Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Books

1 Chronicles Chapters

1 Chronicles 22 Verses

1 ଦାଉଦ କହିଲେ, "ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ଓ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ହାମବେଳି ଉତ୍ସର୍ଗ କରିବାର ବଦେୀ ଏହି ସ୍ଥାନ ରେ ହିଁ ନିର୍ମିତ ହବେ।"
2 ଇଶ୍ରାୟେଲ ମଧିଅରେ ବାସ କରୁଥିବା ସମସ୍ତ ବିଦେଶୀଯମାନଙ୍କୁ ଏକତ୍ର ଠୁଳ ହବୋ ନିମନ୍ତେ ଦାଉଦ ଆଦେଶ ଦେଲେ। ସହେି ବିଦେଶୀମାନଙ୍କ ମଧ୍ଯରୁ ଦାଉଦ ପଥରକଟାଳୀମାନଙ୍କୁ ମନୋନୀତ କଲେ। ପରମେଶ୍ବରଙ୍କ ମନ୍ଦିର ନିର୍ମାଣ ରେ ବ୍ଯବହୃତ ହବୋ ନିମନ୍ତେ ଉଦ୍ଦିଷ୍ଟ ପଥରକୁ କାଟି ପ୍ରସ୍ତୁତ କରି ରଖିବା ସମାନଙ୍କେର କାର୍ୟ୍ଯ ଥିଲା।
3 ପ୍ରବେଶ ଦ୍ବାରର କବାଟ ନିମନ୍ତେ କଣ୍ଟା ଓ କବଜା ନିର୍ମାଣ କରିବା ନିମନ୍ତେ ଦାଉଦ ଲୁହା ସଂଗ୍ରହ କଲେ ଏବଂ ସେ ଏତେ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ ଯେ, ତାହାକୁ ମପାୟାଇ ପାରିଲା ନାହିଁ।
4 ଦାଉଦ ଏତେ ସଂଖ୍ଯକ ଦବଦୋରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାୟାଇ ନ ପା ରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ଯ ଦବଦୋରୁ କାଠ ଆଣିଲେ।
5 ଦାଉଦ କହିଲେ, "ଆମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମାେ ପୁଅ ଶଲୋମନ ଅଳ୍ପ ବଯସ୍କ ଅଟେ ଓ ଯେଉଁସବୁ ବିଷଯ ସେ ଜାଣିବା ଆବଶ୍ଯକ, ସେ ଏପର୍ୟ୍ଯନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହବୋ ଆବଶ୍ଯକ। ତାହାର ବିଶାଳତା ଓ ସୌନ୍ଦର୍ୟ୍ଯ ସକାେଶ ତାହା ସମସ୍ତ ଦେଶ ରେ ବିଖ୍ଯାତ ହବୋ ଆବଶ୍ଯକ ସେଥିନିମନ୍ତେ ସଦାପ୍ରଭୁ ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି।" ତେଣୁ ଦାଉଦ ତାଙ୍କର ମୃତ୍ଯୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନକେ ଯୋଜନା ପ୍ରସ୍ତୁତ କଲେ।
6 ଏହାପରେ ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଡ଼କାଇ ପଠାଇଲେ।
7 ଦାଉଦ ଶଲୋମନଙ୍କୁ କହିଲେ, " ମାରେ ପୁତ୍ର, ମୁଁ ମାରେ ପରମେଶ୍ବର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି।
8 କିନ୍ତୁ ସଦାପ୍ରଭୁ ମାେତେ କହିଲେ, 'ଦାଉଦ, ତୁମ୍ଭେ ଅନକେ ୟୁଦ୍ଧ କରିଅଛ ଓ ଅନକେ ଲୋକଙ୍କୁ ହତ୍ଯା କରିଅଛ। ତେଣୁ ତୁମ୍ଭେ ଆମ୍ଭ ନାମ ରେ ମନ୍ଦିର ନିର୍ମାଣ କରିପାରିବ ନାହିଁ।
9 କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିଯ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତି ରେ ଏକ ସମୟ ପ୍ରଦାନ କରିବା। ତା'ପରେ ଚତୁର୍ଦ୍ଦିଗ ରେ ଥିବା ଶତ୍ରୁମାନେ ତାହାକୁ ବ୍ଯତିବ୍ଯସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହବୋ ସମୟରେ ଆମ୍ଭେ ଇଶ୍ରାୟେଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା।
