1
|
ଆଗୋ ନାରୀଗଣ ମଧିଅରେ ପରମ ସୁନ୍ଦରୀ। ତୁମ୍ଭର ପ୍ରିଯତମ କୁଆଡ଼େ ୟାଇଛନ୍ତି। ତୁମ୍ଭ ସଙ୍ଗେ ଆମ୍ଭମାନେେ ଯମେନ୍ତ ଖାଜେି ପାରିବା ଏଥିପାଇଁ ତୁମ୍ଭ ପ୍ରିଯତମ କେଉଁ ଆଡ଼କୁ ୟାଇଛନ୍ତି କୁହ। |
2
|
ମାହେର ପ୍ରିଯତମ ଆପଣା ଉଦ୍ୟାନକୁ ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନ ରେ ତାଙ୍କର ପଲ ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ୟାଇଛନ୍ତି। |
3
|
ମୁଁ ଆପଣା ପ୍ରିଯତମଙ୍କର ଓ ମାେ ପ୍ରିଯତମ ମାହେର। ସେ ଶାେଶନ୍ ପୁଷ୍ପ ବନ ରେ ଆପଣା ପଲ ଚରାନ୍ତି। |
4
|
ଆଗୋ ମାରେ ପ୍ରିୟେ, ତୁମ୍ଭେ ତିର୍ସାପରି ସୁନ୍ଦରୀ। ୟିରୁଶାଲମ ପରି ଶୋଭାବତୀ, ଧୂଜାଧାରି ସୈନ୍ଯପରି ଭୟଙ୍କରୀ। |
5
|
ତୁମ୍ଭେ ମାେ ଆଡ଼ୁ ଆପଣା ଆଖି ଫରୋଅ, କାରଣ ତଦ୍ବାରା ମୁଁ ପରାସ୍ତ ହାଇେଅଛି। ତୁମ୍ଭର କେଶ ଗିଲିଯଦର ଚଟାଣରୁ ତଳକୁ ଆସୁଥିବା ଏକ ଛଳେିପଲ ତୁଲ୍ଯ। |
6
|
ତୁମ୍ଭର ଦାନ୍ତ ପଂକ୍ତି ସ୍ଥାନରୁ ଉଥିତା ମଷେୀପଲ ତୁଲ୍ଯ। ସମାନଙ୍କେ ପ୍ରେତ୍ୟକକର ୟାଆଁଳା ଛୁଆ ଅଛି, ଆଉ ସମାନଙ୍କେ ମଧ୍ଯରୁ କାହାରି ଛୁଆ ମରି ନାହିଁ। |
7
|
ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ ଡ଼ାଳିମ୍ବ ତୁଲ୍ଯ ଦୁଇଟି ଫାଳ। |
8
|
ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି। |
9
|
ମାତ୍ର ମାେ କପୋତୀ, ମାରେ ନିପୁଣାଟି ଅଦ୍ବିତୀଯା। ସେ ଆପଣା ମାତାର ଏକମାତ୍ର। ସେ ଜଣଙ୍କର ପ୍ରିଯ ୟିଏ ତାକୁ ଗର୍ଭଧାରଣ କଲେ। କନ୍ଯାମାନେ ତାହାକୁ ଦେଖି ଧନ୍ଯା ବୋଲି କହିଲେ। ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ। |
10
|
ଏହି ଯେ ଅରୁଣ ତୁଲ୍ଯ ଉଦୀଯମନା, ଚନ୍ଦ୍ରମା ତୁଲ୍ଯ ସୁନ୍ଦରୀ, ସୂର୍ୟ୍ଯ ତୁଲ୍ଯ ବିଶୁଦ୍ଧତା, ଧୂଜା ବିଶିଷ୍ଟ ସୈନ୍ଯତୁଲ୍ଯ ଭୟଙ୍କର, ସେ କିଏ? |
11
|
ମୁଁ ଡ଼ିମ୍ବିରି ବୃକ୍ଷ କାଟିବାକୁ ସଦ୍ଯ ଚାରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହାଇେଅଛି କି ନାହିଁ ଓ ଡ଼ାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି। |
12
|
ମୁଁ ଅନୁଭବ କଲା ପୂର୍ବରୁ ମୁଁ ମାେ ନିଜକୁ ଏକ ରଥରେ ରାଜପୁତ୍ରଙ୍କର ପାଖ ରେ ପାଇଲି। |
13
|
ହେ ଶୂଲମିଯରେ ନାରୀ, ଫରେିଆସ, ଫରେିଆସ ଆମ୍ଭମାନେେ ତୁମ୍ଭକୁ ଦେଖିବା ପାଇଁ ଚାହୁଁଛୁ। ଯେତବେେଳେ ସେ ମହନଯିମ ନୃତ୍ଯ କରୁଛି, କାହିଁକି ତୁମ୍ଭମାନେେ ଶୂଲମିଯାଯ ନାରୀକୁ କାହିଁକି ଅନାଇବ ? |
Song-of-Solomon 6:11 English Language Bible Words basic statistical display
COMING SOON ...