1
|
ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ। |
2
|
ତେଣୁ ଗାଦର ସନ୍ତାନଗଣ ଓ ରୁବନରେ ସନ୍ତାନଗଣ ଆସି ମାଶାଙ୍କେୁ ଇଲିଯାସର ଯାଜକକୁ ଓ ମଣ୍ତଳୀର ଅଧ୍ଯକ୍ଷଗଣଙ୍କୁ କହିଲେ। |
3
|
ସମାନେେ କହିଲେ, "ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ। ସେ ସବୁ ଦେଶଗୁଡିକ ହେଲେ, ଅଟାରୋତ୍, ଦୀବୋନ, ୟା ସରେ, ନିମ୍ରା ହିଷବୋନ, ଇଲିଯାଲୀ, ସିବମା, ନବୋ ଓ ବିଯୋନ। |
5
|
ଯଦି ଏହା ତୁମ୍ଭକୁ ଆନନ୍ଦ ଦିଏ, ତୁମ୍ଭର ସବେକଗଣକୁ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ୟର୍ଦ୍ଦନ ସପୋରିକୁ ନିଆ ନଯାଉ।" |
6
|
ମାଶାେ ଗାଦ ଓ ରୁବନରେ ପରିବାରବର୍ଗକୁ କହିଲେ, "ତୁମ୍ଭମାନଙ୍କର ଭାଇମାନେ ୟୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭମାନେେ କ'ଣ ଏଠା ରେ ରହିବା ଉଚିତ୍? |
7
|
ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛନ୍ତି, ନଦୀ ପାର ହାଇେ ସେ ଦେଶକୁ ୟିବାପାଇଁ ତୁମ୍ଭମାନେେ କାହିଁକି ସମାନଙ୍କେୁ ନରୁତ୍ସାହିତ କରୁଛ? |
8
|
ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ ବର୍ଣଯଠାରୁେ ସହେି ଦେଶ ଦେଖିବାକୁ ପଠାଇବା ବେଳେ ସମାନେେ ଏହିରୂପେ କରିଥିଲେ। |
9
|
କାରଣ ସମାନେେ ଇଷ୍କୋଲ ଉପତ୍ୟକା ପର୍ୟ୍ଯନ୍ତ ଗମନ କରି ଦେଶ ଦେଖିଲେ ଓ ସଦାପ୍ରଭୁଙ୍କ ଦତ୍ତ ଦେଶକୁ ୟିବା ପାଇଁ ଇଶ୍ରାୟେଲ ଲୋକମାନଙ୍କର ମନକୁ ନିରୁତ୍ସାହିତ କଲେ। |
10
|
ଏଣୁ ସହେିଦିନ ସଦାପ୍ରଭୁଙ୍କର କୋରଧ ପ୍ରଜ୍ବଳିତ ହେଲା ଏବଂ ସେ ପ୍ରତିଜ୍ଞା କଲେ। |
11
|
'ମୁଁ ସଦାପ୍ରଭୁ ଅବ୍ରହାମକୁ ଓ ଇସ୍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦବୋକୁ ପ୍ରତିଜ୍ଞା କରିଅଛି, ମିଶରରୁ ଆଗତ ଲୋକମାନଙ୍କ ମଧ୍ଯରୁ କୋଡିଏ ବର୍ଷ ଓ ତତ୍ତୋଧିକ ବର୍ଷ ବଯସ୍କ କହେି ସହେି ଦେଶ ଦେଖି ପାରିବେ ନାହିଁ, କାରଣ ସମାନେେ ମାେତେ ଅନୁସରଣ କଲେ ନାହିଁ। |
12
|
