Indian Language Bible Word Collections
1 Chronicles 15:8
1 Chronicles Chapters
1 Chronicles 15 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
1 Chronicles Chapters
1 Chronicles 15 Verses
1
|
ଦାଉଦ ଆପଣା ନିମନ୍ତେ ଦାଉଦ ନଗର ରେ ଗୃହମାନ ନିର୍ମାଣ କଲେ। ଏହାପରେ ସେ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ। |
2
|
ଏହାପରେ ଦାଉଦ କହିଲେ, "କବଳେ ଲବେୀୟମାନେ ନିଯମସିନ୍ଦୁକକୁ ବହି ନଇେ ପାରିବେ। କାରଣ ସଦାପ୍ରଭୁ ସମାନଙ୍କେୁ ନିଯମସିନ୍ଦୁକ ବହିନବୋ ନିମନ୍ତେ ଓ ଚିରକାଳ ତାଙ୍କର ସବୋ କରିବା ନିମନ୍ତେ ମନୋନୀତ କରିଅଛନ୍ତି।" |
3
|
ଲବେୀୟମାନେ ନିଯମସିନ୍ଦୁକକୁ ଦାଉଦଙ୍କ ଦ୍ବାରା ପ୍ରସ୍ତୁତ ସ୍ଥାନକୁ ବହିନବୋ ସମୟରେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ୟିରୁଶାଲମ ରେ ଏକତ୍ରୀତ ହବୋ ନିମନ୍ତେ ଦାଉଦ କହିଲେ। |
4
|
ଦାଉଦ ହାରୋଣ ଓ ଲବେୀୟମାନଙ୍କ ବଂଶଧରମାନଙ୍କୁ ଏକତ୍ର ଡାକିଲେ। |
5
|
କହାତଙ୍କ ପରିବାରବର୍ଗରୁ 120 ଜଣ ଲୋକ ଆସିଲେ। ଉରିଯଲେ ସମାନଙ୍କେର ନେତା ଥିଲେ। |
6
|
ମରାରି ପରିବାରବର୍ଗରୁ 220 ଜଣ ଲୋକ ଆସିଲେ। ଅସାଯ ସମାନଙ୍କେର ନେତା ଥିଲେ। |
7
|
ଗେର୍ଶୋନଙ୍କ ପରିବାରବର୍ଗରୁ 130 ଜଣ ଲୋକ ଆସିଲେ। ଯାୟେଲ ସମାନଙ୍କେର ନେତା ଥିଲେ। |
8
|
ଇଲୀଶାଫନଙ୍କ ପରିବାରବର୍ଗରୁ 200 ଜଣ ଲୋକ ଆସିଲେ। ଶମଯିଯ ସମାନଙ୍କେର ନେତା ଥିଲେ। |
9
|
ହିବ୍ରୋଣଙ୍କ ପରବାରବର୍ଗରୁ 80 ଜଣ ଲୋକ ଆସିଲେ। ଇଲୀଯଲେ ସମାନଙ୍କେର ନେତା ଥିଲେ। |
10
|
ଉର୍ଷାଯଲଙ୍କେ ପରିବାରବର୍ଗରୁ |
12
|
ଦାଉଦ ସମାନଙ୍କେୁ କହିଲେ, "ତୁମ୍ଭମାନେେ ଲବେୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲବେୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ଯକ। ଏହାପରେ ମୁଁ ନିଯମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭମାନେେ ତାହାକୁ ସହେି ସ୍ଥାନକୁ ଆଣିବ। |
