Indian Language Bible Word Collections
1 Chronicles 1:34
1 Chronicles Chapters
1 Chronicles 1 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
1 Chronicles Chapters
1 Chronicles 1 Verses
1
|
ଆଦମ, ଶେଥ, ଈନୋଶ, କଯିନାନ, ମହଲଲଲେ, ଯରେସ, ହନୋକ, ମଥୁଶଲହେ, ଲମେକ, ନୋହ। |
4
|
ନୋହଙ୍କର ପୁତ୍ରମାନଙ୍କର ନାମ ଥିଲା ଶମେ, ହାମ, ଯଫେତ୍। |
5
|
ଯଫେତ୍ଙ୍କର ପୁତ୍ରମାନେ ଥିଲେ : ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍। |
6
|
ଗୋମରଙ୍କର ପୁତ୍ରମାନେ ଥିଲେ : ଅସ୍ମିନସ୍, ଦୀଫତ୍ ଓ ତୋଗର୍ମ। |
7
|
ୟବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ ଓ ଗୋଦାନିମ୍। |
8
|
ହାମର ସନ୍ତାନମାନେ ଥିଲେ : କୂଶ୍ (ଇଥିଓପିଆ) ଓ ମିଶର, ପୁଟ୍ ଓ କିଣାନ। |
9
|
ପୁଣି କୂଶଙ୍କର ପୁତ୍ରମାନେ ଥିଲେ : ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା। ରଯମାର ସନ୍ତାନମାନେ ଶିବା ଓ ଦଦାନ୍। |
10
|
କୂଶ୍ଙ୍କର ବଂଶଧରମାନଙ୍କ ମଧ୍ଯରୁ ନିମ୍ରୋଦ ନାମକ ଜଣେ ବ୍ଯକ୍ତି ବୃଦ୍ଧିପ୍ରାପ୍ତ ହାଇେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହବୋକୁ ଲାଗିଲା। |
11
|
ମିଶ୍ରଯୀମ (ମିଶର), ଲୂଦୀଯ, ଅନାମୀଯ, ଲହାବୀଯ ଓ ନପ୍ତୂହୀଯମାନଙ୍କର ପିତା ଥିଲେ। |
12
|
ପଥ୍ରୋଷୀଯ, କସଲୁହୀଯ ଓ (ପଲେଷ୍ଟୀୟମାନେ ସମାନଙ୍କେ ପାଖରୁ ଆସିଲେ) କପ୍ତୋରୀଯ। |
13
|
କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀଯମାନଙ୍କର |
14
|
ୟିବୂଷୀଯ, ଇ ମାରେୀଯ, ଗିଗୀଶୀଯ ; |
15
|
ହବ୍ବୀଯ, ଅର୍କୀଯ, ସୀନୀଯ ; |
16
|
ଅର୍ବଦୀଯ, ସମାରୀଯ ଓ ହମାତୀଯମାନଙ୍କର ମଧ୍ଯ ପିତା ଥିଲେ। |
17
|
ଶମଙ୍କେର ସନ୍ତାନଗଣ ଥିଲେ : ଏଲମ୍, ଅଶୂର, ଅର୍ଫକ୍କ୍ଷଦ, ଲୂଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ : ଊସ୍, ହୂଲ, ଗେଥର ଓ ମେଶକ୍। |
18
|
ଅର୍ଫକ୍ଷଦ, ଶଲହଙ୍କେର ପିତା ଥିଲେ। ଶଲହେ ଏବରଙ୍କ ପିତା ଥିଲା। |
19
|
ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍ ; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ। |
20
|
ଏହି ୟକ୍ତନ୍, ଅଲ୍ମୋଦିତ, ଶଲେଫ୍, ହତସ୍ରମାବତ, ଯରହେ |
23
|
ଓଫୀର, ହବୀଲା, ୟୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ଯକ୍ତିଗଣ ୟକ୍ତନର ପୁତ୍ରଗଣ ଥିଲେ। |
24
|
ତେଣୁ ଶମଙ୍କେର ବଂଶଧରଗଣ ଥିଲେ : ଶମେ, ଅର୍ଫକ୍ଷଦ, ଶଲହେ ; |
27
|
ଅବ୍ରାମଙ୍କୁ ଅବ୍ରହାମ୍ ବୋଲି କୁହାଯାଉଥିଲା। |
28
|
ଅବ୍ରହାମଙ୍କର ପୁତ୍ରମାନେ ଥିଲେ ; ଇସ୍ହାକ୍ ଓ ଇଶ୍ମାଯଲେ। |
29
|
ସମାନଙ୍କେର ବଂଶଧରଗଣ ଏହିପରି ଥିଲେ :- |
30
|
ମିଶମ, ଦୂମା, ମସା ; ହଦଦ୍, ତମାେ, ୟିଟୂର, ନାଫୀଶ୍ ଓ କଦମାେ। |
