Indian Language Bible Word Collections
1 Chronicles 2:16
1 Chronicles Chapters
1 Chronicles 2 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
1 Chronicles Chapters
1 Chronicles 2 Verses
1
|
ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ |
2
|
ଦାନ୍, ଯୋଷଫେ, ବିନ୍ଯାମୀନ, ନପ୍ତାଲୀ, ଗାଦ୍ ଓ ଆଶରେ, |
3
|
ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶଲୋ, ବତ୍ଶୂଯା। ସମାନଙ୍କେର ମାତା ବତ୍ଶୂଯା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏଲ୍ ଅତ୍ଯନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ଯା କଲେ। |
4
|
ଯିହୁଦାଙ୍କର ପୁତ୍ରବଧୂ ତାମର ପରେସ ଓ ସରହଙ୍କେୁ ଜନ୍ମ ଦଲୋ। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ। |
5
|
ପରେସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ। |
6
|
ସରହଙ୍କେର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ସିମ୍ରି, ଏଥନ୍, ହମେନ୍, କଲକୋଲ୍ ଓ ଦରୋ। |
7
|
ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର । ଏହି ଆଖାର ଇଶ୍ରାୟେଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡ଼ାକି ଆଣିଥିଲେ ୟିଏକି ଆଖର ୟୁଦ୍ଧ ରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖ ରେ ରଖିଥିଲେ, କିନ୍ତୁ ସେ ସହେି ବସ୍ତୁଗୁଡ଼ିକୁ ପରମେଶ୍ବରଙ୍କୁ ଦଇେ ଦବୋର ଥିଲା। |
8
|
ଏଥନ୍ଙ୍କର ପୁତ୍ର ଥିଲେ ଅସରିଯା। |
9
|
ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ୟିରହମଲେ, ରାମ୍ ଓ କାଲୁବାଯ। |
10
|
ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗ ମୁଖ୍ଯ ନ ହଶାେନଙ୍କର ପିତା ଥିଲେ। |
11
|
ନ ହଶାେନ ସଲମାଙ୍କର ପିତା ଥିଲେ। ସଲମା ବୋଯାଜଙ୍କ ପିତା ଥିଲେ। |
12
|
ବୋୟଜ ଓବଦଙ୍କେର ପିତା ଥିଲେ। ଓବଦେ ୟିଶୀଙ୍କର ପିତା ଥିଲେ। |
13
|
ୟିଶୀ ଇଲିଯାବଙ୍କର ପିତା ଥିଲେ। ଇଲିଯାବ ୟିଶୀଙ୍କର ପ୍ରଥମ ଜାତ ପୁତ୍ର ଥିଲେ। ୟିଶୀଙ୍କର ଦ୍ବିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ। |
14
|
ନଥନଲେ ୟିଶୀଙ୍କର ଚତୁର୍ଥ ପୁତ୍ର ଥିଲେ। ୟିଶୀଙ୍କର ପଞ୍ଚମ ପୁତ୍ର ଥିଲେ ରଦ୍ଦଯ। |
15
|
ଓତସମ ୟିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସମାନଙ୍କେର ଭଉଣୀମାନେ ଥିଲେ ସରୁଯା ଓ ଅବୀଗର। |
16
|
ସରୁଯାର ତିନି ପୁତ୍ର ଥିଲେ ଅବୀଶଯ, ଯୋୟାବ ଓ ଅସା ହେଲ। |
17
|
ଅବୀଯଲେ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇଶମାଯଲେୀଯ ଲୋକଙ୍କ ମଧ୍ଯରୁ ଆସିଥିଲା। |
18
|
କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। କାଲବଙ୍କେର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହାଇେଥିଲେ। ଅସୂବାର ୟିରୀଯୋତର କନ୍ଯା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ : ଯେଶର, ଶୋବବ୍ ଓ ଅର୍ଦୋନ। |