13
|
ନିଯମସିନ୍ଦୁକକୁ କିପରି ବହି ନବୋକୁ ହବେ, ତାହା କ'ଣ ଆମ୍ଭେ ଗତଥର ସଦାପ୍ରଭୁଙ୍କୁ ପଚାରି ନ ଥିଲୁ ? ତୁମ୍ଭେ କ'ଣ ଲବେୀୟମାନେ ତାହାକୁ ବହନ କରି ନ ଥିଲେ, ସେଥିନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କୁ ଦଣ୍ଡ ଦେଲେ।" |
14
|
ଏହାପରେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିଯମସିନ୍ଦକକୁ ବହି ନଇୟିବୋ ନିମନ୍ତେ ଯାଜକ ଓ ଲବେୀୟମାନେ ନିଜକୁ ପବିତ୍ର କଲେ। |
15
|
ମାଶାେ ଯେଉଁପରି ଆଦେଶ ଦଇେଥିଲେ, ସହେିପରି ଭାବରେ ନିଯମସିନ୍ଦୁକକୁ ବହି ନଇୟିବୋ ନିମନ୍ତେ ଲବେୀୟମାନେ ବିଶଷେ କାଷ୍ଠଦଣ୍ଡର ବ୍ଯବହାର କଲେ। ସଦାପ୍ରଭୁ ଯେଉଁପରି କହିଥିଲେ, ଠିକ୍ ସହେିପରି ସମାନେେ ନିଯମସିନ୍ଦୁକକୁ ବହି ନେଲେ। |
16
|
ଦାଉଦ, ଲବେୀୟ ନେତାମାନଙ୍କୁ ସମାନଙ୍କେ ଭ୍ରାତାଗଣ ଗାଯକମାନଙ୍କୁ ଆଣିବା ନିମନ୍ତେ କହିଲେ। ଗାଯକମାନେ ସମାନଙ୍କେର ବୀଣା, ସାରଙ୍ଗ ଓ ଗିନି ଆଣିବେ ଓ ଆନନ୍ଦ ରେ ଗୀତଗାନ କରିବେ। |
17
|
ଏହାପରେ ଲବେୀୟମାନେ ହମେନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହମେନ ଯାୟେଲଙ୍କ ପୁତ୍ର ଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ଏଥନ କୁଶାଯଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ। |
18
|
ସହେି ଲବେୀୟମାନଙ୍କର ଆଉ ଏକ ଦ୍ବିତୀୟ ଦଳ ମଧ୍ଯ ଥିଲେ। ସମାନେେ ଥିଲେ ଜିଖରିଯ, ବନେ, ୟାସୀଯଲେ, ଶମୀରାମାେତ, ୟିହୀଯଲେ, ଉନ୍ନିକି, ଇଲୀଯାବ, ବନାଯ, ମା ସଯେ, ମତ୍ତଥିଯ, ଇଲୀଫଲହେୁ, ମିକ୍ନଯେ, ଓବଦେ-ଇଦୋମ ଓ ୟିଯୁଯଲେ। ଏହିମାନେ ଦ୍ବାରପାଳ ଥିଲେ। |
19
|
ଗାଯକ ହମେନ୍, ଆସଫ ଓ ଏଥନ ପିତ୍ତଳ ନିର୍ମିତ ଗିନି ବଜାଉଥିଲେ। |
20
|
ଜିଖରିଯ, ଅସୀଯଲେ, ଶମୀରାମାେତ୍, ୟିହିଯଲେ, ଉନ୍ନି, ଇଲୀଯାବ, ମା ସଯେ ଓ ବନାଯ ଅଲାମାେତ୍ ବୀଣା ବଜାଉଥିଲେ। |
21
|
ମତ୍ତଥିଯ, ଇଲୀଫଲହେୁ, ମକନଯେ, ଓବେଦ୍-ଇଦୋମ୍, ୟିୟୁଯଲେ ଓ ଅସରିଯ ଶିମିନୀତ୍ ତମ୍ବୁରା ବଜାଉଥିଲେ। ଚିରକାଳ ନିମନ୍ତେ ସମାନଙ୍କେର ଏହି କାର୍ୟ୍ଯ ଥିଲା। |