କବଳେ କନିସୀଯ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ସହେି ଭୂମି ଦେଖିବେ; କାରଣ ସମାନେେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!' |
13
|
"ଏହିରୂପେ ଇଶ୍ରାୟେଲର ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କର କୋରଧ କଲେ, ସେ ସମସ୍ତ ଦୁଷ୍ଟ ପୀଢି ନମଲା ପର୍ୟ୍ଯନ୍ତ, ସେ ସମସ୍ତଙ୍କୁ ଚାଳିଶ ବର୍ଷୟାଏ ମରୁଭୂମିରେ ଭ୍ରମଣ କରାଇଲେ। |
14
|
ଏଠାକୁ ଦେଖ, ତୁମ୍ଭମାନେେ ତୁମ୍ଭ ପିତୃଗଣଙ୍କ ପରି କାର୍ୟ୍ଯ କଲ, ତୁମ୍ଭମାନେେ ପାପିଷ୍ଠ ଲୋକମାନଙ୍କର ନୂତନ ପିଢି ସଦାପ୍ରଭୁଙ୍କୁ ଇଶ୍ରାୟେଲର ଲୋକମାନଙ୍କ ପ୍ରତି କୋର୍ଧିତ କରାଉଛ। |
15
|
ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କୁ ଅନୁସରଣ ନକର, ସେ ଇଶ୍ରାୟେଲକୁ ମରୁଭୂମିରେ ଛାଡି ଦବେେ। ଏହିପରି ତୁମ୍ଭେ ସମସ୍ତଙ୍କୁ ବିନଷ୍ଟ କରିବ।" |
16
|
ମାତ୍ର ରୁବନରେ ଗୋଷ୍ଠୀ ଓ ଗାଦ ଗୋଷ୍ଠୀର ଲୋକମାନେ ମାଶାଙ୍କେୁ ଆସି କହିଲେ, "ଆମ୍ଭମାନେେ ଏହି ସ୍ଥାନ ରେ ଆପଣା ଆପଣା ମଷେମାନଙ୍କ ନିମନ୍ତେ ମଷେଶାଳା ଓ ଆପଣା ଆପଣା ପାଲାମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା। |
17
|
ମାତ୍ର ଆମ୍ଭମାନଙ୍କର ବାଳକମାନେ ଦେଶବାସୀଙ୍କଠାରୁ ନିରାପଦ ରେ ରହିବା ପାଇଁ ପ୍ରାଚୀର ବେଷ୍ଟିତ ନଗର ରେ ବାସ କରିବେ, ଆଉ ଆମ୍ଭମାନେେ ଇଶ୍ରାୟେଲ ଲୋକମାନଙ୍କୁ ସମାନଙ୍କେ ସ୍ଥାନକୁ ନ ଆଣିବା ପର୍ୟ୍ଯନ୍ତ ସସଜ୍ଜ ହାଇେ ସମାନଙ୍କେ ଆଗେ ଆଗେ ଗମନ କରିବୁ। |
18
|
ଇଶ୍ରାୟେଲର ଲୋକମାନେ ପ୍ରେତ୍ୟକକ ସମାନଙ୍କେର ଭୂମି ନ ପାଇବା ପର୍ୟ୍ଯନ୍ତ, ଆମ୍ଭମାନେେ ଆମ୍ଭେ ନିଜ ଘରକୁ ଫରେିଯାଉ ନାହିଁ। |
19
|
ଆଉ ଆମ୍ଭମାନେେ ୟର୍ଦ୍ଦନର ଆର ପରି ରେ ଓ ତହିଁ ଆଗ ରେ ସମାନଙ୍କେ ସହିତ ଅଧିକାର ନବେୁ ନାହିଁ। କାରଣ ୟର୍ଦ୍ଧନ ଏହି ପାଶର୍ବ ରେ ଆମ୍ଭମାନଙ୍କ ଅଧିକାର ରହିଅଛି।" |
20
|
ତେଣୁ ମାଶାେ ସମାନଙ୍କେୁ କହିଲେ, "ତୁମ୍ଭମାନେେ ଯବେେ ଏହିସବୁ କରିବ, ତବେେ ଏହି ଭୂମି ତୁମ୍ଭର ଅଧିକୃତ ହବେ। କିନ୍ତୁ ତୁମ୍ଭର ସୈନ୍ଯମାନେ ସସଜ୍ଜ ହାଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ୟୁଦ୍ଧ କରିବାକୁ ଆଗଇେ ଯିବେ। |
