1
|
ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର। |
2
|
ଅଦ୍ଯାବଧି ଚିରକାଳ ସଦାପ୍ରଭୁଙ୍କର ନାମ ଧନ୍ଯ ହେଉ। |
3
|
ସୂର୍ୟ୍ଯର ଉଦଯ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ନାମ ପ୍ରଶଂସନୀଯ। |
4
|
ସଦାପ୍ରଭୁ ସମୁଦାଯ ବହୁ ଜାତିଗଣ ଉପରେ ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ। |
5
|
କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ତୁଲ୍ଯ ନୁହେଁ। ପରମେଶ୍ବର ଆକାଶର ଉର୍ଦ୍ଧ୍ବରେ ବିଦ୍ଯମାନ। |
6
|
ତଣେୁ ପରମେଶ୍ବର ଆକାଶ ଓ ପୃଥିବୀକୁ ଦେଖିବାକୁ ଦେଖିବାକୁ ତଳକୁ ଚାହିଁଲେ। |
7
|
ପରମେଶ୍ବର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି। |
8
|
ଏବଂ ପରମେଶ୍ବର ସହେି ଲୋକମାନଙ୍କୁ ଗୁରୁତ୍ବ ଦିଅନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି। |
9
|
ଜଣେ ସ୍ତ୍ରୀ ବନ୍ଧ୍ଯା ହାଇପୋରେ । କିନ୍ତୁ ପରମେଶ୍ବର ତା' କୋଳରେ ସନ୍ତାନ ଦଇେ ତାକୁ ଖୁସି କରାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର ! |
Psalms 113:7 Bengali Language Bible Words basic statistical display
COMING SOON ...