1
|
ହେ ପରମେଶ୍ବର, ଆପଣଙ୍କ ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମାରେ ସମସ୍ତ ପାପ କ୍ଷମା କରନ୍ତୁ। |
2
|
ମାେ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମାେତେ ପବିତ୍ର କର। |
3
|
ମୁଁ ଜାଣେ ମୁଁ ପାପ କରିଛି। ମାରେ ପାପ ସବୁ ସର୍ବଦା ମାରେ ସମ୍ମୁଖରେ ଦଖାଯାେଉଛି। |
4
|
ହେ ପରମେଶ୍ବର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ଓ ତୁମ୍ଭେ ନିଜେ ମୁଁ ତାହାହିଁ କରିଛି ୟାହା ତୁମ୍ଭ ଦୃଷ୍ଟିରେ ଭୁଲ୍। ତୁମ୍ଭେ ଠିକ୍ କୁହ, ଯେତବେେଳେ ମାରେ ବିଚାର ଓ ନ୍ଯାଯ ସେତବେେଳେ ମାେତେ ଦୋଷୀ ବୋଲି କୁହ। |
5
|
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହଲିେ ଓ ପାପରୁ ହିଁ ମାରେ ମା ମାେତେ ଗର୍ଭରେ ଧାରଣ କଲା। |
6
|
ହେ ପରମେଶ୍ବର, ମୁଁ ବିଶ୍ବସ୍ତ ହୁଏ ବୋଲି ତୁମ୍ଭେ ଚାହଁ, ତଣେୁ ମାେ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର। |
7
|
ଔଷଧିଯ ବୃକ୍ଷର ପ୍ରଯୋଗ କରି ମାେତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଲ ହବୋ ପର୍ୟ୍ଯନ୍ତ ମାେତେ ପ୍ରକ୍ଷାଳନ କର। |
8
|
ଆଉ ମାେତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ। ତୁମ୍ଭ ଦ୍ବାରା ଭଗ୍ନ ଅସ୍ଥି ସବୁ ଆନନ୍ଦରେ ପ୍ରଫୁଲ୍ଲିତ ହବେ। |
9
|
ମାରେ ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ। ମାରେ ପାପ ସବୁ ପୋଛିଦିଅ। |
10
|
ହେ ପରମେଶ୍ବର, ମାେ ଅନ୍ତରେ ଏକ ପବିତ୍ର ଆତ୍ମା ସୃଷ୍ଟି କର !ମାେତେ ଗୋଟିଏ ନୂଆ ଓ ବିଶ୍ବସ୍ତ ଆତ୍ମା ଦିଅ। |
11
|
ତୁମ୍ଭଠାରୁ ମାେତେ ଦୂର କର ନାହିଁ ! ଏବଂ ତୁମ୍ଭର ପବିତ୍ର ଆତ୍ମା ମାଠାରୁେ ନିଅ ନାହିଁ। |
12
|
ତୁମ୍ଭର ପରିତ୍ରାଣ ମାେତେ ଖୁସି କଲା ! ପୁନରାଯ ମାେତେ ସହେି ଆନନ୍ଦ ପ୍ରଦାନ କର। ମାରେ ଆତ୍ମାକୁ ସୁଦୃଢ଼ କର, ୟପରେିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହବେି। |
13
|
ମୁଁ ଅପରାଧିମାନଙ୍କୁ ତୁମ୍ଭ କଥିତ ବଞ୍ଚିବାର ପଥ ଶିଖାଇବି ଏବଂ ସମାନେେ ତୁମ୍ଭ ପାଖକୁ ଫରେିବେ। |
14
|
ହେ ପରମେଶ୍ବର, ମୃତ୍ଯୁ ଦଣ୍ଡରୁ ମାେତେ ରକ୍ଷା କର। ହେ ମାରେ ପରମେଶ୍ବର, ଆପଣ ହେଉଛନ୍ତି ଏକମାତ୍ର ୟେ କି ମାେତେ ରକ୍ଷା କରି ପାରିବେ !ତୁମ୍ଭେ ମାେ ପାଇଁ କରିଥିବା ଧର୍ମ ବିଷଯ କାର୍ୟ୍ଯସବୁ ମୁଁ ଗାନ କରିବି। |
15
|
ମାରେ ପ୍ରଭୁ, ମାେତେ ପାଳନ କରିବାର କାରଣ ଦିଅ, ମାରେ ଓଠ ଖାେଲ ତହିଁରେ ମାରେ ମୁଖ ତୁମ୍ଭର ପ୍ରଶଂସା ଗାନ କରିବି। |
16
|
ତୁମ୍ଭେ ପ୍ରକୃତରେ ବଳିଦାନ ଚାହିଁ ନାହଁ ଏବଂ ତୁମ୍ଭେ ହାମବେଳିରେ ସନ୍ତୁଷ୍ଟ ନୁହଁ। ତା' ହେଲେ ମୁଁ ସଗେୁଡ଼ିକ ଦଇେଥାନ୍ତି। |
17
|
ନମ୍ର ଆତ୍ମା ପରମେଶ୍ବରଙ୍କର ଗ୍ରାହ୍ଯବଳି। ହେ ପରମେଶ୍ବର, ତୁମ୍ଭେ ନମ୍ର ହୃଦଯକୁ ଓ ପାପ ପାଇଁ ଅନୁତପ୍ତ ହୃଦଯକୁ ପ୍ରତ୍ଯାଖ୍ଯାନ କରିବ ନାହିଁ। |
18
|
ହେ ପରମେଶ୍ବର ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର। ତୁମ୍ଭେ ୟିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର। |
19
|
ଏହାପରେ ତୁମ୍ଭେ ବଳିଦାନ ଓ ପୂର୍ଣ୍ଣ ହାମବେଳି, ଉପ ଭୋଗ କରିବ। ଏବଂ ଲୋକମାନେ ପୁନର୍ବାର ତୁମ୍ଭ ୟଜ୍ଞବଦେୀରେ ବୃଷଭମାନ ଉତ୍ସର୍ଗ କରିବେ। |
Psalms 51:3 Bengali Language Bible Words basic statistical display
COMING SOON ...