1
|
ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁ ଫୁଲ ଅଟେ। |
2
|
ହେ ମାରେ ପ୍ରିୟେ, କଣ୍ଟକ ମଧିଅରେ ଶାେଶନ୍ ପୁଷ୍ପ ସହେିପରି ତୁମ୍ଭେ ୟୁବତୀଗଣ ମଧିଅରେ ମାରେ ପ୍ରିଯା। |
3
|
ଯେପରି ବନବୃକ୍ଷମାନଙ୍କ ମଧିଅରେ ନାଗରଙ୍ଗ ବୃକ୍ଷ, ସହେିପରି ୟୁବାମାନଙ୍କ ମଧିଅରେ ପ୍ରିଯତମ। |
4
|
ସେ ଆପଣା ଭୋଜନପାନର ଗୃହକୁ ମାେତେ ଆଣିଲେ। ମାେ ଉପ ରେ ପ୍ ରମେ ହିଁ ତାଙ୍କର ପତାକା ହେଲା। |
5
|
କିସ୍ମିସ୍ ପିଠା ଦଇେ ମାେତେ ଶକ୍ତିଶାଳୀ କରି ଓ ସେଓ ଦଇେ ମାେତେ ସତଜେ କରି ଦିଅ, କାରଣ ମୁଁ ପ୍ ରମେ ସହିତ ପୀଡ଼ିତା। |
6
|
ତାହାଙ୍କ ବାମହସ୍ତ ମାେ ମସ୍ତକ ତଳେ ଅଛି। ତାହାଙ୍କ ଦକ୍ଷିଣ ହସ୍ତ ମାେତେ ଆଲିଙ୍ଗନ କରେ। |
7
|
ହେ ୟିରୁଶାଲମ ଚତୁପାଶର୍ବର କ୍ଷେତ୍ରସବୁ, କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମ ରେ ମାଠାେ ରେ ପ୍ରତିଜ୍ଞା କର। ଉଚିତ୍ ସମୟରେ ନ ହବୋ ପର୍ୟ୍ଯନ୍ତ ପ୍ ରମେକୁ ଜଗାଅ ନାହିଁ। |
8
|
ମୁଁ ମାରେ ପ୍ରିଯତମାର ରବ ଶୁଣୁ ଅଛି। ଦେଖ ସେ ପର୍ବତଗଣ ଉପ ରେ ଲୁଚି ଉପପର୍ବତଗଣ ଉପ ରେ ଡ଼ଇେଁ ଡ଼ଇେଁ ଆସୁ ଅଛନ୍ତି। |
9
|
ମାହେର ପ୍ରିଯତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ଯ। ଦେଖ, ସେ ଝରକା ଦଇେ ଅନାଇ ଅଛନ୍ତି, ପ୍ରାଚୀର ପେଛ ଠିଆ ହାଇେଛନ୍ତି। ସେ ଜାଲି ପରତା ବାଟେ ଆପଣାକୁ ଦଖାେଉ ଅଛନ୍ତି। |
10
|
ମାହେର ପ୍ରିଯତମ କଥା କହିଲେ ଓ ସେ ମାେତେ କହିଲେ, " ହେ ମାରେ ପ୍ରିୟେ, ମାହେର ସୁନ୍ଦରୀ, ଉଠ, ବାହାରି ଆସ। |
11
|
କାରଣ ଦେଖ ଶୀତ ଚାଲିୟାଇଛି ଓ ବୃଷ୍ଟି ବନ୍ଦ ହାଇୟୋଇଛି। |
12
|
ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହାଇେଅଛି। ପକ୍ଷୀଗଣର ଗାଯନକାଳ ଉପସ୍ଥିତ ହାଇେଛି। ଆମ୍ଭମାନଙ୍କ ଦେଶ ରେ କପୋତର ଶବ୍ଦ ଶୁଣା ଯାଉଅଛି। |
13
|
ପାଚିଲା ଡ଼ିମ୍ବିରି ଫଳସବୁ ଡ଼ିମିରି ବୃକ୍ଷ ରେ ଅଙ୍କୁରିତ ହେଉଛି। ଦ୍ରାକ୍ଷାଲତା ପୁଷ୍ପିତ ହାଇେ ଏହାର ସୁବାସ ବିଚ୍ଛୁରିତ ହାଇଯୋଉଛି। ହେ ମାରେ ପ୍ରିୟେ, ମାରେ ସୁନ୍ଦରୀ, ଉଠ ଏବଂ ବାହାରକୁ ଆସ।" |
14
|
ହେ ମାରେ କପୋତି, ତୁମ୍ଭେ ଶୈଳର ଫାଟ ରେ ଗଡ଼ନ୍ତି ସ୍ଥାନର ଅନ୍ତରାଳ ରେ ଅଛ। ମାେତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମାେତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମ ନୋହର। |
15
|
ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା େଛାଟ କୋକିଶିଆଳିଗୁଡ଼ିକୁ ଧର। କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହାଇେଅଛି। |
16
|
ହେ ମାରେ ପ୍ରିଯତମ, ତୁମ୍ଭେ ମାରେ, ମୁଁ ତୁମ୍ଭର ଅଟେ। ମାରେପ୍ରିଯତମ, ସେ କଇଁଫୁଲମାନଙ୍କ ମଧିଅରେ ଆପଣା ପଲ ଚରାଉଅଛନ୍ତି। |
17
|
ହେ ମାରେ ପ୍ରିଯତମ, ଯେତବେେଳେ ଦିନ ଆ ସେ ଓ ଛାଇ ତୁମ୍ଭଠାରୁ ଗଡ଼ିୟାଏ, ଫରେିଆସ, ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ଯ ହୁଅ। |
Song-of-Solomon 2:7 English Language Bible Words basic statistical display
COMING SOON ...