Indian Language Bible Word Collections
Proverbs 1:29
Proverbs Chapters
Proverbs 1 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Proverbs Chapters
Proverbs 1 Verses
1
|
ଏହି ହିତାପଦେେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇଶ୍ରାୟେଲର ରାଜା ଥିଲେ। |
2
|
ଏହି ହିତାପଦେେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସମାନେେ ଜାଣିପାରିବେ କେଉଁ କାର୍ୟ୍ଯଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ଯମାନ ସାହାୟ୍ଯ କରିବ। |
3
|
ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହାଦ୍ବାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ଯାଯ ଶିକ୍ଷା କରିବେ। |
4
|
ଏହି ଉପଦେଶଗୁଡ଼ିକ ସହେି ଲୋକମାନଙ୍କୁ ଶିକ୍ଷା ଦଇପୋରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଚାହାନ୍ତି। ଏହି ଉପଦେଶଗୁଡ଼ିକ ୟୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ଯବହାର କରିବାକୁ ହୁଏ ସମାନଙ୍କେୁ ଶିକ୍ଷା ଦିଏ। |
5
|
ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ଯଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସମାନେେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ। |
6
|
ଯେଉଁ ଲୋକମାନେ, ୟିଏକି ଏହି ହିତାପଦେେଶ ଶୁଣନ୍ତି, ଜ୍ଞାନୀ ଲୋକ କହି ୟାଇଥିବା କଥା ବୁଝିବା ରେ ସକ୍ଷମ ହବେେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ଯ ବୁଝିପାରିବେ। ସମାନେେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ। |
7
|
ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି। |
8
|
ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ। |
9
|
ତୁମ୍ଭର ପିତା ଓ ମାତା, ଯାହା କିଛି ଶିକ୍ଷା ଦିଅନ୍ତି, ସହେି ବାକ୍ଯଗୁଡ଼ିକ ତୁମ୍ଭର ପାଇଁ ଆଶୀର୍ବାଦ ଫୁଲମାଳ ପରି ଅଟେ ଏବଂ ତୁମ୍ଭର ଗଳା ପାଇଁ ହାର ଅଟେ। |
10
|
ହେ ମାରେ ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସହେିପରି ଲୋକମାନେ ତୁମ୍ଭକୁ କୁକାର୍ୟ୍ଯ କରାଇବାକୁ ପ୍ରବର୍ତ୍ତାଇବେ। ସମାନଙ୍କେୁ ତୁମ୍ଭର ସମ୍ମତି ଦିଅ ନାହିଁ। |
11
|
ସହେି ଲୋକମାନେ ତୁମ୍ଭକୁ କହିପାରନ୍ତି, "ଆମ୍ଭମାନଙ୍କ ସହିତ ଆସ, ଆମ୍ଭମାନେେ ରକ୍ତପାଦ କରିବାକୁ ଚାହିଁ ବସୁ। ନିର୍ଦ୍ଦୋଶମାନଙ୍କୁ ବିନା କାରଣ ରେ ଧରିବାକୁ ଗୁପ୍ତ ରେ ଲୁଚି ରହୁ। |
12
|
ଆମ୍ଭମାନେେ ସମାନଙ୍କେୁ ହତ୍ଯା କରିବା। ଆମ୍ଭମାନେେ ସମାନଙ୍କେୁ ମୃତ୍ଯୁର ସ୍ଥାନକୁ ପଠାଇବା। ଆମ୍ଭମାନେେ ସମାନଙ୍କେୁ ବିନାଶ କରି କବରକୁ ପଠାଇବା। |
13
|
ଆମ୍ଭମାନେେ ତହିଁରୁ ସବୁପ୍ରକାର ବହୁମୂଲ୍ଯ ଧନ ପାଇବା। ଲୁଟିତ ଦ୍ରବ୍ଯ ରେ ଆମ୍ଭମାନଙ୍କର ଗୃହକୁ ପରିପୂର୍ଣ୍ଣ କରିବା। |
14
|
ତେଣୁ ଆସ ଆମ୍ଭମାନଙ୍କ ସହିତ ଯୋଗ ଦିଅ, ଏବଂ ଆମ୍ଭେ ସମସ୍ତେ ଯାହା ପାଇବା ତାହା ବାଣ୍ଟ କରିବା।" |
15
|
ହେ ମାରେ ପୁତ୍ର, ଏପରି ଲୋକମାନଙ୍କୁ ଅନୁସରଣ କର ନାହିଁ। ଏପରି ପଥରେ ତୁମ୍ଭେ ପାଦ ଦିଅ ନାହିଁ। |
16
|