21
|
ତୁମ୍ଭର ସୈନ୍ଯମାନେ ୟର୍ଦ୍ଦନ ଅତିକ୍ରମ କରି ଶତୃମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ, ଯେପର୍ୟ୍ଯନ୍ତ ସଦାପ୍ରଭୁ ତାଙ୍କର ଶତୃଗଣଙ୍କୁ ସହେି ଭୂମିରୁ ତଡି ଦଇେ ନାହାନ୍ତି। |
22
|
ଯେତବେେଳେ ସହେି ଦେଶ ଅକ୍ତିଆର ହୁଏ, ତା'ହାଲେ ତୁମ୍ଭମାନେେ ଗୃହକୁ ଫରେି ପାରିବ। ତା ହେଲେ ତୁମ୍ଭମାନେେ ସଦାପ୍ରଭୁ ଓ ଇଶ୍ରାୟେଲଙ୍କଠା ରେ ନିରପରାଧି ହବେ। ଆଉ ସହେି ଦେଶକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭମାନେେ ଅଧିକାର କରିବ। |
23
|
ମାତ୍ର ତୁମ୍ଭମାନେେ ଯବେେ ତାହା ନକର, ତବେେ ତୁମ୍ଭମାନେେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରୁଥିବ। ଆଉ ଏହା ନିଶ୍ଚିତ ଯେ, ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନେେ ଦଣ୍ତିତ ହବେ। |
24
|
ତୁମ୍ଭମାନେେ ନିଜ ନିଜ ପିଲାମାନଙ୍କ ପାଇଁ ନଗର ଓ ମଷେମାନଙ୍କ ପାଇଁ ମଷେଶାଳା ନିର୍ମାଣ କର, ଆଉ ନିଜ ନିଜ ପ୍ରତିଜ୍ଞା ଅନୁସାରେ କର।" |
25
|
ତା'ପରେ ଗାଦ ସନ୍ତାନଗଣ ଓ ରୁବନେ ସନ୍ତାନଗଣ ମାଶାଙ୍କେୁ କହିଲେ, "ଆମ୍ଭମାନେେ ତୁମ୍ଭର ଦାସ ଓ ତୁମ୍ଭେ ଆମ୍ଭର ମୂନିବ। ତୁମ୍ଭର ଆଜ୍ଞା ଅନୁସାରେ ଆମ୍ଭମାନେେ କର୍ମ କରିବୁ। |
26
|
ଆମ୍ଭମାନଙ୍କର ସ୍ତ୍ରୀ, ପାଲାମାନେ ଓ ପଶୁସକଳ ଗିଲିଯଦର ନଗରମାନଙ୍କ ରେ ରହିବେ। |
27
|
ମାତ୍ର ଆମ୍ଭମାନଙ୍କ ସୈନ୍ଯମାନେ ସଦାପ୍ରଭୁଙ୍କ ଆଗ ରେ ୟର୍ଦ୍ଦନ ନଦୀ ପାର ହାଇେ ୟୁଦ୍ଧ କରିବାକୁ ଯିବେ, ଠିକ୍ ଯେପରି ମୂନିବ କହନ୍ତି।" |
28
|
ତହୁଁ ମାଶାେ ସମାନଙ୍କେ ବିଷଯ ରେ ଇଲିଯାସର ଯାଜକକୁ, ନୂନର ପୁତ୍ର ଯିହାଶୂେୟଙ୍କୁ ଓ ଇଶ୍ରାୟେଲ ସନ୍ତାନଗଣର ବଂଶୀଯ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ। |
29
|
ପୁଣି ମାଶାେ ସମାନଙ୍କେୁ କହିଲେ, "ଯଦି ଗାଦ ଗୋଷ୍ଠୀର ଓ ରୁବନେ ପରିବାରର ସୈନ୍ଯମାନେ ତୁମ୍ଭ ସହିତ ୟୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗ ରେ ୟାଆନ୍ତି, ତବେେ ତୁମ୍ଭମାନେେ ଅଧିକାରାର୍ଥେ ସୁତ୍ର ରେ ସମାନଙ୍କେୁ ଗିଲିଯଦ ଦେଶ ଦବୋ ଉଚିତ୍। |
