Indian Language Bible Word Collections
Proverbs 4:22
Proverbs Chapters
Proverbs 4 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Proverbs Chapters
Proverbs 4 Verses
1
|
ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର। |
2
|
କାହିଁକି ? କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମାରେ ଆଦେଶ ପରିତ୍ଯାଗ କର ନାହିଁ। |
3
|
ଏକଦା ମୁଁ ମଧ୍ଯ ମାରେ ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମାେ ମାଆଙ୍କର ସୁକୁମାର ଏବଂ ଏକ ବଳ ପୁତ୍ର ଥିଲି। |
4
|
ମାରେ ପିତା ମାେତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମାେତେ କହିଲେ, " ମାରେ କଥାସବୁ ମନରେଖ, ମାରେ ଆଜ୍ଞା ମାନ ତୁମ୍ଭେ ବଞ୍ଚିବ। |
5
|
ଜ୍ଞାନ ଅର୍ଜନ କର, ସୁବିବଚେନା ଲାଭ ତହିଁରେ କର। ତାହା ଭୁଲ ନୁହେଁ, ମାେ ମୁଖରୁ ନିର୍ଗତ ବାକ୍ଯକୁ ବିମୁଖ କର ନାହିଁ। |
6
|
ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହବେ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦ ରେ ରଖିବ।" |
7
|
ଜ୍ଞାନ ହେଉଛି ସର୍ବଶ୍ ରେଷ୍ଠ ବିଷଯ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧିଅରେ ସୁବିବଚେନା ଲାଭ କର। |
8
|
ଜ୍ଞାନକୁ ସମ୍ମାନ କର, ଏବଂ ସେ ତୁମ୍ଭକୁ ପ୍ରତିଷ୍ଠିତ କରିବ। ତୁମ୍ଭେ ଯଦି ତାହାକୁ ଆଲିଙ୍ଗନ କର, ତବେେ ସେ ତୁମ୍ଭ ନିକଟକୁ ସମ୍ମାନ ଆଣିଦବେ। |
9
|
ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦବେ। ସେ ତୁମ୍ଭକୁ ଶାେଭାର ମୁକୁଟ ଅର୍ପଣ କରିବ। |
10
|
ହେ ମାରେ ପୁତ୍ର, ମାରେକଥା ଶୁଣ, ମାରେ କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାଯୁ ହବେ। |
11
|
ମୁଁ ତୁମ୍ଭକୁ ଜ୍ଞାନ ମାର୍ଗ ରେ ପରିଚାଳିତ କରୁଛି। ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇ ଅଛି। |
12
|
ତୁମ୍ଭେ ଗଲା ବେଳେ ତୁମ୍ଭର ପାଦ ଫାନ୍ଦ ରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ। |
13
|
ଉପଦେଶମାନ ଦୃଢ଼ତା ରେ ଗ୍ରହଣ କର। ତାହାକୁ ପରିତ୍ଯାଗ କର ନାହିଁ। ଏହା ଉପ ରେ ନଜର ରଖ, କାରଣ ତାହା ତୁମ୍ଭର ଜୀବନ। |
14
|
ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସମାନଙ୍କେ ପରି ବାସ କର ନାହିଁ। ସମାନଙ୍କେ ପରି ହବୋକୁ ଚେଷ୍ଟା କର ନାହିଁ। |
15
|
ସମାନଙ୍କେ ପଥରୁ ଦୂ ରଇେ ରୁହ, ତହିଁର ନିକଟକୁ ୟାଅ ନାହିଁ। ତହିଁରୁ ବିମୁଖ ହାଇେ ଚାଲିୟାଅ। |
16
|
ମନ୍ଦ ଲୋକମାନେ ମନ୍ଦକାର୍ୟ୍ଯ ନ କଲା ପର୍ୟ୍ଯନ୍ତ ସମାନଙ୍କେୁ ନିଦ ହୁଏ ନାହିଁ। ଯଦି ସମାନେେ କାହାକୁ ଆଘାତ ନ କରନ୍ତି, ସମାନେେ ଶଯନ କରିବେ ନାହିଁ। |
17
|
ମନ୍ଦ କି ଅସତ୍ଯ କାମ କରିବା ସମାନଙ୍କେର ଖାଦ୍ୟ ଓ ପାନୀଯ ! ଏହା ବ୍ଯତୀତ ସମାନେେ ବଞ୍ଚିପାରିବେ ନାହିଁ। |
18
|
ଧାର୍ମିକ ଲୋକମାନେ ପ୍ରଭାତର ସୂର୍ୟ୍ଯକିରଣ ପରି। ସୂର୍ େଯ୍ଯାଦଯ ପ ରେ ମଧ୍ଯାହ୍ନ ରେ ସୂର୍ୟ୍ଯ ଯେପରି ତଜେସ୍ବୀ ହାଇେ ଉେଠ, |
19
|
କୁକର୍ମ ଲୋକମାନଙ୍କ ପଥ ଅନ୍ଧକାରର ରାତ୍ରି ତୁଲ୍ଯ, ସମାନେେ କାହିଁ ରେ ଝୁଣ୍ଟି ପଡ଼ନ୍ତି, ତାହା ସମାନେେ ଜାଣନ୍ତି ନାହିଁ। |
20
|
ହେ ମାରେ ପୁତ୍ର, ତୁମ୍ଭେ ମାରେ ବାକ୍ଯ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦଇେ ମାେ କଥା ଶୁଣ। |
21
|
ମାରେ ବାକ୍ଯ ପ୍ରତି ବିମୁଖ ହୁଅ ନାହିଁ। ମାରେ ବାକ୍ଯସବୁ ସର୍ବଦା ସ୍ମରଣ କର। |
22
|
ମାରେ ବାକ୍ଯ ଯେଉଁମାନେ ଗ୍ରହଣ କରନ୍ତି, ସମାନେେ ଧନ୍ଯ। ସମାନେେ ସ୍ବଚ୍ଛତା ଦ୍ବାରା ଅଙ୍ଗକୁ ସ୍ବାସ୍ଥ୍ଯ ପ୍ରଦାନ କରନ୍ତି। |
23
|
ତୁମ୍ଭର ହୃଦଯକୁ ଅତି ଯତ୍ନର ସହ ପରିଚାଳିତ କର। ଯେ ହତେୁ ତହିଁରୁ ଜୀବନର ପ୍ରବାହ ଜନ୍ମ ଲାଭ କରେ। |
24
|
ତୁମ୍ଭର ମୁଖରୁ ଅସତ୍ଯ ବାକ୍ଯ ବାହାରି ନ ଆସୁ। ମିଥ୍ଯା କୁହ ନାହିଁ। |
25
|
ଲକ୍ଷ୍ଯସ୍ଥଳ ପାଇଁ ତୁମ୍ଭର ଚକ୍ଷୁଦ୍ବଯକୁ ଆଗକୁ ଦେଖିବା ପାଇଁ ରଖ, ସର୍ବଦା ସିଧା ଦେଖ। |
26
|
ଧାର୍ମିକଠାରୁ ତୁମ୍ଭକୁ ଦୂ ରଇେ ନିଅ ନାହିଁ। ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ। |
27
|
ସଳଖପଥ ପରିତ୍ଯାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂର ରେ ରୁହ। |