ସହେି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥାନ୍ତି। ସମାନେେ ସର୍ବଦା ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି। |
17
|
ପକ୍ଷୀମାନଙ୍କୁ ଧରିବା ପାଇଁ ଲୋକମାନେ ଜାଲ ବିଛାଇ ଥାନ୍ତି। କିନ୍ତୁ କୌଣସି ପକ୍ଷୀ ଆଗ ରେ ଜାଲ ବିଛାଇବା ବ୍ଯର୍ଥ ଅଟେ। |
18
|
ତେଣୁ ଏହି ଲୋକମାନେ ଗୁପ୍ତ ରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ଯା କରିବା ପାଇଁ। କିନ୍ତୁ ବାସ୍ତବ ରେ ସମାନେେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥାନ୍ତି। |
19
|
ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ। |
20
|
ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପ ରେ ଉଚ୍ଚ ସ୍ବର ରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା'ର ସ୍ବର ଶୁଣାଏ। |
21
|
ସେ ଲୋକମାନଙ୍କର ପ୍ରଧାନ ସ୍ଥାନ ରେ ଡ଼ାକଇ। ନଗର ଦ୍ବାରର ପ୍ରବେଶ ସ୍ଥାନ ରେ, ନଗର ମଧିଅରେ ଆପଣାର ବାକ୍ଯ ଉଚ୍ଚାରଣ କରି କ ହେ। |
22
|
ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ? |
23
|
ମାରେ ବାକ୍ଯକୁ ସାବଧାନ ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ଯସବୁ ତୁମ୍ଭମାନଙ୍କୁ ଜଣାଇବି। |
24
|
"କିନ୍ତୁ ତୁମ୍ଭମାନେେ ମାରେ ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାୟ୍ଯ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭମାନେେ ମାରେ ସାହାୟ୍ଯ ଗ୍ରହଣ କରିବାକୁ ମନାକଲ। |
25
|
ତୁମ୍ଭମାନେେ ମାରେ ସମସ୍ତ ବାକ୍ଯକୁ ହଯେ ଜ୍ଞାନ କଲ। ମାରେ କୌଣସି ଅନୁୟୋଗକୁ ଚାହିଁଲ ନାହିଁ। |
26
|
ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି। |
27
|
ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ବଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାଯୁ ପରି ତୁମ୍ଭକୁ ପୋଡି଼ ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହବେ। |
28
|
ଯେତବେେଳେ ଏହିସବୁ ଘଟିବ, ତୁମ୍ଭମାନେେ ମାରେ ସାହାୟ୍ଯ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାୟ୍ଯ କରିବି ନାହିଁ। ତୁମ୍ଭମାନେ ମାେତେ ଖାଜେିବ। କିନ୍ତୁ ତୁମ୍ଭମାନେେ ମାେତେ ପାଇବ ନାହିଁ। |
29
|
ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବି ନାହିଁ, କାରଣ ତୁମ୍ଭମାନେେ ମାରେ ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭମାନେେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦବୋ ପାଇଁ ତୁମ୍ଭମାନେେ ନାସ୍ତି କଲ। |
30
|
ତୁମ୍ଭମାନେେ ତୁମ୍ଭର ନିଜ ଇଚ୍ଛା ରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ଯବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚଯ ଗ୍ରହଣ କରିବ। |
31
|
ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ। |
32
|
"କିନ୍ତୁ ୟିଏ କହେି ମାରେକଥା ଶୁଣିବ, ସେ ସୁରକ୍ଷା ରେ ପ୍ରବେଶ କରିବ। ତାହାର କବେେ ହେଲେ କୌଣସି ଦୁର୍ଭାଗ୍ଯ ନ ଥିବ। |
33
|
ମାତ୍ର ଯେଉଁ ଲୋକ ମାରେ ବାକ୍ଯ ମାନି ଚଳେ। ସେ ନିରାପଦ ରେ ବାସ କରିବ, ତା'ର ଅମଙ୍ଗଳ ହବେ ନାହିଁ।" |