1
|
ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ, |
2
|
"ସଦାପ୍ରଭୁ ଏହି ଆଜ୍ଞା ବିଧି ଦଇେ ଅଛନ୍ତି। ଇଶ୍ରାୟେଲର ଲୋକମାନଙ୍କୁ କୁହ, ଯାହାଠା ରେ ଖୁଣ ନାହିଁ ଓ ଯାହା ଉପରେ କବେେ ୟୁଆଳି ଦିଆୟାଇ ନାହିଁ, ଏପରି ଏକ ଲାଲ ଗାଈ ସମାନେେ ତୁମ୍ଭ ନିକଟକୁ ଆଣନ୍ତୁ। |
3
|
ତହୁଁ ତୁମ୍ଭମାନେେ ସହେି ଗାଈକୁ ଇଲିଯାସର ଯାଜକକୁ ଦବେ। ସେ ତାହାକୁ ଛାଉଣୀ ବାହାରକୁ ଆଣି ବଧ କରିବ। |
4
|
ଯାଜକ ଇଲିଯାସର ଆପଣା ଅଙ୍ଗୁଳି ଦ୍ବାରା ତାହାର ରକ୍ତରୁ ନଇେ ପବିତ୍ର ତମ୍ବୁ ସମ୍ମିଖ ରେ ସାତଥର ଛିଞ୍ଚିବେ। |
5
|
ଆଉ ଜଣେ ତାହାର ଦୃଷ୍ଟି ଗୋଚର ରେ ସହେି ଗାଈକି ଦଗ୍ଧ କରିବ, ସେ ତାହାର ଗୋମଯ ସହିତ ଚର୍ମ, ମାଂସ ଓ ରକ୍ତ ଦଗ୍ଧ କରିବ। |
6
|
ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ସୂତା ନଇେ ସହେି ଗାଈ ଦାହର ଅଗ୍ନି ମଧିଅରେ ପକାଇବ। |
7
|
ତା'ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ତା'ପରେ ସେ ଛାଉଣୀକି ଆସିବ। ପୁଣି ଯାଜକ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। |
8
|
ଯେଉଁ ଲୋକ ସହେି ଗାଈକି ଦଗ୍ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ଆଉ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। |
9
|
"ଏହାପରେ କୌଣସି ଶୁଚିଲୋକ ସହେି ଗାଈର ଭସ୍ମ ସଂଗ୍ରହ କରି ଛାଉଣୀ ବାହା ରେ କୌଣସି ଶୁଚି ସ୍ଥାନ ରେ ରଖିବ। ସହେି ଭସ୍ମ ଇଶ୍ରାୟେଲ ଲୋକମାନଙ୍କର ପାଣିକୁ ଶୁଚି କରିବା ନିମନ୍ତେ ରଖାୟିବ। ତାହା ଶୁଚି କରଣାର୍େଥ ଉତ୍ସର୍ଗ ଅଟେ। |
10
|
"ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। |
11
|
ଯଦି କହେି କୌଣସି ମନୁଷ୍ଯର ଶବ ଛୁଏଁ, ତବେେ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ। |
12
|
ସେ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନ ରେ ନିଜକୁ ଶୁଚି ନକରେ ତବେେ ସେ ସପ୍ତମ ଦିନ ରେ ଶୁଚି ହବେ ନାହିଁ। |
13
|
ଯଦି କହେି ଶବ ଛୁଇଁ ନିଜକୁ ଶୁଚି ନ କରେ ତବେେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସହେି ମନୁଷ୍ଯ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ୟାଇ ନ ଥିବାରୁ ସେ ଅଶୁଚି ହବେ। ତା'ର ଅଶୌଚ ତାହାଠା ରେ ରହିବ। |
14
|
"କୌଣସି ମନୁଷ୍ଯ ତୁମ୍ବୁ ଭିତ ରେ ମଲେ ତହିଁର ବ୍ଯବସ୍ଥା ଏହି। ଯେ କହେି ସହେି ତମ୍ବୁ ରେ ଥାଏ ଓ ଯେ କହେି ସହେି ତମ୍ବୁକୁ ଆ ସେ ସେ ସାତଦିନ ପାଇଁ ଅଶୁଚି ହାଇେ ରହିବ। |
15
|
ଢାଙ୍କୁଣୀ ନ ଥିବା ପ୍ରେତ୍ୟକକ ମଲୋପାତ୍ର ଅଶୁଚି ହବେ। |
16
|
ପୁଣି କହେି ଯଦି ଖାେଲା କ୍ଷେତ୍ର ରେ ୟୁଦ୍ଧ ରେ ନିହତ ମୃତ ଦହେ ମନୁଷ୍ଯ ଅସ୍ଥି କିମ୍ବା କବର ଛୁଏଁ, ତବେେ ସେ ସାତଦିନ ୟାଏ ଅଶୁଚି ରହିବ। |
17
|
"ପୁଣି ଲୋକମାନେ ସହେି ଅଶୁଚି ଲୋକକୁ ଶୁଚି କରିବା ପାଇଁ ପାପାର୍ଥକ ବଳିର ଦଗ୍ଧ ଭସ୍ମ ନବେେ ଓ ତାକୁ ଏକ ପାତ୍ର ରେ ରଖି ପ୍ରବାହଜଳ ସେଥି ରେ ଢାଳିବେ। |
18
|
ତା'ପରେ ଜଣେ ଶୁଚିମନ୍ତ ବ୍ଯକ୍ତି ଏକ ଏସୋବ୍ ଶାଖା ନଇେ ସହେି ଜଳ ରେ ବୁଡାଇବା ଉଚିତ୍। ସେ ସହେି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସଠାେରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ। |
19
|
ତତ୍ପରେ ସହେି ଶୁଚିମନ୍ତ ଲୋକ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ସହେି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନ ରେ ସହେି ବ୍ଯକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳ ରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ଯା ସମୟରେ ସେ ଶୁଚି ହବେ। |
20
|
"ମାତ୍ର ଯେଉଁ ଲୋକ ଅଶୁଚି ହାଇେ ନିଜକୁ ପରିଷ୍କାର ନ କରିବ ସହେି ପ୍ରାଣୀ ସମାଜ ମଧ୍ଯରୁ ପୃଥକ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅ େଶୗଚାର୍ଥକ ଜଳ ସଚେିତ ହେଲା ନାହିଁ। ତେଣୁ ସେ ଅଶୁଚି। |
21
|
ଏହା ସମାନଙ୍କେ ପାଳନୀଯ ଅନନ୍ତକାଳୀନ ବାଧି ହବେ। ଆଉ ଯେ କହେି ସହେି ଅ େଶୗଚାର୍ଥକ ଜଳ ସଚେନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେ କହେି ସହେି ଅ େଶୗଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। |
22
|
ଆଉ ସହେି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତବେେ ସେ ମଧ୍ଯ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।" |
Numbers 19:1 Bengali Language Bible Words basic statistical display
COMING SOON ...