19
|
ଅସୁବାରଙ୍କର ମୃତ୍ଯୁ ପରେ କାଲବେ ଇଫ୍ରାଥାଙ୍କୁ ବିବାହ କଲେ। କାଲବେ ଓ ଇଫ୍ରାଥାଙ୍କର ଗୋଟିଏ ପୁତ୍ର ହେଲା। ସମାନେେ ତାହାର ନାମ ହୂର ଦେଲେ। |
20
|
ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲଲଙ୍କେର ପିତା ଥିଲେ। |
21
|
ପରେ, ହିଷ୍ରୋଣ ଷାଠିଏ ବର୍ଷ ବଯସ ରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିଯଦ୍ଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସରୂବଙ୍କୁ ଜନ୍ମ ଦେଲେ। |
22
|
ସରୂବ ୟାଯୀରଙ୍କର ପିତା ଥିଲେ। ଗିଲିଯଦ ଦେଶ ରେ ୟାଯୀରଙ୍କର ତଇେଶ ଗୋଟି ସହର ଥିଲା, |
23
|
କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା। |
24
|
ହିଷ୍ରୋଣ ମୃତ୍ଯୁବରଣ କଲାପରେ, କାଲବଙ୍କେର ସ୍ତ୍ରୀ ଇଫ୍ରଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀ ନାମ ଅବିଯାହ) ସହେି ପୁତ୍ରର ନାମ ଦିଆଗଲା ଅହୂସର। ଅହୂସର ତକୋଯ ସହର ପ୍ରତିଷ୍ଠା କରିଥିଲେ। |
25
|
ୟିରହମଲେ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ୟିରହମଲଙ୍କେର ପୁତ୍ରମାନେ ଥିଲେ ରାମ, ବୁନା, ଓରଣ, ଓତସମ ଓ ଅହିଯ। ରାମ ୟିରହମଲଙ୍କେର ପ୍ରଥମ ପୁତ୍ର ଥିଲେ। |
26
|
ୟିରହମଲଙ୍କେର ଅଟାରା ନାମ ରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ନାସଙ୍କର ମାତା ଥିଲେ। |
27
|
ୟିରହମଲଙ୍କେର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ୟାମୀନ ଓ ଏକର। |
28
|
ଓନମଙ୍କର ପୁତ୍ରମାନେ ଥିଲେ : ଶମ୍ମଯ ଓ ୟାଦା। ଶମ୍ମଯଙ୍କର ପୁତ୍ରମାନେ ଥିଲେ : ନାଦବ ଓ ଅବୀଶୂର। |
29
|
ଅବୀଶୂରଙ୍କର ପତ୍ନୀଙ୍କର ନାମ ଥିଲା : ଅବୀହଯିଲ୍। ସମାନଙ୍କେର ଦୁଇ ପୁତ୍ର ଥିଲେ। ସହେି ପୁତ୍ରମାନଙ୍କର ନାମ ଥିଲା : ଅହବାନ୍ ଓ ମାେଲୀଦ୍। |
30
|
ନାଦବଙ୍କର ପୁତ୍ରମାନେ ଥିଲେ : ସେଲଦ୍ ଓ ଅପ୍ପଯିମ। ସେଲଦ୍ ନିଃସନ୍ତାନ ହାଇେ ମୃତ୍ଯୁବରଣ କରିଥିଲେ। |
31
|
ୟିଶଯି ଅପ୍ପଯିମଙ୍କର ପୁତ୍ର ଥିଲେ। ୟିଶଯିଙ୍କର ପୁତ୍ର ଥିଲେ : ଶେଶନ୍। ଶେଶନ୍ଙ୍କର ପୁତ୍ର ଥିଲେ : ଅହଲଯ। |
32
|
ୟାଦା ଶମ୍ମଯଙ୍କର ଭ୍ରାତା ଥିଲେ। ୟାଦାଙ୍କର ପୁତ୍ରମାନେ ଥିଲେ : ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହାଇେ ମୃତ୍ଯୁବରଣ କଲେ। |
33
|
ଯୋନାଥନଙ୍କର ପୁତ୍ରମାନେ ଥିଲେ : ପଲେତ୍ ଓ ସାସା। ଏହା ୟିରହମଲଙ୍କେ ସନ୍ତାନଗଣଙ୍କର ତାଲିକା ଅଟେ। |
34
|
ଶେଶନ୍ଙ୍କର କୌଣସି ପୁତ୍ର ନ ଥିଲେ। ତାଙ୍କର କବଳେ କନ୍ଯାମାନେ ଥିଲେ। ଶେଶନ୍ଙ୍କର ୟାର୍ହା ନାମ ରେ ଜଣେ ମିଶରୀଯ କ୍ରୀତଦାସୀ ଥିଲା। |
35
|
ଶେଶନ୍ ନିଜ ଝିଅକୁ ୟାର୍ହା ସହିତ ବିବାହ ଦେଲେ। ସମାନଙ୍କେର ପୁତ୍ରଟିଏ ଜନ୍ମ ହେଲା। ତାହାର ନାମ ଥିଲା : ଅତ୍ତଯ। |
36
|
ଅତ୍ତଯ ନାଥନଙ୍କର ପିତା ଥିଲେ। ନାଥନ ସାବଦ୍କର ପିତା ଥିଲେ। |
