1
|
ସେତବେେଳେ ମୁଁ ଉପରକୁ ଚାହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ଯମଣ୍ଡଳ ରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସମାନଙ୍କେ ଉପ ରେ ଦଖାଗେଲା। |
2
|
ଏବଂ ସେ ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷକୁ କହିଲେ, "କିରୁବଦୂତଗଣର ନମ୍ନ ରେ ଥିବା ତୁମ୍ଭେ ସହେି ଘୂର୍ଣ୍ଣିଯମାନ ଚକ୍ର ମଧିଅରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ବଳନ୍ତ ଅଙ୍ଗାର ସଂଗ୍ରହ କର ଓ ସଗେୁଡ଼ିକ ଉପ ରେ ବିଞ୍ଚି ଦିଅ।" |
3
|
ସେ ପୁରୁଷ ଗଲା ବେଳେ କରୂବଦୂତମାନେ ଗୃହର ଦକ୍ଷିଣପାଶର୍ବ ରେ ଠିଆ ହାଇେଥିଲେ ଏବଂ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା। |
4
|
ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ବାର ଆଡ଼କୁ ଗଲା, ତେଣୁ ଗୃହ ମେଘ ରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ବଳ ତଜେ ରେ ପରିପୂର୍ଣ୍ଣ ହେଲା। |
5
|
ଆଉ ସର୍ବଶକ୍ତିମାନ ପରମେଶ୍ବରଙ୍କର କଥା କହିବାର ସମୟରେ ସ୍ବର ବଜ୍ରରବ ତୁଲ୍ଯ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ୟ୍ଯନ୍ତ ଶୁଣାଗଲା। |
6
|
ପରମେଶ୍ବର ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷକୁ ଚକ୍ର ମଧ୍ଯରୁ ଅର୍ଥାତ୍ କିରୂବଦୂତମାନଙ୍କୁ ନିମ୍ନ ରେ ଥିବା ସ୍ଥାନରୁ ଜ୍ବଳନ୍ତ କୋଇଲାଗୁଡ଼ିକ ନବୋକୁ ଆଜ୍ଞା ଦେଲେ। ତେଣୁ ସେ ପୁରୁଷଟି ଗୋଟିଏ ଉଚ୍ଚ ପାଶର୍ବ ରେ ଠିଆ ହେଲେ। |
7
|
ତା'ପ ରେ ସହେି କିରୂବଦୂତମାନଙ୍କ ମଧ୍ଯରୁ ଜଣେ ହସ୍ତ ବିସ୍ତାର କଲେ ଏବଂ କିରୂବଦୂତଗଣ ମଧିଅରେ ଥିବା ସ୍ଥାନରୁ ଅଙ୍ଗାର ସଂଗ୍ରହ କଲେ ଓ ତାକୁ ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତ ରେ ଦେଲେ ଓ ସେ ତାହା ନଇେ ବାହାରକୁ ଗଲେ। |
8
|
ମନୁଷ୍ଯର ହାତପରି ଦଖାଯାେଉଥିବା କିଛି ଗୋଟେ କିରୂବତୂତମାନଙ୍କ ପକ୍ଷତଳେ ଦଖାଗେଲା। |
9
|
ତା'ପ ରେ ମୁଁ ଅନାଇ ଦେଖିଲି ଏକ କିରୂବର ପାଶର୍ବ ରେ ଏକ ଚକ ଓ ଅନ୍ୟ କିରୂବର ପାଶର୍ବ ରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାଶର୍ବ ରେ ଏକାଠି ଚାରି ଚକ ଥିଲା। ଏବଂ ସହେି ଚକମାନର ଆଭା ବୈଦୁର୍ୟ୍ଯମଣିର ଆଭା ତୁଲ୍ଯ ଥିଲା। |
10
|
ସହେି ଚାରିଚକର ଆକୃତି ଏକ ପ୍ରକାର ଥିଲା। ସଗେୁଡ଼ିକ ଗୋଟିଏ ଚକ ମଧିଅରେ ଅନ୍ୟ ଚକ ଥିଲା ପରି ଦଖାେ ଯାଉଥିଲା। |
11
|
ଗମନ କରିବା ସମୟରେ ସମାନେେ ନିଜ ନିଜର ଚାରି ପାଶର୍ବ ରେ ଗମନ କଲେ ଏବଂ ଗତି କଲା ବେଳେ ସମାନେେ ଫରେିଲେ ନାହିଁ। ମାତ୍ର ମସ୍ତକର ଅଭିମୁଖ ସ୍ଥାନକୁ ଗମନ କଲେ ଓ ଗମନ କଲା ବେଳେ ମୁହଁ ବୁଲାଇଲେ ନାହିଁ। |
