1
|
ଏହାପରେ ଶୂହୀଯ ବିଲ୍ଦଦ ଉତ୍ତର ଦଇେ କହିଲା, |
2
|
"ଆୟୁବ ତୁମ୍ଭେ କେତବେେଳେ କଥା କହିବା ବନ୍ଦ କରିବ। ତୁମ୍ଭେ ଚୁପ ହୁଅ ଏବଂ ଶୁଣ। ଆମ୍ଭକୁ କିଛି କହିବାକୁ ଦିଅ। |
3
|
ତୁମ୍ଭେ କାହିଁକି ଭାବୁଛ ଯେ ଆମ୍ଭେ ସମସ୍ତେ ଗାଈ ପଶୁଭଳି ବୋକା? |
4
|
ଆୟୁବ, ତୁମ୍ଭର ରାଗ କବଳେ ତୁମ୍ଭକୁ ଆଘାତ କରିବ। କବଳେ ତୁମ୍ଭ ପାଇଁ କ'ଣ ଲୋକେ ପୃଥିବୀକୁ ପରିତ୍ଯାଗ କରିବେ ? ତୁମ୍ଭେ କ'ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ବର ପର୍ବତକୁ ଘୁଞ୍ଚାଇ ଦବେେ? |
5
|
"ହଁ, ଦୁଷ୍ଟ ଲୋକର ଆଲୋକ ଲିଭିୟିବ। ତାଙ୍କର ଅଗ୍ନି ଜଳିବା ବନ୍ଦ ହବେ। |
6
|
ତାଙ୍କ ଘରର ଆଲୋକ ଅନ୍ଧକାର ରେ ପରିଣତ ହବେ। ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିୟିବ। |
7
|
ତାଙ୍କର ଶକ୍ତ ପାଦ କ୍ଷୀଣ ହାଇଯେିବ ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ। |
8
|
ତାଙ୍କ ନିଜର ପାଦ ତାଙ୍କୁ ୟନ୍ତା ଭିତରକୁ ଟାଣି ନବେ। ସେ ସହେି ୟନ୍ତା ଭିତରକୁ ୟାଇ ତା' ଭିତ ରେ ବନ୍ଦୀ ହବେ। |
9
|
ଗୋଟିଏ ୟନ୍ତା ତା'ର ପାଦକୁ ଧରିନବେ। ୟନ୍ତା ଭିତ ରେ ସେ ଦୃଢ଼ ଭାବରେ ରହିଯିବେ। |
10
|
ଭୂମିରେ ଲୁକ୍କାଯିତ ଗୋଟିଏ ଦଉଡ଼ି ତାକୁ ଫାଶ ରେ ପକାଇବ। ସେ ପଡ଼ିବାକୁ ଥିବା ୟନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି। |
11
|
ଭୟଙ୍କରତା ତାଙ୍କ ଚାରିପାଖ ରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷପକେୁ ଗୋଡ଼ଇବେ। |
12
|
ଖରାପ ବିଷଯ ତା' ପାଇଁ ଭୋକିଲା ଅଛି। ଧ୍ବଂସ ବିଧ୍ବସ୍ତ ତା' ପାଇଁ ପ୍ରସ୍ତୁତ ଅଛନ୍ତି ସେ ଯେତବେେଳେ ପଡ଼ିବ। |
13
|
ଭୟଙ୍କର ବ୍ଯାଧି ତା'ର ଚମଡ଼ାକୁ ଖାଇୟିବ, ତାହାପରେ ବାହୁ ଓ ଗୋଡ଼କୁ ପଚଇେ ଦବେ। |
14
|
ଦୁଷ୍ଟ ବ୍ଯକ୍ତି ଶଷେ ରେ ତା'ର ନିରାପଦ ମଣୁଥିବା ଘରୁ ତଡା ଖାଇବ। ତାକୁ ଧରି ନିଆୟାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖ ରେ ଉପସ୍ଥାପନା କରାୟିବ। |
15
|
ତା'ର ବାସଗୃହ ଶୂନ୍ଯ ହାଇଯେିବ। କାହିଁକି ? ତା'ର ଘର ଚାରିପାଖ ରେ ଜଳନ୍ତା ଗନ୍ଧକ ବିଞ୍ଚାୟିବ। |
16
|
ତା'ର ମୂଳ ଶୁଷ୍କ ହାଇଯେିବ ଓ ତା'ର ଉପରର ଡ଼ାଳ ଶାଖାପ୍ରଶାଖା ମରିୟିବ। |
17
|
ଏ ପୃଥିବୀର ମଣିଷ ତାକୁ ମନେ ରଖିବେ ନାହିଁ। ତାକୁ ଆଉ କହେି ମନେ ରଖିବେ ନାହିଁ। |
18
|
ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠଲେି ଦବେେ। ସମାନେେ ତାକୁ ଏ ପୃଥିବୀରୁ ତଡ଼ି ଦବେେ। |
19
|
ତା'ର କୌଣସି ସନ୍ତାନ ସନ୍ତତି ଓ ନାତି ନାତୁଣୀ ହବେ ନାହିଁ। ତା' ପରିବାରର କହେି ଗୃହ ରେ ବାସ କରିବା ନିମନ୍ତେ ରହିବେ ନାହିଁ। |
20
|
ପଶ୍ଚିମ ଦେଶର ଲୋକମାନେ ଯେତବେେଳେ ଶୁଣିବେ ଦୁଷ୍ଟ ଲୋକର ଅବସ୍ଥା ଏପରି ହାଇେଛି ସମାନେେ ସ୍ତମ୍ଭିତ ହବେ। ପୂର୍ବ ଦେଶର ଲୋକମାନେ ଏକଥା ଶୁଣି ଭୟ ରେ କମ୍ପି ଉଠିବେ। |
21
|
ମନ୍ଦ ଲୋକର ଘର ପ୍ରତି ଏହା ନିଶ୍ଚିତ ରୂପରେ ଘଟିବାକୁ ଯାଉଛି। ଏହାହିଁ ଘଟିବ ସେ ଲୋକକୁ ୟିଏ ପରମେଶ୍ବରଙ୍କୁ ଜାଣେ ନାହିଁ।" |
Job 18:21 English Language Bible Words basic statistical display
COMING SOON ...