31
|
ଏସମସ୍ତେ ଇଶ୍ମାଯଲଙ୍କେର ପୁତ୍ରମାନେ ଥିଲେ। |
32
|
କଟୁରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ୟକଷନ୍, ମଦାନ୍, ମିଦିଯନ୍, ୟିଶବକ୍, ଓ ଶୂହକୁ ଜନ୍ମ ଦେଲେ। |
33
|
ମିଦିଯନର ପୁତ୍ରଗଣ ଥିଲେ : ଐଫା, ଏଫର, ହନୋକ, ଅବୀଦ, ଇଲଦୀଯ। ଏହି ସମସ୍ତ ବ୍ଯକ୍ତିମାନେ କଟୁରାର ବଂଶଧର ଥିଲେ। |
34
|
ଅବ୍ରହାମ୍ ଇସହାକଙ୍କର ପିତା ଥିଲେ। ସହେି ଇସହାକଙ୍କର ପୁତ୍ରମାନେ ଥିଲେ : ଏଷୌ ଓ ଇଶ୍ରାୟେଲ। |
35
|
ଏଷୌର ପୁତ୍ରମାନେ ଥିଲେ : ଇଲୀଫସ୍, ରୁଯଲେ, ୟିଯସ୍, ୟାଲମ୍ ଓ କୋରହ। |
36
|
ଇଲୀଫସଙ୍କର ପୁତ୍ରମାନେ ଥିଲେ : ତୈମନ, ଓମାର, ସଫୀ, ଗଯିତମ ଓ କନସ, ଇଲିଫସ, ତିମ୍ନଙ୍କର ଓ ଅମାଲକେ। |
37
|
ରୁଯଲଙ୍କେର ପୁତ୍ରମାନେ ଥିଲେ : ନହତ୍, ସରହେ, ଶମ୍ମ ଓ ମିସା। |
38
|
ସଯେୀରର ପୁତ୍ରମାନେ ଥିଲେ : ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍। |
39
|
ଲୋଟନର ପୁତ୍ରମାନେ ଥିଲେ : ହୋରି ଓ ହୋମମ୍। ଲୋଟଙ୍କର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ। |
40
|
ଶାେବଲର ପୁତ୍ରମାନେ ଥିଲେ : ଅଲିଯନ୍, ମାନହତ୍, ଏବଲ ; ଶଫୀ ଓ ଓନମ୍। |
42
|
ଏତସରଙ୍କର ପୁତ୍ରମାନେ ଥିଲେ : ବିଲ୍ହନ୍, ସାବନ୍ ଓ ୟାକନ୍। ଦୀଶନର ପୁତ୍ରମାନେ ଥିଲେ : ଊସ୍ ଓ ଅରାଣ। |
43
|
ଇଶ୍ରାୟେଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା : |
44
|
ବଲୋଙ୍କର ମୃତ୍ଯୁ ହୁଅନ୍ତେ, ସରହଙ୍କେର ପୁତ୍ର ୟୋବବ୍ ନୂତନ ରାଜା ହେଲେ। ୟୋବବ୍ ବସ୍ରାରୁ ଆସିଥିଲେ। |
45
|
ୟୋବବ୍ଙ୍କ ମୃତ୍ଯୁ ପରେ ବଦୋଦ୍ଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତମାନେୀଯମାନଙ୍କର ଦେଶରୁ ଆସିଥିଲେ। |
46
|
ହୂଶମ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମାୟୋବ ଦେଶ ରେ ମିଦିଯନୀଯଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍। |
47
|
ହଦଦ୍ଙ୍କର ମୃତ୍ଯୁ ପରେ ସମ୍ଲ ନୂତନ ରାଜା ହେଲେ। ଏହି ସମ୍ଲ ମସ୍ ରକୋରୁ ଆସିଥିଲେ। |
48
|
ସମ୍ଲଙ୍କ ମୃତ୍ଯୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ। |
49
|
ଶୌଲ୍ଙ୍କର ମୃତ୍ଯୁ ପରେ କ୍ବୋର ପୁତ୍ର ବାଲ୍ହାନନ୍ ନୂତନ ରାଜା ହେଲେ। |
50
|
ବାଲ୍ହାନନ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ହଦଦ୍ଙ୍କର ନଗରର ନାମ ଥିଲା ପାଯୀ। ହଦଦ୍ଙ୍କ ସ୍ତ୍ରୀଙ୍କର ନାମ ଥିଲା ମ ହଟେବଲେ। ମ ହଟେବଲେ ମଟ୍ ରଦେରଙ୍କ କନ୍ଯା ଥିଲେ। ମଟ୍ ରଦେର ମଷୋହବଙ୍କର କନ୍ଯା ଥିଲେ। |
51
|
ତା'ପରେ ହଦଦ୍ଙ୍କର ମୃତ୍ଯୁ ଘଟିଲା। |
52
|
ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିଯା, ୟିଥେତ୍ ଓ ଅହଲୀବାମା, ଏଲା, ପୀ ନୋନ୍, |
54
|
ମଗଦୀଯଲେ ଓ ଈରମ୍। ଏହା ହିଁ ଇଦୋମଙ୍କର ଦତାମାନଙ୍କେର ତାଲିକା ଅଟେ। |