Indian Language Bible Word Collections
1 Chronicles 10:6
1 Chronicles Chapters
1 Chronicles 10 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
1 Chronicles Chapters
1 Chronicles 10 Verses
1
|
ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲ ଲୋକମାନଙ୍କର ବିରୁଦ୍ଧ ରେ ୟୁଦ୍ଧ କଲେ। ଇଶ୍ରାୟେଲ ଲୋକମାନେ ପଲେଷ୍ଟୀୟମାନଙ୍କ ନିକଟରୁ ପଳାଯନ କଲେ। ଅନକେ ଇଶ୍ରାୟେଲୀୟ ଲୋକ ଗିଲ୍ବୋଯ ପର୍ବତ ଉପରେ ନିହତ ହେଲେ। |
2
|
ପଲେଷ୍ଟୀୟ ଲୋକମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପେଛ ପେଛ ଗୋଡ଼ାଇଲେ। ସମାନେେ ସମାନଙ୍କେୁ ଧରି ହତ୍ଯା କଲେ। ପଲେଷ୍ଟୀୟମାନେ ଶାଉଲଙ୍କ ପୁତ୍ର ଯୋନାଥନ, ଅବୀନାଦବ ଓ ମାଲ୍କୀଶୂଯଙ୍କୁ ଧରି ହତ୍ଯା କଲେ। |
3
|
ଶାଉଲଙ୍କ ଚତୁର୍ଦ୍ଦିଗ ରେ ୟୁଦ୍ଧ କ୍ରମେ ପ୍ରବଳତର ହବୋକୁ ଲାଗିଲା। ଏବଂ ଧନୁର୍ଦ୍ଧରମାନେ ଶାଉଲଙ୍କୁ ତାଙ୍କ ଶର ଦ୍ବାରା ବିନ୍ଧି ପକାଇଲେ ଏବଂ ସେ ସମାନଙ୍କେ ଶର ଦ୍ବାରା କ୍ଷତାକ୍ତ ହେଲେ। |
4
|
ଏହାପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, "ତୁମ୍ଭର ଖଡ୍ଗ ବାହାର କର ଓ ମାେତେ ସେଥି ରେ ବଧ କର। ତବେେ ସହେି ଅସୁନ୍ନତ ବିଦେଶୀମାନେ ଆସି ମାରେ ଉପହାସ କରିପାରିବେ ନାହିଁ।" |
5
|
ଅସ୍ତ୍ରବାହକ ଦେଖିଲା ଯେ, ଶାଉଲ ମୃତ୍ଯୁ ଭୋଗ କରିଅଛନ୍ତି। ଏଣୁ ସେ ମଧ୍ଯ ନିଜକୁ ବଧ କଲା। ସେ ନିଜ ଖଡ୍ଗ ମୁନ ଉପରେ ପଡି ମୃତ୍ଯୁଭୋଗ କଲା। |
6
|
ସହେିପରି ଭାବରେ ଶାଉଲ ଓ ତାଙ୍କର ତିନି ପୁତ୍ର ମୃତ୍ଯୁବରଣ କଲେ। ଶାଉଲଙ୍କ ପରିବାରର ସମସ୍ତେ ଏକତ୍ର ମରଣ ଲଭିଲେ। |
7
|
ଉପତ୍ୟକା ରେ ବାସ କରୁଥିବା ସମସ୍ତ ଇଶ୍ରାୟେଲୀୟ ଯେତବେେଳେ ଅନାଇ ଦେଖିଲେ ଯେ, ସମାନଙ୍କେର ସୈନ୍ଯଦଳ ପଳାଯନ କରିଅଛନ୍ତି ଏବଂ ଶାଉଲ ଓ ତାଙ୍କର ପୁତ୍ରମାନେ ମୃତ୍ଯୁବରଣ କରି ଅଛନ୍ତି, ତେଣୁ ସମାନେେ ନିଜର ସହର ଛାଡ଼ି ପଳାଯନ କଲେ। ଏବଂ ପଲେଷ୍ଟୀୟ ଲୋକମାନେ ସହେି ସହରଗୁଡ଼ିକରେ ବସବାସ କଲେ। |
8
|
ପରବର୍ତ୍ତୀ ଦିନ, ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ ନବୋ ନିମନ୍ତେ ପଲେଷ୍ଟୀୟ ଲୋକମାନେ ଆସିଲେ। ସମାନେେ ଗିଲବୋଯ ପର୍ବତ ଉପରେ ଶାଉଲଙ୍କ ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀରକୁ ପାଇଲେ। |
9
|
ପଲେଷ୍ଟୀୟମାନେ ଶାଉଲଙ୍କୁ ଉଲଗ୍ନ କଲେ ଏବଂ ତାଙ୍କର ମସ୍ତକ ଓ ୟୁଦ୍ଧ ସାଜ ନଇଗେଲେ ଏବଂ ସମାନେେ ଦେଶସାରା ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କରି, ସମାନଙ୍କେ ଭଣ୍ଡ ଦବେତା ଓ ଲୋକମାନଙ୍କ ପାଖ ରେ ଏହି ଖବର ପହଞ୍ଚାଇଲେ। |
10
|
ପଲେଷ୍ଟୀୟମାନେ ସମାନଙ୍କେ ଭଣ୍ଡ ଦବେତାର ମନ୍ଦିର ରେ ଶାଉଲଙ୍କ ୟୁଦ୍ଧସାଜକୁ ନଇେ ରଖିଲେ। ସମାନେେ ଦାଗୋନ ଦବେତାର ମନ୍ଦିର ରେ ଶାଉଲଙ୍କ ଖପୁରିକୁ ଟଙ୍ଗାଇଲେ। |
11
|
ପଲେଷ୍ଟୀୟମାନେ ଶାଉଲଙ୍କ ପ୍ରତି ଯେଉଁ ଯେଉଁ କର୍ମ କଲେ, ସହେିସବୁ ୟାବେଶ-ଗିଲିଯଦ ରେ ବାସ କରୁଥିବା ଲୋକମାନେ ଶୁଣିଲେ। |
12
|
ୟାବେଶ-ଗିଲିଯଦର ସମସ୍ତ ସାହସୀ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ମୃତ ଶରୀର ଆଣିବା ନିମନ୍ତେ ଗଲେ ଓ ନଇେ ଆସିଲେ। ୟାବେଶସ୍ଥିତ ଏକ ବିରାଟ ବୃକ୍ଷ ତଳେ ସମାନଙ୍କେ ଅସ୍ଥିକୁ କବର ଦେଲେ। ଏହାପରେ ସମାନେେ ସାତଦିନ ପର୍ୟ୍ଯନ୍ତ ଉପବାସ କଲେ। |
13
|
ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ନ ଥିବାରୁ ମୃତ୍ଯୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ଯ ୟାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ। |
14
|
ତେଣୁ ସଦାପ୍ରଭୁ ଶାଉଲଙ୍କୁ ବଧ କଲେ ଓ ୟିଶୀର ପୁତ୍ର ଦାଉଦଙ୍କୁ ରାଜ୍ଯଭାର ଅର୍ପଣ କଲେ। |