ହଲ୍ ଓ ଅଶ୍ବତ୍। ଏହିମାନେ ୟଫଲେଟ୍ଙ୍କର ସନ୍ତାନ ଥିଲେ। |
34
|
ଶମରଙ୍କେ ପୁତ୍ରମାନେ ଥିଲେ ଅହି, ରୋହଗ, ୟିହୁବ୍ଦ ଓ ଅରାମ। |
35
|
ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲମ। ହେଲମଙ୍କ ପୁତ୍ରମାନେ ଥିଲେ ଶୋଫହ, ୟିମ୍ନ, ଶଲେଶ୍ ଓ ଆମ୍ଭଲ୍। |
36
|
ଶୋଫହଙ୍କ ପୁତ୍ରମାନେ ଥିଲେ : ସୂହ, ହର୍ଣ୍ଣଫେେର୍, ଶୂଯାଲ୍ ବରେୀ, ୟିମ୍ର, |
37
|
ବତେସର୍, ହୋଦ, ଶମ୍ମ, ଶିଲ୍ଶ ୟିତ୍ରନ୍ ଓ ବରୋ। |
38
|
ଯେଥରଙ୍କ ପୁତ୍ରମାନେ ଥିଲେ : ଯଫେୁନ୍ନି, ପିଷ୍ପ ଓ ଅରା। |
39
|
ଉଲ୍ଲଙ୍କ ପୁତ୍ରମାନେ ଥିଲେ : ଆରହ, ହନ୍ନୀଯଲେ ଓ ରିତସିଯ। |
40
|
ଏହି ବ୍ଯକ୍ତିମାନେ ଆଶରଙ୍କେ ବଂଶଧର ଥିଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନେେ ସର୍ବୋତ୍ତମ ବ୍ଯକ୍ତି ଥିଲେ। ସମାନେେ ସମସ୍ତେ ଯୋଦ୍ଧା ଓ ମହାନ୍ ନେତାଗଣ ଥିଲେ। ସମାନଙ୍କେ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ। |