12
|
ପୁଣି ସମାନଙ୍କେର ସମୁଦାଯ ଶରୀର, ସମାନଙ୍କେର ପୁଷ୍ପ ହସ୍ତ, ପକ୍ଷ ଓ ସହେି ଚାରିଚକ ଚକ୍ଷୁ ରେ ପରିପୂର୍ଣ୍ଣ ଥିଲା। |
13
|
ଆଉ " ସହେି ଚକମାନଙ୍କୁ ଘୂର୍ଣ୍ଣାଯମାନ ଚକ ବୋଲି ଡ଼କାୟାଇଥିବାର ମୁଁ ଶୁଣିଲି।" |
14
|
ପ୍ରେତ୍ୟକକ କିରୂବର ଚାରିମୁଖ ଥିଲା : ପ୍ରଥମ ମୁଖ କିରୁବ ଦୂତର ମୁଖ, ଦ୍ବିତୀୟ ମୁଖ ମନୁଷ୍ଯର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତକ୍ରୋଷ ପକ୍ଷୀର ମୁଖ ଥିଲା। ତା'ପ ରେ ମୁଁ ଅନୁଭବ କଲି ଯେ, ଜୀବିତ ପ୍ରାଣୀ ଯାହା ଦେଖିଲି ସମାନେେ କବାର ନଦୀର କିରୁବଦୂତଗୁଡ଼ିକ ଥିଲେ। |
16
|
କିରୁବମାନେ ଗମନ କଲା ବେଳେ ଚକସବୁ ସମାନଙ୍କେ ପାଶର୍ବ ରେ ଗମନ କଲେ। ପୁଣି କିରୁବମାନେ ଭୂମିରୁ ଉର୍ଦ୍ଧ୍ବକୁ ୟିବା ପାଇଁ ଯେତବେେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତବେେଳେ ଚକ୍ରସବୁ ସମାନଙ୍କେ ପାଶର୍ବ ଛାଡ଼ିଲେ ନାହିଁ। |
17
|
ସମାନେେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ।ପୁଣି ସମାନେେ ଉପରକୁ ଉଠିବା ବେଳେ ଚକ୍ର ସବୁ ସମାନଙ୍କେ ସଙ୍ଗ ରେ ଉପରକୁ ଉଠିଲେ। କାରଣ ସହେି ଜୀବିତ ପ୍ରାଣୀର ଆତ୍ମା ସହେି ଚକ ସବୁ ରେ ଥିଲା। |
18
|
ଅନନ୍ତର ସଦାପ୍ରଭୁଙ୍କ ମହିମା ମନ୍ଦିରର ଏରୁଣ୍ଡିର ଉର୍ଦ୍ଧ୍ବକୁ ପ୍ରସ୍ଥାନ କରି କିରୂବମାନଙ୍କ ଉପ ରେ ଅଧିଷ୍ଠିତ ହେଲା। |
19
|
ତା'ପ ରେ କିରୂବ ଦୂତମାନେ ନିଜ ନିଜ ପକ୍ଷ ଉଠାଇଲେ ଓ ମାେ ସମ୍ମୁଖ ରେ ଭୂମିକୁ ଛାଡ଼ି ଆକାଶକୁ ଗମନ କଲେ। ଆଉ ଚକ୍ରସବୁ ସମାନଙ୍କେ ସହିତ ଗମନ କଲେ। ଆଉ ସମାନେେ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବ ଫାଟକ ସମ୍ମୁଖ ରେ ଅଟକିଗଲେ ଓ ସେ ସମୟରେ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ସମାନଙ୍କେ ଉପ ରେ ବିଦ୍ଯମାନ ଥିଲା। |
20
|
ମୁଁ କବାର ନଦୀ କୂଳ ରେ ପରମେଶ୍ବରଙ୍କର ମହିମା ରେ ଏହି ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି। ଏବଂ ସମାନେେ କିରୁବଦୂତଗଣ ବୋଲି ମୁଁ ଜାଣିଲି। |
21
|
ସମାନଙ୍କେର ପ୍ରେତ୍ୟକକର ଚାରିମୁଖ ଓ ଚାରିପକ୍ଷ ଥିଲା। ଏବଂ ସମାନଙ୍କେ ପକ୍ଷ ତଳେ ମାନବ ହସ୍ତ ଆକୃତିର ହସ୍ତ ଥିଲା। |
22
|
ପୁଣି ମୁଁ କବାର ନଦୀ ନିକଟରେ ସମାନଙ୍କେର ଯେଉଁ ଯେଉଁ ମୁଖ ଦେଖିଥିଲି, ସମାନେେ ପ୍ରେତ୍ୟକକ ଆଗକୁ ଗମନ କଲେ। |
Ezekiel 10:19 English Language Bible Words basic statistical display
COMING SOON ...