37
|
ସାବଦକ୍ ଇଫଲଲଙ୍କର ପିତା ଥିଲେ। ଇଫଲଲ ଓବଦଙ୍କେର ପିତା ଥିଲେ। |
38
|
ଓବଦେ ଯହେୁଙ୍କର ପିତା ଥିଲେ। ଯହେୁ ଅସରିଯଙ୍କ ପିତା ଥିଲେ। |
39
|
ଅସରିଯ ହେଲସଙ୍କର ପିତା ଥିଲେ। ହରେସ ଇଲୀଯାସଙ୍କ ପିତା ଥିଲେ। |
40
|
ଇଲୀଯାସ ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ। |
41
|
ଶଲ୍ଲୁମ୍ ୟିକମିଯଙ୍କ ପିତା ଥିଲେ ଏବଂ ୟିକମିଯ ଇଲୀଶାମଙ୍କର ପିତା ଥିଲେ। |
42
|
କାଲେବ୍ ୟିରହମଲଙ୍କେର ଭ୍ରାତା ଥିଲେ। କାଲବଙ୍କେର କେତାଟେି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମଶାେ। ମଶାେ ସୀଫ୍ଙ୍କର ପିତା ଥିଲେ। କାଲବଙ୍କେର ଆହୁରି ମଧ୍ଯ ପୁତ୍ର ଥିଲେ। ମା ରଶାେ ହିବ୍ରୋଣଙ୍କ ପିତା ଥିଲେ। |
43
|
ହିବ୍ରୋଣଙ୍କ ପୁତ୍ରମାନେ ଥିଲେ : କୋରହ, ତପୂହ, ରକେମ୍ ଓ ଶମାେ। |
44
|
ଶମାେ ରହମ୍ଙ୍କ ପିତା ଥିଲେ। ରହମ୍ ୟର୍କିଯମଙ୍କ ପିତା ଥିଲେ। ରକେମ୍ ଶମ୍ମଯଙ୍କ ପିତା ଥିଲେ। |
45
|
ଶମ୍ମଯ ମାଯୋନ୍ଙ୍କର ପୁତ୍ର ଥିଲେ। ମାଯୋନ୍ ବୈଥ୍-ସୂରଙ୍କର ପିତା ଥିଲେ। |
46
|
କାଲବଙ୍କେର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମାେତ୍ସା ଓ ଗା ସେସଙ୍କର ମାତା ଥିଲେ। ହାରଣ ଗା ସେସଙ୍କର ପିତା ଥିଲେ। |
47
|
ଯହଦେଯଙ୍କର ପୁତ୍ରମାନେ ଥିଲେ : ରଗେମ୍, ଯୋଥମ୍, ଗେଶନ୍, ପଲଟେ, ଐଫା ଓ ଶାଫ୍। |
48
|
ମାଖା ନାମ୍ନୀ କାଲବରଙ୍କେର ଆଉ ଜଣେ ଦାସୀ ଥିଲେ। ମାଖା ଶବରେ ଓ ତିର୍ହନଃଙ୍କର ମାତା ଥିଲେ। |
49
|
ମାଖା ଶାଫ ଓ ଶିବାଙ୍କର ମଧ୍ଯ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବନୋର ଓ ଗିବିଯାଙ୍କର ପିତା ଥିଲେ। କାଲବରଙ୍କେର ଝିଅ ଥିଲେ ଅକଷା। |
50
|
ଏହା କାଲବଙ୍କେର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲବଙ୍କେର ଜେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କ ଠାରୁ ଜନ୍ମ ହାଇେଥିଲେ। ହୁରଙ୍କର ପୁତ୍ର ଶାେବଲ ଥିଲେ, କିରିଯତ୍-ୟିଯାରୀମ୍ର ପ୍ରତିଷ୍ଠାତା ଥିଲେ। |
51
|
ଶଲ୍ମ ବୈଥ୍ଲହମରେ ପ୍ରତିଷ୍ଠାତା ଓ ହାଲେଫ୍ ବୈଥ୍ଗାଦର ପ୍ରତିଷ୍ଠାତା ଥିଲେ। |
52
|
ଶାେବଲ କିରିଯତ୍-ୟିଯାରୀମର ପ୍ରତିଷ୍ଠାତା ଥିଲେ। ଏହା ଶାେବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାଯା, ମନୁହୋଥର ଅର୍ଦ୍ଧକେ ଲୋକ ; |
53
|
କିରିଯତ୍-ୟିଯାରୀମ ପରିବାର ବର୍ଗମାନେ ଥିଲେ, ୟିତ୍ରୀଯ, ପୁଥୀଯ, ଶୂମାଥୀଯ ଓ ମିଶ୍ରାଯୀଯ। ସରାଯୀଯ ଓ ଇଷ୍ଟାଯୋଲୀଯଗଣ ମିସ୍ରାଯୀଯରୁ ଆସିଥିଲେ। |
54
|
ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥଲହେମ୍ ନଟୋଫାତୀୟ, ଅଟ୍ରୋତ୍ବେତ୍ ଯୋୟାବ ମନହୋତୀୟର ସରାରୀୟର ଅର୍ଧେକ ଲୋକ, |
55
|
ଏବଂ ୟାବେସ୍ ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିଯାଥୀଯ, ଶିମିଯଥୀଯ ଓ ସୁଖାଥୀଯ ଥିଲେ। ଏହି କୀନୀଯ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ- ରଖାବରେ ପ୍ରତିଷ୍ଠାତା ଥିଲେ। |