1
|
ମୁଁ ବିଶ୍ବସ୍ତତା ଓ ସ୍ବଚ୍ଛତାର ବିଷଯରେ ଗାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି। |
2
|
ମୁଁ ଯତ୍ନଶୀଳ ହାଇେ ସିଦ୍ଧ ପଥରେ ଜୀବନୟାପନ କରିବି। ହେ ସଦାପ୍ରଭୁ, କବେେ ତୁମ୍ଭେ ମାେ ନିକଟକୁ ଆସିବ। ମୁଁ ମାେ ରାଜ ପ୍ରାସାଦରେ ଧାର୍ମିକତା ଜୀବନୟାପନ କରିବି। |
3
|
ମୁଁ ମାରେ ସମ୍ମୁଖରେ କୌଣସି ମୂଲ୍ଯହୀନ ମୂର୍ତ୍ତି ସ୍ଥାପନ କରିବି ନାହିଁ। ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ। |
4
|
ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି, ମୁଁ ମନ୍ଦକାର୍ୟ୍ଯରୁ ଦୂରଇେ ରହିବି। |
5
|
ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ ମୁଁ ତାକୁ ଧ୍ବଂସ କରିଦବେି। ମୁଁ ଲୋକମାନଙ୍କୁ ଗର୍ବୀ ହବୋକୁ ଦବେି ନାହିଁ। ସମାନେେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦବେି ନାହିଁ। |
6
|
ସମଗ୍ର ଦେଶରେ ସହେି ବିଶ୍ବସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାୟାଇପାରିବ, ୟାହା ଫଳରେ ସମାନେେ ମାେ ପାଇଁ ମାରେ ରାଜପ୍ରାସାଦ କାମ କରିପାରିବେ। କବଳେ ଶୁଦ୍ଧ ପଥରେ ଜୀବନୟାପନ କରୁଥିବା ଲୋକମାନେ ହିଁ ମାରେ ସବେକ ହାଇପୋରିବେ। |
7
|
ଯେଉଁମାନେ ମିଥ୍ଯା କହନ୍ତି, ସମାନେେ ମାରେ ଏହି ରାଜପ୍ରାସାଦରେ ବାସ କରିପାରିବେ ନାହିଁ। ମିଥ୍ଯାବାଦୀମାନଙ୍କୁ ମାେ ନିକଟତର ହବୋ ପାଇଁ ଦବେି ନାହିଁ। |
8
|
ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦବେି, ପ୍ରେତ୍ୟକକ ଦିନ ମୁଁ ଅଧର୍ମାଚାରୀ ଲୋକମାନଙ୍କୁ ବିନାଶ କରିବି। |
Psalms 101:3 English Language Bible Words basic statistical display
COMING SOON ...