30
|
ଯଦି ସମାନଙ୍କେର ସୈନ୍ଯମାନେ ତୁମ୍ଭମାନଙ୍କ ସହିତ ନଦୀ ପାର ନହୁଅନ୍ତି, ସମାନେେ ନିଶ୍ଚଯ ତୁମ୍ଭମାନଙ୍କ ସହିତ କିଣାନ ଦେଶ ରେ ଭୂମି ପାଇବେ।" |
31
|
ତହୁଁ ଗାଦ ସନ୍ତାନଗଣ ଓ ରୁବନେ ସନ୍ତାନଗଣ ଉତ୍ତର ଦଇେ କହିଲେ, "ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା ଆଜ୍ଞା ଦଇେଛନ୍ତି ତଦନୁସା ରେ ଆମ୍ଭମାନେେ କର୍ମ କରିବୁ। |
32
|
ଆମ୍ଭମାନଙ୍କର ସୈନ୍ଯମାନେ ସଦାପ୍ରଭୁଙ୍କ ସମ୍ମୁଖ ରେ ୟର୍ଦ୍ଦନ ପାର ହାଇେ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।" |
33
|
ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ। |
34
|
ଗାଦର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋଯରକେୁ ପୁନଃନିର୍ମାଣ କଲେ। |
35
|
ଅଟରୋତ୍-ଶୋଫନ, ୟା ସରେ ଓ ଜଗବିହ, |
36
|
ବୈତନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ଓ ମଷେଶାଳା ନିର୍ମାଣ କଲେ। |
37
|
ରୁବନେ ଗୋଷ୍ଠୀଗଣ ହିଷ୍ ବୋନ୍, ଇଲିଯାଲୀ ଓ କିରିଯାଥଯିମ୍କୁ। |
38
|
ପୁଣି ନାମାନ୍ତର ରେ ନବୋ, ବାଲମିଯୋଲ୍ ଓ ସିବମା, ଏହି ସମସ୍ତ ନଗର ନିର୍ମାଣ କଲେ। ସମାନେେ ଅନ୍ୟ ସହରମାନଙ୍କୁ ସମାନଙ୍କେର ମୂଳ ନାମ ରେ ଡାକିଲେ। |
39
|
ମାଖୀରର ଗୋଷ୍ଠୀ ମନଃଶିର ପୁତ୍ରଗଣ ଗିଲିଯଦ୍କୁ ଆକ୍ରମଣ କଲେ ଓ ଇ ମାରେୀଯମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେର ଭୁମି ନଇଗେଲେ। |
40
|
ତହୁଁ ମାଶାେ ମନଃଶିର ପୁତ୍ର ମାଖୀରକୁ ଗିଲିଯଦ ଦେଲେ, ଆଉ ସେ ସଠାେରେ ବାସ କଲେ। |
41
|
ପୁଣି ମନଃଶିର ପୁତ୍ର ୟାଯୀର ୟାଇ ସମାନଙ୍କେର ଗ୍ରାମ ସବୁ ହସ୍ତଗତ କରି ସମାନଙ୍କେ ନାମ ହବୋତ୍ ୟାଯୀର ରଖିଲା। |
42
|
ଆଉ ନୋବହ ୟାଇ କାନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସା ରେ ତାହାର ନାମ ନୋବହ ରଖିଲା। |
Numbers 32:39 English Language Bible Words basic statistical display
COMING SOON ...