22
|
ଲବେୀୟ ନେତା କନନିଯ ଗାଯନ ଦାଯିତ୍ବ ରେ ଥିଲେ। କନନିଯ ସଙ୍ଗୀତ ବିଦ୍ଯା ରେ ଅତ୍ଯନ୍ତ ପ୍ରବୀଣ ଥିବାରୁ ତାହାଙ୍କୁ ଏହି କାର୍ୟ୍ଯ ଦତ୍ତ ହାଇେଥିଲା। |
23
|
ନିଯମସିନ୍ଦୁକକୁ ଜଗିବା ନିମନ୍ତେ ମନୋନୀତ ହାଇେଥିବା ପକ୍ଷୀମାନଙ୍କ ମଧିଅରେ ଦୁଇଜଣ ଥିଲେ ବେଶଖିଯ ଓ ଇଲକାନା। |
24
|
ଶବନିଯ, ୟୋଶାଫଟ୍, ନଥନଲେ, ଅମାସଯ, ଜିଖରିଯ, ବନାଯ ଓ ଇଲୀଯଷେର, ଏମାନଙ୍କର କାର୍ୟ୍ଯ ଥିଲା, ନିଯମସିନ୍ଦୁକର ସମ୍ମୁଖ ରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ୟିହିଯ ନିଯମସିନ୍ଦୁକର ଦ୍ବାରପାଳ ଥିଲେ। |
25
|
ଦାଉଦ, ଇଶ୍ରାୟେଲର ପ୍ରାଚୀନବର୍ଗ ଓ ସନୋଧ୍ଯକ୍ଷମାନେ ନିଯମସିନ୍ଦୁକ ଆଣିବା ନିମନ୍ତେ ଗଲେ। ସମାନେେ ତାହାକୁ ଓବେଦ୍-ଇଦୋମ୍ଙ୍କ ଗୃହରୁ ନଇେଆସିଲେ। ସମସ୍ତେ ବହୁତ ଆନନ୍ଦିତ ଥିଲେ। |
26
|
ପରମେଶ୍ବର ନିଯମସିନ୍ଦୁକ ବହିନଇେ ଯାଉଥିବା ଲବେୀୟମାନଙ୍କୁ ସାହାୟ୍ଯ କଲେ। ସମାନେେ ସାତ ଗୋଟି ବଳଦ ଓ ସାତାଟେି ମେଣ୍ଢାକୁ ଉତ୍ସର୍ଗ କଲେ। |
27
|
ଦାଉଦ ଓ ନିଯମସିନ୍ଦୁକ ବହୁଥିବା ସମସ୍ତ ଲବେୀୟମାନେ ଓ ଗାଯକ କିଣାନିଯମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ଯ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ। |
28
|
ଏହିପରି, ଇଶ୍ରାୟେଲର ସମସ୍ତ ଲୋକ ନିଯମସିନ୍ଦୁକକୁ ନଇେଆସିଲେ। ସମାନେେ ଉଚ୍ଚସ୍ବର କଲେ, ସମାନେେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ଯ ଓ ତୂରୀ ବଜାଇଲେ, ଆହୁରି ମଧ୍ଯ ସମାନେେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ। |
29
|
ନିଯମସିନ୍ଦୁକ ଯେତବେେଳେ ଦାଉଦଙ୍କ ନଗର ରେ ପହଞ୍ଚିଲା, ମୀଖଲ୍ ଏକ ଝରକା ଦଇେ ଅନାଇଲେ। ମୀଖଲ୍ ଶାଉଲଙ୍କ ଝିଅ ଥିଲେ। ସେ ଦେଖିଲେ ଯେ, ରାଜା ଦାଉଦ ନୃତ୍ଯ ଓ ଆନନ୍ଦ କରୁଅଛନ୍ତି। ସେ ହୃଦଯ ରେ ତାଙ୍କୁ ଘୃଣା କଲେ। ସେ ଭାବିଲେ, ଦାଉଦ ଏକ ମୂର୍ଖ ପରି ଆଚରଣ କରୁଅଛନ୍ତି। |