10 ଶଲୋମନ ଆମ୍ଭ ନାମ ରେ ଏକ ମନ୍ଦିର ନିର୍ମାଣ କରିବ। ଶଲୋମନ ମାରେ ପୁତ୍ର ହବେ ଏବଂ ଆମ୍ଭେ ତାହାର ପିତା ହବୋ। ଏବଂ ଆମ୍ଭେ ଶଲୋମନର ରାଜ୍ଯକୁ ଦୃଢ଼ କରିବା। ତାହାର ବଂଶରୁ କୌଣସି ଜଣେ ଇଶ୍ରାୟେଲ ଉପରେ ସଦାସର୍ବଦା ରାଜତ୍ବ କରିବ।"'
11 ଦାଉଦ ଆହୁରି ମଧ୍ଯ କହିଲେ, "ବର୍ତ୍ତମାନ ପୁତ୍ର, ସଦାପ୍ରଭୁ ତୁମ୍ଭ ସହିତ ରେ ରୁହନ୍ତୁ। ତୁମ୍ଭେ ସଫଳ ହୁଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେପରି କହିଅଛନ୍ତି, ସପରେି ତୁମ୍ଭେ ତାହାଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।
12 ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବେ। ତୁମ୍ଭେ ଯେପରି ଲୋକମାନଙ୍କୁ ପରିଚାଳିତ କରିପାରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିଯମର ବାଧ୍ଯ ହାଇପୋରିବ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରନ୍ତୁ।
13 ସଦାପ୍ରଭୁ ଇଶ୍ରାୟେଲ ନିମନ୍ତେ ମାଶାଙ୍କେୁ ଯେଉଁସବୁ ବ୍ଯବସ୍ଥା ପ୍ରଦାନ କରିଛନ୍ତି, ଯଦି ତୁମ୍ଭେ ତାହାର ବାଧ୍ଯ ହବୋ ନିମନ୍ତେ ଯତ୍ନ କରିବ, ତବେେ ତୁମ୍ଭେ ସଫଳତା ଲାଭ କରିବ। ବଳବାନ ଓ ସାହସୀ ହୁଅ, ଭୟ କର ନାହିଁ।
14 "ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ବର୍ଣ୍ଣ ଦଇେଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦଇେଅଛି। ମୁଁ ଏତେ ପରିମାଣ ରେ ପିତ୍ତଳ ଓ ଲୁହା ଦଇେଅଛି ଯେ, ତାହା ତୌଲ କରାୟାଇ ନ ପା ରେ। ମୁଁ କାଠ ଓ ପ୍ରସ୍ତର ମଧ୍ଯ ଦଇେଅଛି। ଶଲୋମନ, ତୁମ୍ଭେ ସେଥି ରେ ଆହୁରି ୟୋଗ କରିପାର।
15 ତୁମ୍ଭର ଅନକେ ପଥରକଟାଳୀ ଓ ବଢ଼ଇେ ଅଛନ୍ତି। ପ୍ରେତ୍ୟକକ ପ୍ରକାର କାର୍ୟ୍ଯ ରେ ଦକ୍ଷ କାରିଗର ତୁମ୍ଭର ଅଛନ୍ତି।
16 ସମାନେେ ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ ଓ ଲୁହା କାର୍ୟ୍ଯ ରେ ଦକ୍ଷ ଅଟନ୍ତି। ତୁମ୍ଭର ଅଗଣ୍ଯ ଦକ୍ଷ କାରିଗରମାନେ ଅଛନ୍ତି। ବର୍ତ୍ତମାନ ହିଁ କାର୍ୟ୍ଯ ଆରମ୍ଭ କର। ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ।"
17 ଏହାପରେ ଦାଉଦ, ତାଙ୍କର ପୁତ୍ର ଶଲୋମନଙ୍କୁ ସାହାୟ୍ଯ କରିବା ପାଇଁ ଇଶ୍ରାୟେଲର ସମସ୍ତ ନେତାଙ୍କୁ ଆଦେଶ ଦେଲେ।
18 ଦାଉଦ ଏହି ଲୋକମାନଙ୍କୁ କହିଲେ, "ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କର ସହିତ ରେ ଅଛନ୍ତି। ସେ ତୁମ୍ଭକୁ ଶାନ୍ତିର ଏକ ସମୟ ପ୍ରଦାନ କରିଅଛନ୍ତି। ଆମ୍ଭମାନଙ୍କର ଚତୁର୍ଦ୍ଦିଗ ରେ ବାସ କରୁଥିବା ଲୋକମାନଙ୍କୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁ ଓ ତାଙ୍କର ଲୋକମାନଙ୍କର ଅଧୀନସ୍ଥ ହାଇେଅଛି।
19 ବର୍ତ୍ତମାନ, ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦଯ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠା ରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ବରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହାପରେ, ନିଯମସିନ୍ଦୁକ ଓ ଅନ୍ଯାନ୍ଯ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ଯକୁ ଆଣ।"
×

Alert

×